• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

We deserved to lose says virat kohli
କୋଲକାତା ଠାରୁ ପରାଜୟ ପରେ ବିରାଟ କହିଲେ- ଆମେ ହାରିବାକୁ ଯୋଗ୍ୟ

ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍‌ମା ଦେଖାଇଥିଲେ କେକେଆର୍‌ ବୋଲର୍‌।   

weather report
ଅଧା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ

ରାଜଧାନୀରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା

Jungle safari, Tiger Attack
Viral Video: ବିପଦପୂର୍ଣ୍ଣ ଜଙ୍ଗଲ ସଫାରୀ ! ପର୍ଯ୍ୟଟକଙ୍କ ଆଡ଼କୁ ମାଡ଼ି ଆସିଲା ବାଘ

ଦୁଇ ଥର ଫେରିବା ପରେ ଶେଷରେ ବାଘଟି ଲୋକଙ୍କର କୌଣସି କ୍ଷତି ନକରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିବା ଦେଖାଯାଇଛି ।

Police Officer Dance Video Viral
Viral Video: ଖୋଲା ମନରେ ନାଚିଲେ ପୋଲିସ ବାବୁ, ଆପଣ ବି ଦେଖିଲେ ବିଭୋର ହେବେ

ବ୍ୟାକ୍‌ଗ୍ରାଉଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତ ବାଜୁଥିବା ବେଳେ ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୋଲା ମନରେ ନୃତ୍ୟ କରୁଛନ୍ତି

RCB Fans
‘RCB ଆଇପିଏଲ୍‌ ଟ୍ରଫି ନଜିତିବା ଯାଏଁ ମୁଁ ସ୍କୁଲ୍ ଯିବିନି’

୨୦୦୮ରୁ ଏଯାଁଏ ଆଇପିଏଲ୍‌ କୌଣସି ସଂସ୍କରଣରେ ବି ଆର୍‌ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍‌ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ଯାହାକୁ ନେଇ ଲୋକେ ସୋସିଆଲ୍‌ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍‌ ହେଉ ନା କାହିଁକି ଏବେବି ଆର୍‌ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍‌କୁ ସପୋର୍ଟ କରୁଛନ୍ତି ।

 Woman Killed By Man Stalking Her For 2 Years In Madhya Pradesh
ପିଛା କଲେ, ବାହା ହେବା ପାଇଁ ବାଧ୍ୟ କଲେ...ରାଜି ନହେବାରୁ ଯୁବତୀଙ୍କ ଜୀବନ ନେଇଗଲେ

ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ। ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ। ଶେଷରେ ଜାଙ୍କ ଜୀବନ ନେଇଗଲା।

District Magistrate and MP
ଢେଙ୍କାନାଳ ସାଂସଦ ଓ ଜିଲ୍ଲାପାଳ କଳି,ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ

ଢେଙ୍କାନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ ।

Donald Trump
ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ! ଡିପାର୍ଟମେଣ୍ଟାଲ ଷ୍ଟୋର ଡ୍ରେସିଂ ରୁମ୍‌ରେ ଦୁଷ୍କର୍ମ କରିଥିଲେ ଟ୍ରମ୍ପ

ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।

PM MODI
‘କଂଗ୍ରେସ କି ଗ୍ୟାରେଣ୍ଟି ଦେବ, ତା’ର ତ ୱାରେଣ୍ଟି ଗଲାଣି’

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ରଣହୁଙ୍କାର । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଆଲୋଚନା କରି ବର୍ଷିଲେ . .

Nabarangpur SP
‘ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ୍‌’

ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ଼ ବୟାନ

48 medicines fail in quality test
କ୍ୱାଲିଟି ଟେଷ୍ଟରେ ଫେଲ୍‌ ମାରିଲା ୪୮ ଔଷଧ! ହାର୍ଟ,ଡାଇବେଟିସ୍‌ଠୁ ଆରମ୍ଭ କରି ଭିଟାମିନ୍‌ ମେଡିସିନ୍‌ ସାମିଲ...

ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍‌ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍‌ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(CDSCO) ସୂଚନା ଦେଇଛି। ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍‌ ହୋଇଛି।

Recruitment In Indian Navy
ଭାରତୀୟ ନୌସେନା ପାଇଁ ବାହାରିଲା ଚାକିରି, ବେସିକ୍‌ ପେ’ ୫୬,୬୦୦ରୁ ଆରମ୍ଭ

ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।

vigilance raid
ଭିଜିଲାନ୍ସ ଜାଲରେ ଜେଇ ଓ କିରାଣି

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ଓ ଜେଇ । କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେପଟେ ଲାଞ୍ଚ ନେଇ ଧରାପଡିଛନ୍ତି ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନସ ଧଳ।

Singapore
କିଲେ ଗଞ୍ଜେଇ ପାଇଁ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦେଲେ ସରକାର

ସିଙ୍ଗାପୁରରେ ଫାଶୀରେ ଝୁଲିରେ ଭାରତୀୟ ବଂଶୋଦ୍ଭବ...

Viral video surfaces showing moments after Dantewada Naxal attack in Chhattisgarh
‘ଭୟା ପୂରା ଉଡ଼ଗୟା...’ ଛତିଶଗଡ଼ ନକ୍ସଲ ହିଂସା ପରେ ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା

ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି। 

malai matar mushroom
କେବେ ଖାଇଛନ୍ତି ମସରୁମ୍‌ର ଏହି ସୁଆଦିଆ ରେସିପି ?

ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍‌କୁଲ୍‌ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍‌ରୁମ୍’

crime
ବାପା କଲା ନାରକୀୟ କାଣ୍ଡ ! ଝିଅକୁ ବିବସ୍ତ୍ର କରି ଏସିଡ୍‌ ପିଆଇବା ପରେ ଫିଙ୍ଗିଦେଲା

ବିବାହ ପରେ ପୁରୁଣା ପ୍ରେମକୁ ଭଲି ପାରୁନଥିଲା ଝିଅ । ଲୋକନିନ୍ଦା ଭୟରେ ଝିଅକୁ ଜୀବନରେ ମାରି ଦେବା ପାଇଁ . .

 Amlan scheme
ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ୍ ବଟିକା

ଟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ

DNA Test Reveals The Truth Of Wife
DNA ଟେଷ୍ଟ ଖୋଲିଲା ପତ୍ନୀଙ୍କ କାରନାମା,୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗିଦେଲେ ସ୍ୱାମୀ...

କେବଳ ଏକ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।

Gold Price Today
Gold Price Today 27th April 2023: ପାଖେଇ ଆସୁଛି ବିବାହ ଋତୁ, ଜାଣନ୍ତୁ କେତେ ଅଛି ସୁନାର ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୪୦ ଟଙ୍କା ହୋଇଛି।

Pitbull attacked by neighbours
ଝିଅକୁ ଦେଖି ଭୁକୁଥିଲା ପିଟ୍‌ବୁଲ୍‌, ରାଗରେ ‌ଥୋମଣି ଫଟେଇ ଦାନ୍ତ ଭାଙ୍ଗି ଦେଲା ବାପା

ଘରେ ଶୋଇଥିବା ବେଳେ ପିଟ୍‌ବୁଲ୍‌କୁ ଆକ୍ରମଣ । ରକ୍ତାର କରିଦେଲେ ପଡ଼ୋଶୀ ।

Manoj Das was the Vishnu Sharma of Odia literature
ଭାରତୀୟ କଥା ସାହିତ୍ୟର ପ୍ରମୁଖ ପୁରୋଧା ଥିଲେ ମନୋଜ ଦାସ

ଆଜି କିମ୍ବଦନ୍ତୀ ସାରସ୍ୱତ ସାଧକ ମନୋଜ ଦାସଙ୍କ ପୁଣ୍ୟତିଥି। ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଓଡ଼ିଶାର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ସେ ଥିଲେ ସମକାଳୀନ ଭାରତୀୟ କଥା ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା। ଆସନ୍ତୁ ତାଙ୍କ ଜୀବନୀ ଉପରେ ନଜର ପକେଇନେବା।

Foods to Avoid for Thyroid
ଥାଇରଏଡ୍‌ ସମସ୍ୟା ଅଛି କି? ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଥାଇରଏଡ୍ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍।ତେବେ ଚାଲନ୍ତୁ ଜାଣିବା ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।

Nursing Girl Student Found Hanging From College Hostel Room In Jajpur
ଫ୍ୟାନ୍‌ରେ ଗାମୁଛା ଲଗାଇ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହଷ୍ଟେଲରୁ ମିଳିଲା ମୃତଦେହ...

କଲେଜ ହଷ୍ଟେଲ ରୁମ୍‌ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍‌ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

Mother Kills Her 2 Years Old Daughter In Kenya
ଏ କେମିତିକା ମା’ ? ୨ ବର୍ଷର ଝିଅକୁ ହତ୍ୟା ପରେ କଲିଜା ଖାଇଦେଲେ !

ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ। ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କେନିଆରେ ଏଭଳି ଘଟଣା ଘଟିଛି।