• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Rath Jatra 2023
ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Bus Tragedy
ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ ।

CM Naveen Patnaik
5T ସଚିବଙ୍କ ପାଇଁ ବିରୋଧୀଙ୍କ ନିଶାନାରେ CM, ମାନସିକ ସ୍ତରରେ ଗୃହବନ୍ଦୀ କି ମୁଖ୍ୟମନ୍ତ୍ରୀ ?

ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ। 

tata power looting consumers with different tricks in odisha
ଟାଟା ପାୱାର ମହାଲୁଟ୍‌ର ଖୋଲୁଛି ଗୋଟିକ ପରେ ଗୋଟିଏ ଫର୍ଦ୍ଦ

ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ। 

BJP leader Prithviraj Harichandan alleges massive corruption in PMAY scheme in Odisha
ଆବାସ ଘୋଟାଲା ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।

Himant Biswa sarma
ଯେଉଁମାନେ ଜରୁରୀକାଳିନ ସ୍ଥିତିକୁ ବିରୋଧ କରିଥିଲେ, ସେମାନଙ୍କୁ ମାସକୁ ୧୫୦୦୦ ପେନ୍‌ସନ୍‌

୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । 

Traffic Jam
ଭୟଙ୍କର ରାସ୍ତା ଜାମ୍ ! ଗାଡ଼ିରେ କଟିଲା ରାତି, ମିଳିଲାନି ହୋଟେଲ ରୁମ୍.. ଦେଖନ୍ତୁ ଭିଡିଓ

ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍‌ ଜାମ୍‌ରେ ଫସିଛନ୍ତି । 

MS Dhoni
କୁଲ କ୍ୟାପଟେନ୍ ଧୋନିଙ୍କ ନୂଆ ଅନ୍ଦାଜ, ଫ୍ୟାନ୍‌ ମାନଙ୍କୁ ଆସିଲା ଖୁବ୍‌ ପସନ୍ଦ

ଭିଡିଓରେ ଖୁବ୍‌ ଲାଇକ୍‌ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।

Train Missed
ବଡ଼ ଭୁଲ୍ ! ଗୋଟିଏ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ ଯାତ୍ରୀ, ଆଉ ଗୋଟେ ପ୍ଲାଟଫର୍ମରୁ ଛାଡ଼ିଦେଲା ଟ୍ରେନ୍‌

ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା ।

Loot Video Viral
ଦୟାବାନ ଲୁଟେରା ! ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଆସିଥିଲେ, ଶେଷରେ ଦୁଃଖ ବୁଝି ୧୦୦ ଟଙ୍କା ଦେଇ ଗଲେ

ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍‌ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।

accident
ନିଷ୍ଠୁର ମୃତ୍ୟୁ, ହାତଗଣ୍ଠି ଫିଟାଇବା ପରେ ସବୁ ଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ...

ହସଖୁସିର ସଂସାରକୁ ସତେ ଯେମିତ କାହାର ନଜର ଲାଗିଗଲା । ଭଉଣୀ ବିବାହ ସାରି ଘରକୁ ଫେରୁଥିବା ବେଳେ ଚାଲିଗଲା ସାନ ଭଉଣୀ ।

Teacher death
ଚାକିରିରୁ ମିଳିଥିଲା ଛୁଟି; ପିଲାଙ୍କୁ ନେଇ ବୁଲିବାକୁ ଯାଉଥିଲେ ମା’, ଷ୍ଟେସନରେ ଚାଲିଗଲା ଜୀବନ

ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।

bus accident
ଦଦରା ବସ୍‌, ପରମିଟ ନଥିଲା ! ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁଙ୍କ ସୂଚନା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା’

Woman kills boyfriend
ପ୍ରେମରେ ମସଗୁଲ ପ୍ରେମିକା...ନୂଆ ପ୍ରେମିକ ପାଇଁ ପୁରୁଣା ପ୍ରେମିକକୁ ଶାବଳରେ କଲା ହତ୍ୟା !

ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ଜାଣିବାକୁ ପାଇଥିଲା ଯେ ତ୍ରିକୋଣୀୟ ପ୍ରେମ ଜନିତ କାରଣରୁ ବୈଶ୍ୟାନନ୍ଦକୁ ହତ୍ୟା କରାଯାଇଛି । ତାଙ୍କୁ ଶାବଳ ଏବଂ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରାଯାଇଛି ।

crime
VIDEO: ‍ବନ୍ଧୁକ ମୁନରେ କାର ଅଟକାଇ ୨ଲକ୍ଷ ଲୁଟିନେଲେ

ଡେଲିଭରି ଏଜେଣ୍ଟଙ୍କ ଠାରୁ ଛଡାଇ ନେଲେ ୨ ଲକ୍ଷ ଟଙ୍କା...ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ...

Investment Scheme
ମାସକୁ ରଖନ୍ତୁ ୨୦୦୦, ପାଇପାରିବେ ୧.୩ କୋଟି ଟଙ୍କା !

ଯଦି ଆପଣ ଏଥିପାଇଁ ଆଗ୍ରହୀ ରହିଛନ୍ତି, ତେବେ ଆପଣଙ୍କୁ ଏକ ଭଲ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛିବାକୁ ପଡ଼ିବ । ଯେଉଁଥିରେ ପ୍ରତି ମାସରେ ଆପଣଙ୍କୁ ୨୦୦୦ ଟଙ୍କା ବିନିଯୋଗ କରିବାକୁ ହେବ ।

crime
ସ୍ତ୍ରୀର ପ୍ରେମିକଙ୍କ ତଣ୍ଟି କାଟି ରକ୍ତ ପିଇଲା ସ୍ୱାମୀ, ମୋବାଇଲ୍‌ରେ ଭିଡିଓ ସୁଟ୍‌ କଲା ସାଙ୍ଗ

କି ଭୟଙ୍କର ମଣିଷ । ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ଯୁବକର ତଣ୍ଟି କାଟିବା ସହ ତା’ର ରକ୍ତ ପିଇଯାଇଛି ଅଭିଯୁକ୍ତ ।

Narendra Modi
ଦିଗପହଣ୍ଡି ଦୁର୍ଘଟଣା : ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ସହାୟତା ଘୋଷଣା ହୋଇଛି ।

accident
ଦିଗପହଣ୍ଡି ଦୁର୍ଘଟଣା : ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ, ଗାଁରେ ଶୋକାକୁଳ ପରିବେଶ

ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟଙ୍କ ମୃତ୍ୟୁ । ଖଣ୍ଡଦେଉଳି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

accident
‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା ।

Today Panchang 14th June 2023
Panchang Today 26th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨ ପାଦ - କୃଷିହାନି- ତିଳକାଞନ ଦାନ ଦିବା ୧୨.୪୨ ପର୍ଯ୍ୟନ୍ତ

PM Modi lands in Delhi
ଆମେରିକା ଓ ଇଜିପ୍ଟ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ପାଲମ ବିମାନ ବନ୍ଦରରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଓ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଥିଲେ ।

Indore couple done romantic dance on road in drizzling rain
Viral Video: ବର୍ଷାକୁ ଖାତିର ନ କରି ରୋମାଣ୍ଟିକ୍ ଡ୍ୟାନ୍ସ କଲେ ପ୍ରେମୀ ଯୋଡି

ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

Odisha Politics
ଚରମ ସୀମାରେ ଦୁର୍ନୀତି, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର: ଧର୍ମେନ୍ଦ୍ର

ମହାଜନସଂପର୍କ ଅଭିଯାନ ଅଧୀନରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଜଳସେଚନ, ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପିସି କାରବାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ।

International day against drug abuse and illicit trafficking
International day against drug abuse and illicit trafficking: ଡ୍ରଗ୍ ଅପବ୍ୟବହାର ଓ ବେଆଇନ ଯୋଗାଣକୁ ବିରୋଧର ଦିନ

ପ୍ରତିବର୍ଷ ଜୁନ୍ ୨୬ରେ ବିଶ୍ୱ ସ୍ତରରେ “ଅନ୍ତର୍ଜାତୀୟ ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧ ଦିବସ” ଭାବରେ ପାଳନ କରାଯାଏ। ଏହି ଦିନ ହେଉଛି ବିଶ୍ୱକୁ ଡ୍ରଗ୍ ମୁକ୍ତ କରିବାକୁ ନିଆଯାଉଥିବା ପଦକ୍ଷେପ ଓ ସହଯୋଗର ପ୍ରତୀକ।