ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା।
ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ ।
ଯେତେବେଳେ ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଏ ନିର୍ମାତା ଓ ନିର୍ଦ୍ଦେଶକ ନିରାଶ ହୋଇପଡନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସାଉଥ୍ର ଏମିତି ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୫୦ କୋଟି ଟଙ୍କାର ଏକ ବଡ ଫ୍ଲପ୍ ଫିଲ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ୪୦୦ କୋଟି ଟଙ୍କା ବାଜିରେ ଲଗେଇଛନ୍ତି।
ମୁମ୍ୱାଇରେ ସେତେବେଳର ଦୁର୍ବଳ ଭିତ୍ତିଭୂମି ତାଙ୍କୁ ପୋୱାଇରେ ହୀରାନନ୍ଦାନୀ ଗାର୍ଡେନସର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା । ପଡିଆ ପଡିଥିବା ଖୋଲା ଜାଗାକୁ ସେ ଏକ ସୁନ୍ଦର ଟାଉନସିପରେ ପରିଣତ କରିଥିଲେ । ଏହା ମଧ୍ୟରେ ଭଲ ରାସ୍ତା, ଜଳ ନିଷ୍କାସନ ପାଇଁ ଭଲ ଡ୍ରେନେଜ୍ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ସବୁଜିମା ରହିଛି ।
ନିକଟରେ ସଙ୍ଗଠିତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ହ୍ବାଇଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଟ୍ରମ୍ପ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କ ହ୍ବାଇଟ ହାଉସ ପ୍ରବେଶକୁ ନେଇ ଆଶଙ୍କା ଦେଖା ଦେଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୪ ବର୍ଷର ଦଣ୍ଡାଦେଶ ହେବାର ସମ୍ଭାବନା ରହିଛି। ପୂର୍ବରୁ ସମାନ ଲାଞ୍ଚ ପ୍ରଦାନ ମାମଲାରେ ନ୍ୟୁୟର୍କର ଏକ ଜୁରୀ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ନେଇ ଚିନ୍ତାରେ ଅଛନ୍ତି ଟ୍ରମ୍ପ।
ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ବିଖ୍ୟାତ ଭୁଟାନରେ ମୁସଲିମ ସଂପ୍ରଦାୟ ଲୋକଙ୍କ ସଂଖ୍ୟା ମାତ୍ର ୭ ହଜାର ପାଖାପାଖି । ଭୁଟାନ ବିଶ୍ୱର ତୃତୀୟ ଦେଶ ଅଟେ ଯେଉଁଠି କୌଣସି ମସଜିଦ ନାହିଁ । ଭୁଟାନ ବ୍ୟତୀତ ମୋନାକୋ ଏବଂ ସ୍ଲୋଭାକିଆରେ ମଧ୍ୟ ଗୋଟିଏ ବି ମସଜିଦ ନାହିଁ । ଭୁଟାନରେ ଅଧିକାଂଶ ମୁସଲିମ ନିଜ ନିଜ ଘରେ ନମାଜ ପଢିଥାନ୍ତି । ସେଥିପାଇଁ ଭୁଟାନର ମୁସଲିମ ସଂପ୍ରଦାୟ ୨୦୦୮ରେ ଭାରତ ସୀମାରେ ଥିବା ଜୟଗାଁରେ ଏକ ମସଜିଦ ନିର୍ମାଣ କରିଥିଲେ ।
୭ ଜନ୍ମ ପାଇଁ ସୁରକ୍ଷା ଦେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ହାତ ଶେଷରେ ଜୀବନ ନେଇଛି। ସୁରକ୍ଷା ପାଇଁ ଧରିଥିବା ହାତ ଶେଷରେ ବଇରୀ ସାଜିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଖଟ ଭିତରେ ଶବକୁ ଲୁଚାଇ ଫେରାର ହୋଇ ଯାଇଛି ସ୍ବାମୀ। ଶବ ପଚି ଶଢି ଦୁର୍ଗନ୍ଧ ଆସିବା ପରେ ଖବର ପାଇ ପୋଲିସ ଆସି ଶବକୁ ଉଦ୍ଧାର କରିଛି।
ଶରୀରର ଅନେକ ପ୍ରକାର କାର୍ଯ୍ୟକାରିତା ମଧ୍ୟରୁ ପ୍ରତିରକ୍ଷା କାର୍ଯ୍ୟକାରିତା ନିୟନ୍ତ୍ରଣ ପାଇଁ ମଧ୍ୟ ଖାଦ୍ୟ ଓ ପୋଷକ ତତ୍ତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ହୋଇଥାଏ।
ଜାଡ଼ରେ ଥରୁଛି ସାରା ରାଜ୍ୟ । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ।
ଆମେରିକାର ସର୍ଜନ ଜେନେରାଲଙ୍କ ଅନୁଯାୟୀ, ତମାଖୁ ଏବଂ ମେଦବହୁଳତା ପରେ ମଦ୍ୟପାନ ଯୁକ୍ତରାଷ୍ଟ୍ରରେ କର୍କଟ ରୋଗର ତୃତୀୟ ପ୍ରମୁଖ କାରଣ । ଆମେରିକୀୟ ଆସୋସିଏସନ୍ ଫର କ୍ୟାନସର ରିସର୍ଚ୍ଚ ୨୦୨୪ ରିପୋର୍ଟ ଅନୁଯାୟୀ, କର୍କଟ ରୋଗର ସମସ୍ତ ପ୍ରକାର କେସ୍ରୁ ୫% କେବଳ ମଦ୍ୟପାନ ସହିତ ଜଡିତ। ମଦ୍ୟପାନ କରିବା ଦ୍ୱାରା ୭ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ରହିଛି ।
ବ୍ରେଲି ଭାଷାର ମହତ୍ତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।
ମମତା ଦିଦିଙ୍କ ପାଖରେ ମମତା ନାହିଁ । ଆଳୁ ମିଶନ ଫେଲ କାରଣରୁ ଦିଦିଙ୍କ ଦୌରାତ୍ମ୍ୟ ଆମକୁ ଏବେ ସହିବାକୁ ପଡୁଛି ।
ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆ ଯାଇଥିଲା।
କିଏ ମାରିଛି କି ଫୁଡ ବ୍ଲଗର ସୋନାଲିଙ୍କୁ .. ଆପ୍ଲିକେସନ ବଢ଼ାଇଲା ସନ୍ଦେହ । ଫୁଡ ବ୍ଲଗର ସୋନାଲିଙ୍କ ଶେଷ ଭିଡ଼ିଓ ।
ଦିନ ନୁହେଁ, କି ମାସେ ନୁହେଁ, ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ଜଣେ ସାଧୁ । କଥାଟା କାନକୁ ଅସ୍ୱାଭାବିକ ଲାଗୁଥିବା ବି ନିହାତି ସତ ।
୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା କ୍ଷେତ୍ରରେ ଆବଶ୍ୟକ ପଡ଼ିପାରେ ପିତାମାତା ବା ଅଭିଭାବକଙ୍କ ଅନୁମତି ।
ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୪ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୫ ମୀ ରାତ୍ରି ୧୦.୦୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୨୩ ଗତେ ୨ ପାଦ-କୃଷି ଓ ବଂଶହାନି -ଭୂମି ଓ ତିଳକାଞ୍ଚନ ଦାନ ।
ପୁଣି କାଳ ହେଲା ବାଣ ବିସ୍ଫୋରଣ । ଉଡିଗଲା ଘରର ଛାତ ।
ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।
ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?
ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି । ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି ।
ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି। ଡକାୟତ ବୋହିନେଲେ ୨୦ କୋଟିର ୩୦ କେଜି ସୁନା । ସୁନା ସହ ନଗଦ ୩ ଲକ୍ଷ ଟଙ୍କା ନେଇ ସଂସ୍ଥାରେ ବୁଲାଇଦେଲେ କଳାକନା ।