ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
‘ପୂର୍ବରୁ କୌଣସି ନେତାଙ୍କୁ ଆମେ ଏଭଳି ସାଧାରଣ ଜୀବନ ଯାପନ କରୁଥିବା ଦେଖିନଥିଲୁ । ଏହି ବିଧାୟକ ଆମ ସହ ବସ୍ରେ ଆସିଲେ ଆଉ ଆମ କଥା ସବୁ ଶୁଣିଲେ ।’
ବିଷାକ୍ତ ଖାଦ୍ୟ ନେଇଛି ଦୁଇ ଜୀବନ । ମଣିଷ ଖାଇବା ଯୋଗ୍ୟ ନଥିଲା ଆମ୍ବ ଟାକୁଆ ଜାଉ ।
୨୩ ଜିଲ୍ଲାରୁ ତଥ୍ୟ ଆସିନଥିବାରୁ ଆନ୍ତରିକତା ନଥିବା କହି ଘେରିଲା ବିଜେପି ।
ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ?
ପ୍ରତିଦ୍ୱନ୍ଦ୍ୱୀ EV ନିର୍ମାତା ରିଭିଆନ୍ ସେୟାରରେ ୮% ହ୍ରାସ ପାଇଛି, ଲୁସିଡ୍ ଗ୍ରୁପ୍ ୪% ହ୍ରାସ ପାଇଛି ଏବଂ ଚୀନ୍ ଭିତ୍ତିକ NIO ସଂସ୍ଥାର ସେୟାର ୫.୩% ହ୍ରାସ ପାଇଛି ।
ରକେଟ୍ ବେଗରେ ବଢୁଥିବା ସୁନା ଦରରେ ଲାଗିଲା ବ୍ରେକ୍। ଧନତେରାସ୍ ବେଳକୁ ନିଆଁ ଲାଗିଥିବା ସୁନା ବଜାରରେ ଆଶ୍ବସ୍ତି । ବାହାଘର ସିଜନ୍ ଆଗରୁ ଚମକିଲା ସୁନା ।
କୃଷ୍ଣସାର ମୃଗ...ଫୋନ୍ କଲ୍...ଧମକ...। ପ୍ରଥମେ ସଲମାନ ଖାନ, ଏବେ ଶାହରୁଖ ଖାନ୍ । ଦେଶର ବଡ଼ ସୁପରଷ୍ଟାର୍ କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ ।
RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।
UPS, OPS ଓ NPS କେଉଁଟି ଭଲ ? କେଉଁ ପେନସନ୍ ସ୍କିମ୍ ଜରିଆରେ ଆପଣ କେତେ ଟଙ୍କା ପେନସନ୍ ମିଳିବ ? ଜାଣନ୍ତୁ ଉଦାହରଣ ସହ...
ଆଇରନ୍ରେ ରୁଟି ସେକିବା, ୱାଟର ହିଟରରେ ରୋଷେଇ କରିବା, କ୍ୟାଣ୍ଡେଲ ଜାଳି ଆମଲେଟ୍ କରିବା .. ଏମିତି ଅନେକ ଉଦାହରଣ ରହିଛି । ହେଲେ ଏସବୁ ତ ଥିଲା ପୁରୁଣା କଥା । ଯାହା ଆପଣ ଜାଣିଛନ୍ତି ।
ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫେସବୁକ୍ ଏବଂ ଟିକ୍ଟକ୍ ଭଳି ପ୍ଲାଟଫର୍ମର ପ୍ରଭାବ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି ।
ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ । ଧ୍ରୁବ ଜୁରେଲଙ୍କ ୮୦ ରନ୍ ବଳରେ ଭାରତ-ଏ ମାତ୍ର ୧୬୧ ରନ୍ କରିପାରିଛି ।
ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।
ଜୀବନରୁ ମାରିଦେବାକୁ କିଙ୍ଗ୍ ଖାନ୍ ଧମକ ମିଳିଛି । ତେବେ ଏକ ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ରେ ଏକ ମାମଲା ରୁଜୁ କରାଯାଇଛି ।
ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ।
ଚଳାଉଥିଲେ ବସ୍, ହଠାତ୍ ଚାଲିଗଲା ଜୀବନ । ବସ୍ ଚଳାଉଥିବା ବେଳେ ହଠାତ୍ ହାର୍ଟ ଆଟାକ୍ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।
ଆଗକୁ ଆସୁଛି ବିବାହଋତୁ,ସେଥିପାଇଁ ସୁନା ଦୋକାନରେ ଅଧିକ ଗହଳି ଦେଖିବାକୁ ମିଳିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ।
ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ ।
ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।
କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।