/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682563786.jpg)
Today Panchang
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର, ତିଥି – ଅମାବାସ୍ୟା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୦.୩୨ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ନିଶାନ୍ତ ୦୫.୧୧ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ ୦୫.୨୦ ରୁ ୦୬.୫୮
ଦିବା ୧୦.୩୪ ରୁ ୦୧.୧୧
ଦିବା ୦୪.୪୬ ରୁ ୦୫.୩୨
ରାତ୍ରି ୦୭.୦୮ ରୁ ୦୯.୧୯
ରାତ୍ରି ୧୧.୫୨ ରୁ ୦୨.୨୬
ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା
ଅଶୁଭ ସମୟ:
ଋାହୁକାଳ – ପ୍ରାତଃ ୦୬.୫୮ ରୁ ୦୮.୩୬
କାଳବେଳା – ପ୍ରାତଃ ୦୬.୫୮ ରୁ ୦୮.୩୬
ବାରବେଳା – ଦିବା ୦୩.୦୮ ରୁ ୦୪.୪୬
କାଳରାତ୍ରି – ରାତ୍ରି ୧୦.୩୦ ରୁ ୧୧.୫୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)