• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bouncer Not Allowed
ବାର୍‌ରେ ରହିବେନି ବାଉନସର; ନିୟମ ଭାଙ୍ଗିଲେ ବାନ୍ଧିବ ପୋଲିସ

କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ ।

NESTS Recruitment
ESSE 2023: NESTS ପକ୍ଷରୁ ବିଜ୍ଞପ୍ତି, ଖାଲିପଡ଼ିଛି ୬୦୦୦ ପୋଷ୍ଟ

NESTS ପକ୍ଷରୁ EMRS ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Trade Meal
ସାବଧାନ ! ଆପଣ ଦୌଡ଼ୁଥିବା ଟ୍ରେଡ୍‌ ମିଲ୍‌ରେ କରେଣ୍ଟ ଚାର୍ଜ ହୋଇନି ତ..? ଥରେ ପରଖି ନିଅନ୍ତୁ

ମୃତକ ଯୁବକଙ୍କ ବୟସ ୨୪ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାଁ ସକ୍ଷମ ପୃଥି ବୋଲି ସୂଚନା ରହିଛି ।

Odisha sarpanch
ପ୍ରଶାସନ ଅନାଇଲାନି...ସରପଂଚ କିଣିଦେଲେ ଡଙ୍ଗା

୨ ମାସ ହେଲାଣି ଡଙ୍ଗା ନଥିଲା...ବଡ ହିନସ୍ତା ହେଉଥିଲେ ଲୋକେ...ପ୍ରଶାସନକୁ ଗୁହାରି କରିବା ପରେ ବି କେହି ଶୁଣିଲେନି । ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଲେ ସରପଂଚ, ନିଜସ୍ୱ ଟଙ୍କାରେ କିଣିଦେଲେ ଡଙ୍ଗା । ଏବେ ହୁଳହୁଳି ପକାଇ ସ୍ୱାଗତ କଲେ ଲୋକେ

Employees LayOff
ସବୁଠୁ ଭଲ କାମ କରୁଥିବା କର୍ମଚାରୀ କମ୍ପାନୀରୁ ବିଦା ହେଲେ, ଜାଣନ୍ତୁ କାରଣ..

ବାକି କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ସବୁଠୁ ଭଲ କାମ କରୁଥିବା କର୍ମଚାରୀକୁ କମ୍ପାନୀରେ ବାହାର କରି ଦିଆଯାଇଛି ।

Vande Bharat Express
ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ପରିସ୍ରା କଲେ ବୋଲି କ୍ଷତି ସହିବାକୁ ପଡ଼ିଲା ୬୦୦୦ ଟଙ୍କା..!

ସାମାନ୍ୟ ଟଏଲେଟ୍‌ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।

Indian Railways announces meals for Rs 20 and 50 for General Coach passengers; IRCTC to supply food
Indian Railway: ଆସିଲା ଖୁସି ଖବର, ଏଣିକି ଟ୍ରେନ୍‌ରେ ଶସ୍ତାରେ ମିଳିବ ଖାଦ୍ୟ

ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।  

Emergency Alert
ଆସିଲା ଅଜବ ନୋଟିଫିକେସନ୍‌ ! ଲେଖା ଅଛି ଏମର୍ଜେନ୍ସି ଆଲର୍ଟ, ଲୋକେ ଛାନିଆ

ଭାରତ ସରକାରଙ୍କ ନାଁରେ ଏଭଳି ମେସେଜ୍‌ କରି ଲୋକଙ୍କୁ ଠକିବାର ଯୋଜନା ମଧ୍ୟ ହୋଇପାରେ ।

Drown
ଅଙ୍ଗନବାଡ଼ି ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ ।

Orphan Child
ହାତ ଧରାଧରି ହୋଇ ବାପା-ମାଆ ଚାଲିଗଲେ...ଏବେ ଅନାଥ ହୋଇଗଲେ ୪ ଭାଇ-ଭଉଣୀ

ଦିନେ ଭଲରେ ଚଲୁଥିଲେ, ଭଲ ଖାଉଥିଲେ...୨ ବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲେ । ବଡ କଷ୍ଟରେ ଚଳୁଛନ୍ତି ୪ ଭାଇ-ଭଉଣୀ । ପଡୋଶୀ ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ଉପାସ।

Hirakud flood water
ଆସନ୍ତା ୨୩ରେ ଖୋଲିବ ହୀରାକୁଦ

ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ।

YouTube Monetization
କେମିତି ରୋଜଗାର ଦେବ ୟୁଟ୍ୟୁବ୍‌ ? ଜାଣିରଖନ୍ତୁ ଟିପ୍ସ...

୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍‌ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ।

 mango tree
ଆଶ୍ଚର୍ଯ୍ୟ ! ବର୍ଷକୁ ୧୨ ମାସ ଫଳୁଛି ଆମ୍ବ

ଇଏ କେମିତି ସମ୍ଭବ? ଥରେ କି ଦୁଇ ଥର ନୁହେଁ ବରଂ ବର୍ଷସାରା ବଉଳ ଆସୁଛି, ଆମ୍ବ ଫଳୁଛି । ଅବଶ୍ୟ କଞ୍ଚା ବେଳେ ଟିକିଏ ଖଟା..କିନ୍ତୁ ପାଚିଗଲେ ପୂରା ମିଠା

murder
ନାଗ ସାପ କାମୁଡ଼ାଇ ପ୍ରେମିକକୁ ମାରିଲା ପ୍ରେମିକା, ଏବେ ନୂଆ ବୟଫ୍ରେଣ୍ଡ୍‌ ସହ ନେପାଳ ଛୁ

ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍‌ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।

Shilpika Maharana
ହାତରେ ମର୍ଦ୍ଦଳ ପଡିଲେ...କେବେ ବନ୍ଦ ହୁଏନି

ପେଶା ଅଧ୍ୟାପିକ, ନିଶା ଆଉ କିଛି । ମାତ୍ର ୨୪ ବର୍ଷ ବୟସରେ ସେ ଏମିତି ମର୍ଦ୍ଦଳ ବଜାନ୍ତି ରାସ୍ତାରେ ବାଟଚଲା ଲୋକ ବି ଘଡିଏ ଚାହିଁ ରୁହନ୍ତି । ଜେଜେଙ୍କଠାରୁ ଶିକ୍ଷା ପାଇଥିଲେ...ଏବେ ସବୁଆଡୁ ସାଉଁଟୁଛନ୍ତି ପ୍ରଶଂସା।

How To Print Documents Directly From Your Android Smartphone Or Tablet
ପାଖରେ ଥିଲେ ସ୍ମାର୍ଟଫୋନ୍‌... ଡକ୍ୟୁମେଣ୍ଟ ପ୍ରିଣ୍ଟ୍‌ ପାଇଁ ନୋ ଟେନ୍‌ସନ୍‌ !

କମ୍ପ୍ୟୁଟର ହେଉ କି ଲାପ୍‌ଟପ୍‌ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।

Supreme Court
‘ସରକାର କିଛି ନକଲେ, ଆମେ କାର୍ଯ୍ୟାନୁଷ୍ଠାନ ନେବୁ’

କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।

Horse hit by moving car
Viral Video : ଚଳନ୍ତା କାର୍‌ରେ ପଶିଗଲା ଘୋଡ଼ା

ଇଏ କଣ? ରାସ୍ତାରେ ଯାଉଥିଲା କାର୍‌...ହଠାତ୍‌ ତା’ କାଚ ଭାଙ୍ଗି ପଶିଗଲା ଘୋଡ଼ା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

tragic incident
‘ମୋ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳି କରୁଥିଲା, ଅସହ୍ୟ ହେବାରୁ ଆତ୍ମହତ୍ୟା କରୁଛୁ...’

ସୁଇସାଇଡ୍‌ ନୋଟରେ ନିଜ ଦୁଃଖ କଥା ଲେଖି ଆତ୍ମହତ୍ୟା କଲେ ଦମ୍ପତି । ଋଣ ଭାରକୁ ନେଇ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ ।

Elderly man turns saviour
ନାବାଳିକା ନାତୁଣୀ ବାହାଘର ରୋକିଲେ ଅଜା; ବର ଫେରାର୍, ୨ ଦଲାଲ ଅଟକ

ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ ।

PM narendra modi first remarks on Manipur amid shocking video
'୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କୌଣସି ଅଭିଯୁକ୍ତକୁ ଛଡ଼ାଯିବନି'

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Bus Accident
ଭଦ୍ରକରେ ବସ୍‌ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର

ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାୟୀ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ।

vegetable and poultry farming
ଇଞ୍ଜିନିୟରିଂ ପାଠ ପଢି କଲେନି ଚାକିରି..ଏବେ ଚାଷ କରି ଲକ୍ଷପତି

ବିଟେକ୍‌ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍‌...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି

Orissa HC
ମିଛ ଦୁର୍ଘଟଣାରେ ବୀମା ଦାବି କରି ଫଶିଲେ, ତଦନ୍ତ କରିବ ସିବିଆଇ

ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।

Manipur Horror
ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ତା’ପରେ ଗଣଦୁଷ୍କର୍ମ...

ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।