ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।
ଦିନେ ଯେଉଁ ମାଟି ପାଇଁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିଥିଲେ, ଆଜି ସେଇଠି ହାରି ଯାଇଛନ୍ତି ଟଙ୍କଧର
ଏସଏଚ୍ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା ।
ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।
ଅଗଷ୍ଟ ୧୫ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦିନ ପ୍ରାୟ ଦୁଇ ଶତାବ୍ଦୀ ପରେ ବ୍ରିଟିଶ ଉପନିବେଶ ଶାସନରୁ ଦେଶ ମୁକ୍ତ ହେଲା, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଲ୍ଲସିତ ହେବାର ଦିନ। ଆସନ୍ତୁ ଜାଣିବା ଏହି ବର୍ଷର ଥିମ୍।
ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ହେଲାଣି ପ୍ରାଣହାନୀ । ଉତ୍ତରାଖଣ୍ଡରେ ବି ସଙ୍ଗୀନ ସ୍ଥିତି ।
ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।
ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।
ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।
୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ।
ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?
ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା ।
ଏହାର ଅଫିସିଆଲ୍ ୱେବ୍ସାଇଟ୍ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ ।
ହୋଟେଲକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । କାରଣ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିଲେ ।
ବରଗଡ ଜିଲ୍ଲା କାଦୋବାହାଲ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗତିରେ ଟ୍ରକଟି ଆସି ଛାତ୍ରୀଙ୍କ ଉପରେ ଓଲଟି ପଡିଥିଲା ।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କହିଁକି ? ଯିଏ ଏହି ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କୁ ପୁଣି ଫିଲ୍ମ ଦେଖିବାକୁ କିଏ ବାରଣ କରିବ ?
ଗେଣ୍ଡାଳିଆଙ୍କ ପସନ୍ଦର ଗାଁ ଯାଜପୁରର ସାପଗଡ଼ିଆ । ଚିଲିକା ନୁହେଁ କି ଅନ୍ୟକେଉଁ ପକ୍ଷୀ ଅଭୟାରଣ୍ୟ..ତଥାପି ଏହି ଗାଁରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ଗେଣ୍ଡାଳିଆ..
ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର ନଥିଲା ଶାରିରୀକ ସମ୍ପର୍କ।
ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍କୁ ମିଥ୍ୟା ବୋଲି କହିଛନ୍ତି ।
ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ
ଏ କିପରି ସ୍ୱାମୀ..ଯିଏ ଇର୍ଷାପରାୟଣ ହୋଇ ସ୍ତ୍ରୀକୁ ମାରିଦେଲା...ତା’ ପୁଣି ଦୁଇ ଛୁଆଙ୍କ ଆଖି ସାମ୍ନାରେ
ଇତିହାସ ବଖାଣୁଥିବା ଓ ସ୍ମୃତିକୁ ତାଜା କରୁଥିବା ଏହି ଫଟୋ ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ସମୟର । ସେତେବେଳେ ଦେଶ ପାଇଁ ସ୍ୱାଧୀନତା ଯେତିକି ଜରୁରୀ ଥିଲା ସମାଜରେ ସଚେତନତା ବି ସେତିକି ଗୁରୁତ୍ୱ ରଖୁଥିଲା ।