ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।
ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ ।
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।
ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।
ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା।
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ ।
ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ଏହି ଦିନକୁ କିପରି ସ୍ମରଣ କରିଛନ୍ତି ଆସନ୍ତୁ ଜାଣିବା।
ଯଦି ଆପଣ ଓଡ଼ିଶାରେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ ଜିଲ୍ଲା କଣ୍ଟିଲୋରେ ଥିବା ନୀଳମାଧବ ମହାବିଦ୍ୟାଳୟରେ ଅଧ୍ୟାପକ ପାଇଁ ବିଜ୍ଞପ୍ତି ବାହାରିଛି।
ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।
ବଲିଉଡ୍ର 'ଖିଲାଡି କୁମାର' ଅର୍ଥାତ୍ ଅକ୍ଷୟ କୁମାର ଏବେ ଜଣେ ଭାରତୀୟ ନାଗରିକ ହୋଇଛନ୍ତି। ତାଙ୍କୁ ଭାରତୀୟ ନାଗରିକତା ମିଳିଛି। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଲୋକମାନଙ୍କୁ ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି।
ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି। ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।
ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?
ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।
କୁହାଯାଏ ଜୀବନ ସାଥୀ ହେଉଛି ସାତ ଜନ୍ମର ସାଥୀ । ଗୋଟିଏ ଥର ବିବାହ କରିବା ପରେ ଉଭୟ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥା’ନ୍ତି । ସାରା ଜୀବନ ଏକାଠି ରହିଥା’ନ୍ତି । ହେଲେ ବର୍ତ୍ତମାନ ଏମିତି ଏକ ପରମ୍ପରା ନଜରକୁ ଆସିଛି ଯାହା ସତରେ ଆଶ୍ଚର୍ଯ୍ୟ କଲା ଭଳି ।
ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।
୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..
କିଏ ସେହି ଅତିଥି..ଯିଏ ସ୍ୱାଧୀନତା ଦିବସରେ ଉପସ୍ଥିତ ନରହି..ବାର୍ତ୍ତା ପଠାଇ ଦେଇଥିଲେ ..
ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ ।
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।