ଜଣେ ବିଚାରପତି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁଳିମାରିବା ପରେ ସେ ଜଣେ ସହକର୍ମୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ ଯେ “ମୁଁ ଆସନ୍ତାକାଲି ଏଠାରେ ରହିବି ନାହିଁ, ମୁଁ ଜେଲ୍ରେ ରହିବି।” ମଙ୍ଗଳବାର ଦିନ ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି।
ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି।
ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୃତ୍ୟୁର ଇଚ୍ଛା ସହିତ ଜଡିତ ଏକ ସମସ୍ୟାକୁ ନେଇ କଠିନ ପରିସ୍ଥିତିରେ ପଡିଛନ୍ତି। ସେ ତାଙ୍କ ପତ୍ନୀଙ୍କ ଇଛାରେ ସହମତ ହୋଇପାରୁ ନାହାନ୍ତି ଏବଂ ଏ ବିଷୟରେ ଆଲୋଚନା କଲେ କଷ୍ଟ ଅନୁଭବ କରୁଛନ୍ତି। ଆସନ୍ତୁ ଜାଣିବା ସେହି ଇଛା କ’ଣ।
ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର।
ନୀଳଗିରିରେ ନିର୍ମାଣ ନୂତନ ରେଲ୍ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍ ସେଠାରେ ପହଞ୍ଚିଥିଲେ।
ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।
ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍ରେ ମଧ୍ୟ ରହିଥିଲେ । ରିଲେସନସିପ୍ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।
ଆସନ୍ତା ୧୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।
ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…
ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।
ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।
BA କରିବା ପରେ, ଛାତ୍ରମାନଙ୍କ ପାଖରେ ଅନେକ ବିକଳ୍ପ ଅଛି ଯେଉଁଥିରେ ସେମାନେ ଆଡ୍ମିଶନ୍ ନେଇ ଏକ ଭଲ କ୍ୟାରିଅର୍ କରିପାରିବେ। ଏହି ପାଠ୍ୟକ୍ରମଗୁଡିକ ଅଧ୍ୟୟନ କରିବା ପରେ, ପିଲାମାନେ ନିଜ ଚାକିରି ବ୍ୟତୀତ ନିଜର କିଛି ବି ଆରମ୍ଭ କରିପାରିବେ।
ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।