• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Pravant Biswal
ସିସୋର ଠକେଇ: ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ

ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍‌

housing loan interest subsidy scheme
ଦୀପାବଳି ପୂର୍ବରୁ ମିଳିପାରେ ବଡ଼ ଉପହାର; ଗୃହଋଣ ନେଲେ ମିଳିବ ଭଲ ସବ୍‌ସିଡି !

କିଛି ମାସ ମଧ୍ୟରେ ଗୃହ ଋଣ ସୁଧ ଯୋଜନା (Housing loan interest subsidy scheme)କୁ କାର୍ଯ୍ୟକାରୀ କରାଯିବ । ସରକାରଙ୍କ ଦ୍ୱାରା ଆସିବାକୁ ଥିବା ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ଲାଗୁ କରାଯାଇପାରେ ।

Baby Swapping Surface
ଇଏ କି କଥା ! ପୁଅ କହିଲେ, ଝିଅ ଦେଲେ !

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି।

Deen Dayal Upadhyay Statue
ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨ ଫୁଟର ମୂର୍ତ୍ତି ତିଆରି କରିଛନ୍ତି ।

Ravichandran Ashwin
ବିଶ୍ୱକପ୍‌ ଦଳରେ ଏଣ୍ଟ୍ରି ମାରିବେ ରବିଚନ୍ଦ୍ରନ ଅଶ୍ୱିନ୍‌ !

ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ଆଶା ବଢ଼ିଛି ।

Assistant Collector
ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର ପ୍ରତିବାଦ, ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳାଙ୍କ ଆନ୍ଦୋଳନ

ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Waheeda Rehman
ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍‌କେ ପୁରସ୍କାର

ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା

Aparajita Sarangi
ଡେରାସକୁ ନେଇ ଚିଠି ପରେ ଚିଠି, ଜବରଦଖଲ ହୋଇଥିବା ଜମି ଚିହ୍ନଟ ପାଇଁ ଅପରାଜିତାଙ୍କ ଦାବି

ମୁଁ ଆପଣଙ୍କୁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ- ଅପରାଜିତା

Narendra Modi
ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକଯୁବତୀମାନେ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି। ୫୧ ହଜାର ନିଯୁକ୍ତି ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି। ଯାହା ମହିଳା ସଶକ୍ତିକରଣର ଏକ ଉଦାହରଣ ।

Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା; ୧୨ଟା ଯାଏଁ ଗୃହ ମୁଲତବି

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।

Bank Manager Missing
କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ

ବ୍ୟାଙ୍କରୁ ବାହାରି ବଡ଼ମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛକରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ୍ ସୁଇଚ୍ ଅଫ୍; ପତ୍ତା ମିଳୁନି ।

Jagannath Temple
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମ ନୀତି

ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

City Bus Service
ଖତ ଖାଉଛି ସିଟି ବସ୍‌; ଗଡ଼ିବାର ୮ ଦିନରେ ଠପ୍ ହୋଇଗଲା ସେବା

ଖତ ଖାଉଛି ସିଟି ବସ୍ । କେଉଁ ବସ୍ ଉପରେ ଲତା ମାଡିଗଲାଣି ତ ଆଉ କେଉଁ ବସ୍ କାଚ ଭାଙ୍ଗିଯାଇଛି । ଧାଡି ଧାଡି ହୋଇ ରହିଥିବା ସିଟ୍ ବସ୍‌ ଗୁଡିକ ଭାଙ୍ଗିରୁଜି ଗଲାଣି ।

Kuakhai River
ମୁଣ୍ତ ନେଉଛି କୁଆଖାଇ; ପାର୍ବଣ ଋତୁରେ ୨୭ ଜଣଙ୍କ ମୃତ୍ୟୁ

ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି ।

Panchang today
Panchang today 26 September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଜାଣନ୍ତୁ କେଉଁ ସମୟରେ କରିବେ ଶୁଭ କାର୍ଯ୍ୟ

Husband Wife Death
ସ୍ୱାମୀ ପରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ ।

School Boy Death
ଇଂଲିଶ ମିଡିୟମ ଛାତ୍ରକୁ ପଥରରେ ଛେଚି ହତ୍ୟା

ରାଉରକେଲାରେ ନାବାଳକ ଛାତ୍ରକୁ ପଥରରେ ଛେଚି ହତ୍ୟା କରାଯାଇଛି ।

Pratap Jena
ମାହାଙ୍ଗା ଡବଲ୍‌ ମର୍ଡର: ପ୍ରତାପ କହିଲେ, ’ମୋ ଠୁ ହାରିଥିବା ପ୍ରାର୍ଥୀ ଫସାଇବାକୁ ଉଦ୍ୟମ କରୁଛନ୍ତି’

ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି ।

Dog Threat
ପୋଲିସକୁ ଘାରିଛି କୁକୁର ଭୟ, ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ୁଛି

ରେଡ୍ ସମୟରେ ଏବେ ଖୋଦ୍ ପୋଲିସକୁ ଘାରିଛି କୁକୁର ଭୟ । ଖାକି ପୋଷାକ ଦେଖିଲେ ଗୋଡାଇ ଗୋଡାଇ କାମୁଡ଼ି ପକାଉଛି କୁକୁର । ପୋଲିସଙ୍କୁ କାମୁଡ଼ିବାକୁ କୁକୁରଙ୍କୁ ଏମିତି ଟ୍ରେନିଂ ଦେଇଛନ୍ତି ମାଲିକ ।

Pakistan
ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବ ପାକ୍ କ୍ରିକେଟ ଟିମ୍

ବାସ୍ତବରେ ଭିସା ପାଇବାରେ ବିଳମ୍ବ ହେତୁ ପାକିସ୍ତାନ କ୍ରିକେଟ ବୋର୍ଡ ‍ଆଇସିସି ପାଖରେ ଅଭିଯୋଗ କରିଥିଲା। ଭିସା ବିଳମ୍ବ ହେତୁ ପାକିସ୍ତାନ ଦଳର ଅଭ୍ୟାସ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଇସିସି ନିକଟରେ ଅଭିଯୋଗ କରିଥିଲା ପିସିବି

Bhubaneswar Khati
ଆକ୍ସନ ମୋଡ୍‌ରେ ପୋଲିସ ! ରାଜଧାନୀର ଖଟି ମନା, ସନ୍ଧ୍ୟାରେ ଗଳି କନ୍ଦିରେ ବି କରିପାରିବେନି ଗହଳି

ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।

CM Naveen Patnaik
ଗୃହରେ 5T ସଚିବ ଝଡ଼ ! ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ମୁହଁ ଖୋଲିଲେ ନବୀନ...

ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ ।

Politics
ମୋଦିଙ୍କୁ ନବୀନଙ୍କ ପ୍ରଶଂସା ! ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି...

ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ ।

Snake Lady
ସ୍ନେକ୍ ଲେଡି ରିୟା ! ଖଣ୍ଡେ ବାଡ଼ିରେ ବିଷଧର ସାପଙ୍କୁ ନିର୍ଭୟରେ କରୁଛନ୍ତି କାବୁ

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

Pratap Jena
ବଢ଼ିଲା ଅଡ଼ୁଆ ! ଡବଲ୍ ମର୍ଡର ମାମଲାରୁ ଖସିପାରିବେନି ପ୍ରତାପ, କଲ ଡିଟେଲ୍ସ ଧରାଇଦେବ କି ସତ ?

ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ।