• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Family performs witchcraft on son’s body at home despite declared dead by doctors in Rairakhol
ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ପୁଅ ଜୀବନ ଫେରିବାକୁ ଦୁଇ ଦିନ ଘରେ ଶବ ରଖିଲା ପରିବାର

ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।

SBI former officer Rajnesh Kumar
SBI ଚାକିରି କାଳରେ ଯେତିକି ରୋଜଗାର କରିନଥିଲେ, ଏବେ ତା'ର ୩ ଗୁଣା ରୋଜଗାର କରୁଛନ୍ତି ରଜନୀଶ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ରଜନୀଶ କୁମାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି । କାରଣ ଚେୟାରମ୍ୟାନ ଭାବରେ ସେ କେତେ ଦରମା ପାଆନ୍ତି ତାହାକୁ ପ୍ରକାଶ କରିଥିଲେ । ଆଉ ଏବେ ପୁଣି ଥରେ ସେ ଚର୍ଚ୍ଚାରେ । କାରଣ ବ୍ୟାଙ୍କରୁ ଅବସର ନେବା ପରେ ବି ସେ ଘରେ ବସିନାହାନ୍ତି ବରଂ କାମ କରୁଛନ୍ତି।

OSSSC announces fresh Group C vacancies for over 400 posts
OSSSC Recruitment: ଓଡ଼ିଶାରେ ସରକାରୀ ଚାକିରି ପାଇଁ ଚାଲିଛି ଆବେଦନ; ଦରମା ୮୦ ହଜାର ପରେ

OSSSC ନୂତନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନ ତଥା ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ହେବ। ଜିଲ୍ଲା କ୍ୟାଡର ଗ୍ରୁପ୍ ସି ପଦବୀରେ ୪୦୦ ଉପରେ ରେଡିଓଗ୍ରାଫରଙ୍କ ନିଯୁକ୍ତି ହେବ।

Anganwadi workers stage protest
ଗର୍ଜିଲେ ଅଙ୍ଗନୱାଡି କର୍ମୀ; ୧୦ ଦଫା ଦାବିରେ ଘେରିଲେ ବିଧାନସଭା

ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି ।

Odisha Assembly
ଭୋଟ୍ ଲୋଭରେ ଭଣ୍ଡାର ଖୋଲା ! ଆଗତ ହେଲା ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍

ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

Inspiration
ପାଠ ପଢାଇବାକୁ କଲମ ଧରିବା ଜରୁରୀ କିଏ କହିଲା ?

ଦେବବ୍ରତ ବାବୁଙ୍କୁ ନିଜ ବିଷୟରେ କିଛି ପଚାରିଲେ ସେ କିଛି କୁହନ୍ତି ନାହିଁ।  ପାଖାପାଖି ଅଭଏଡ୍ କରନ୍ତି। କେବଳ ଏତିକି କୁହନ୍ତି, ମୋ ପରିଚୟ ଜାଣି କ’ଣ କରିବେ, ମୋ ଠୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। 

Sukanya Samriddhi Yojana
ଝିଅଙ୍କ ପାଇଁ ଯୋଜନା; ରଖିବେ ୪୧୬ ଟଙ୍କା, ପାଇବେ ୬୪ ଲକ୍ଷ

ଏହି ଯୋଜନାରେ ଅର୍ଥ ବିନିଯୋଗର ସଠିକ୍‌ ସମୟ ରହିଛି । ଯେଇଁ ସମୟରେ ଆପଣ ଟଙ୍କା ବିନିଯୋଗ କଲେ ଉପକୃତ ହୋଇପାରିବେ । ଆପଣଙ୍କ କନ୍ୟା ସନ୍ତାନ ଜନ୍ମ ନେବା ମାତ୍ରେ ଏହି ଯୋଜନାରେ ଖାତା ଖୋଲିବା ହେଉଛି ସଠିକ୍‌ ସମୟ ।

Why is construction work stop in half; Know cause and solution
Vastu Tips: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ବେଳେ ବେଳେ ଏମିତି ହୁଏ ପାଖରେ ପର୍ଯ୍ୟାପ୍ତ ଧନ ଥିବ ଆଉ ଭୂମି ଉପରେ ଘର ମଧ୍ୟ ନିର୍ମାଣ ହେଉଥିବ। କିନ୍ତୁ ଘର କାମ ଅଧାରେ ଏମିତି ଅସୁବିଧା ଦେଖାଯାଏ ଯେ ନିର୍ମାଣ କାମକୁ ଅଧାରେ ରଖିବାକୁ ପଡେ। ତେବେ ଏହା ପରେ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଆସନ୍ତୁ ଜାଣିନେବା।

Additional Budget
ମେଟ୍ରୋ ପାଇଁ ଆସିଲା ୨୧୦ କୋଟିର ବଜେଟ, ଏପଟେ ମୁଣ୍ଡ ପିଛା ଋଣ ୧୯ ହଜାର

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି ।

NDA-JDS
ବଢ଼ିଲା NDA ଶକ୍ତି, ହାତ ମିଶାଇଲା JDS

ଜେଡିଏସ୍ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା।

Canada singer rapper shubh cancellation of his india tour
ଭାରତ-କାନାଡା ବିବାଦ ଭିତରେ ଏମିତି କହିଲେ କାନାଡାର ପ୍ରସିଦ୍ଧ ଗାୟକ-ରାପର; ଆଖି ଛଳ ଛଳ ହୋଇଯିବ

ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜ୍ଜରର ହତ୍ୟା ମାମଲାକୁ ନେଇ ଆଜିକାଲି ଭାରତ ଏବଂ କାନାଡା ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ଏହାରି ଭିତରେ କାନାଡାର ପ୍ରସିଦ୍ଧ ଗାୟକ-ରାପର ଶୁଭନୀତ ସିଂହ ଉର୍ଫ ଶୁଭ ଭାରତକୁ ନେଇ ଯେଉଁ ମତ ଦେଇଛନ୍ତି ଜାଣିଲେ ଆଖି ଛଳ ଛଳ ହୋଇଯିବ।

Ganesh Puja
ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩ କୋଟିର ଗଣେଶ ପେଣ୍ଡାଲ : ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼

ବେଙ୍ଗାଲୁରୁ ସହରରରେ ଗଣେଶ ପୂଜାକୁ ଏଥର ବେଶ୍‌ ଆକର୍ଷଣୀୟ ଢଙ୍ଗରେ କରାଯ।ଉଛି । ସହରର ଏକ ପୂଜା କମିଟି କେବଳ ନୋଟ୍‌ ଓ କଏନରେ ମେଢ଼ ସଜାଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

Student Cycling 4000 KM
ସ୍ୱପ୍ନର ବିଶ୍ୱବିଦ୍ୟାଳୟ ପାଇଁ ୪ ହଜାର କିଲୋମିଟର ସାଇକେଲରେ ଗଲେ ଛାତ୍ର

ମାମାଦୁଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଛି । ବୁରକା ଫାସୋ ଏବଂ ଟୁଗୋରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା ।

Arindam Das Scholarship
ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦାନ କରାଗଲା ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍

ସମ୍ବଲପୁର ୟୁନିଭର୍ସିଟର ଇନିଷ୍ଟିଚ୍ୟୁଟ୍ ଅଫ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି ।

parineeti chopra and raghav chadha mehendi ceremony today
ପରିଣୀତି ଏବଂ ରାଘବଙ୍କ ବିବାହ ପ୍ରସ୍ତୁତି; ଆଜି ମେହେନ୍ଦି

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍‌ଧାମ୍‌ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।

IMD DG
ଓଡ଼ିଶାରେ ବାତ୍ୟା ସୂଚନା ନାହିଁ କହିଲେ IMD DG

ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା IMD ଜାରି କରି ନାହିଁ । ତାସହ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

Road Problem
ଗାଁକୁ ଭଲ ରାସ୍ତା ନାହିଁ..,ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ ।

Asian Games
ଏସିଆନ୍‌ ଗେମ୍‌ସ: ୪୦ ବର୍ଗରେ ୪୮୧ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ଫାଇଟ୍

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି।

Canada PM
ପୁଣି ନିଜ ବୟାନ ଦୋହରାଇଲେ କାନାଡ଼ା PM ଜଷ୍ଟିନ୍‌ ଟ୍ରୁଡୋ

ହତ୍ୟା ପଛରେ ଭାରତର ହାତ ଥିବା କଥା ଦୋହରାଇଲେ ଟ୍ରୁଡୋ । ନ୍ୟୁୟର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ।

India - Australia
ଭାରତ-ଅଷ୍ଟ୍ରେଲି‍ଆ ପ୍ରଥମ ଦିନିକିଆ, ଖେଳିବେନି ବିରାଟ-ରୋହିତ

ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବାର ଲକ୍ଷ ରଖିଛି ।

Chandrayaan-3: ISRO awaits Vikram lander and Pragyan rover revival after two weeks of sleep mode
ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ: ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ?

ଚେଇଁବେ କି ପ୍ରଜ୍ଞାନ ଓ ବିକ୍ରମ ? ନା ଶୋଇଯିବେ ଚିରନିଦ୍ରାରେ ? ଚନ୍ଦ୍ରୟାନ-୩ ପାଇଁ ଆଜି ସବୁଠୁ ବଡ଼ ଦିନ।

Today Panchang,
Today Panchang 22nd September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Pramila Mallik First Woman Speaker Of Odisha Assembly
ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି, ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Members of Mo Dal stage demonstration in front of Odisha Assembly
‘ଯଦି ସଚିବ ସବୁ କରିବେ, ତା’ହେଲେ ବିଧାନସଭା କାହିଁକି ଚାଲିବ ?’

ରାଜ୍ୟରେ ଶାସନ ବ୍ୟବସ୍ଥାକୁ ବିରୋଧ କରି ‘ମୋ ଦଳ’ ବିଧାନସଭା ଘେରାଉ କରିଛି। ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।