• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୮.୨୭ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୫ ଗତେ ୧୩ ଶୀ । ଘାତ ଚନ୍ଦ୍ର- ସିଂହ ରାଶିର ରାତ୍ରି ୦୮.୨୭ ଗତେ ମିଥୁନ ଓ ମୀନ । ଘାତ ବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ କୃଷି ଓ ପଶୁ ହାନୀ-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୫ ଗତେ ୧ ପାଦ କୃଷିହାନୀ-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୫.୩୯ରୁ ୦୬.୨୭

ଦିବା- ୦୮.୩୮ରୁ ୧୧.୧୪

ସନ୍ଧ୍ୟା- ୦୫.୩୬ରୁ ୦୭.୦୬

ରାତ୍ରି -୦୮.୩୭ରୁ ୦୮.୪୯

ରାତ୍ରି- ୦୯.୩୭ରୁ ୧୨.୦୨

ରାତ୍ରି- ୦୧.୩୮ରୁ ୦୩.୧୫

ରାତ୍ରି- ୦୪.୦୩ରୁ ୦୫.୪୦

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ଅଶୁଭ ସମୟ

ରାହୁକାଳ- ଦିବା ୦୨.୩୭ରୁ ୦୪.୦୬

କାଳ ବେଳା- ଦିବା ୦୧.୦୭ରୁ ୦୨.୩୭

ବାର ବେଳା- ପ୍ରାତଃ ୦୭.୦୯ରୁ ୦୮.୩୮

କାଳରାତ୍ରି- ସନ୍ଧ୍ୟା ୦୭.୦୬ରୁ ୦୮.୩୭