ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।
ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।
କ୍ରିକେଟ ପାକିସ୍ତାନର ରିପୋର୍ଟ ଅନୁସାରେ, ଗତ ଚାରି ମାସ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ ନା ମ୍ୟାଚ୍ ଫି’ ଦେଇଛି ନା ମାସିକ ଦରମା ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କ ଆଗରେ ଆର୍ଥିକ ସମସ୍ୟା ଉପୁଜିଛି ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟୋ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲା। ଏହା ସହ ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।
କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।
ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ।
ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।
କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଫାର୍ମରେ ପଶି ୧୪ କୁକୁଡ଼ା ମାରିବା ସହ ୧୦ଟି କୁକୁଡ଼ା ଅଜଗର ଗିଳି ଦେଇଥିବା ଅନୁମାନ କରାଯାଉଛି।
ଭିଡିଓଟି ମୁମ୍ବାଇ । ମୁମ୍ବାଇର ଏକ ଶୂନଶାନ ରାସ୍ତାରେ ଜଣେ ବାପା ତାଙ୍କ ୫ ମାସର ଶିଶୁକୁ ଧରି ଗାଡ଼ିକୁ ଅପେକ୍ଷା କରିବା ସମୟରେ ସାହାଯ୍ୟ କରିଛନ୍ତି ପୋଲିସ ଅଧିକାରୀ ଜଣକ।
ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଛି।
‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’ ବୋଲି ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତିରେ କହିଛନ୍ତି।
ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍ ଷ୍ଟାର ଗୋବିନ୍ଦା ।
ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ ।
ସିଏମ୍ଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ।’
ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମ୍ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା ।
ଚମ୍ପୁଆ ବ୍ଲକ RWSS କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସରକାରୀ ବାସଭବନରୁ ସେ କେଉଁଆଡ଼େ ଚାଲି ଯାଇଥିଲେ।
ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଟେନିସ୍ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରବଜନ ସିଂ, ଆପ୍ ନେତା ସଞ୍ଜୟ ସିଂ, ଶିବସେନା ନେତା ଆଦିତ୍ୟ ଠାକରେ, ଡିଜାଇନର୍ ମନୀଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଛନ୍ତି । ମେ ୧୩ ତାରିଖରେ ଦିଲ୍ଲୀରେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା ।
ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ ।
ଲୋକେ ଆମ୍ବୁଲାନସକୁ ଡାକିଥିଲେ । କିନ୍ତୁ ରାସ୍ତା ନାହିଁ, ଆମ୍ବୁଲାନସ ଆସିବ କେମିତି । ମଝିରେ ରହିଛି ଭରା ନଈ । ଖଟିଆ ଆମ୍ବୁଲାନ୍ସ ହିଁ ଭରସା । ଗାଁ ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଭାର କରି ସେଇ ମହିଳାଙ୍କୁ ଘରୁ ଆଣିଥିଲେ ।
ଅଧିକାଂଶ ଘରେ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟରେ ବାଦାମ ତେଲ ବ୍ୟବହାର କରାଯାଇପାରିବ। ଏହି ତେଲରୁ ପ୍ରସ୍ତୁତ ଡିସ୍ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଏବଂ ପେଟରେ ଜମା ହୋଇଥିବା ଚର୍ବି ମଧ୍ୟ ସହଜରେ କମିଯାଏ।