ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ରବିବାର ।
ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ୨୦ ମିନିଟ୍ ଭିତରେ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଛି।
ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡ଼ି। ଆଜି ସକାଳୁ ସକାଳୁ ଅନୁଗୁଳ ଓ ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପ୍ରତିବର୍ଷ ୮ ଅକ୍ଟୋବରରେ ଦେଶ ଖୁବ ଧୂମଧାମରେ ପାଳନ କରେ ‘ଭାରତୀୟ ବାୟୁସେନା ଦିବସ’। ଏହି ଅବସରରେ ଆସନ୍ତୁ ଭାରତୀୟ ବାୟୁସେନା ସହିତ ଜଡିତ କିଛି ମଜାଦାର ତଥ୍ୟ ଉପରେ ନଜର ପକେଇ ନେବା
ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି
ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରଥମ ଥର ୧୦୦ ପାର୍ ହେଲା ପଦକ ତାଲିକା । ଐତିହାସିକ ସଫଳତା ଆଣିଲେ ଭାରତୀୟ ଆଥଲେଟ୍ ହାଙ୍ଗଝୌ ଏସୀୟ କ୍ରୀଡାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ ।
ବଢି ବଢି ଚାଲିଛି ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ଆଉ ପ୍ରତାରଣା ବିବାଦ । ଆଜି କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚି ଅନ୍ୟ ଜଣେ ଯୁବତୀଙ୍କୁ ବିଜୟଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ପୂର୍ବତନ ପ୍ରେମିକା ସୋମାଲିକା ଦାସ । ପୂର୍ବରୁ ତାଙ୍କ ସହ ବିବାହ ପାଇଁ ଆବେଦନ କରିଥିବା ବିଧାୟକ ଆଉ କେତେ ଥର, କାହା ସହ ବିବାହ ପାଇଁ ଆବେଦନ କରିବେ ବୋଲି କହି ଏହାକୁ ବାତିଲ ପାଇଁ ଆବେଦନ କରିଛନ୍ତି ।
ମହାନତା ଦେଖାଇଲେ BJP ବିଧାୟିକା କୁସୁମ ଟେଟେ । ବସ୍ତ୍ର ଦେଇ ଉଲଗ୍ନ ଦୁଇ ଅଜଣା ମହିଳାଙ୍କ ବଞ୍ଚାଇଲେ ଇଜ୍ଜତ।
ଯାହାକୁ ଦିନେ ଘରୁ ସାଙ୍ଗରେ ଆଣି ଦେଶ ସେବା ପାଇଁ ପଠାଇଥିଲେ, ଆଜି ତାରି ମରଶରୀରକୁ ପୁଣି ଘରକୁ ଫେରାଇ ନେବାକୁ ଆସିଛନ୍ତି ଯେତେବେଳେ, ଛାତିର କୋହ ଓ ଆଖିର ଲୁହକୁ କେମିତି ବା ଚାପି ରଖିପାରନ୍ତେ ସହିଦ ସରୋଜଙ୍କ ବଡ଼ଭାଇ ମନୋଜ ଦାଶ ।
ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ସାଉଥ ଆଫ୍ରିକା ବିଶ୍ୱ ରେକର୍ଡ କରିଛି ।
ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ।
ଜାନୁଆରୀ ୧ରେ ମେଟ୍ରୋ ରେଲ୍ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମହାଦେବ ଅନ୍ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ଛନ୍ଦି ହେଲେଣି ଅନେକ ତାରକା। ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଉଛି।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ମଧ୍ୟ ଭାରତ ଲାଗି ସ୍ୱର୍ଣ୍ଣ ପଦକ ଆଣିଛନ୍ତି ସ୍ୱାସ୍ଥିକ୍ ସାଇରାଜ୍ ଏବଂ ଚିରାଗ ସେଟ୍ଟୀ ଯୋଡ଼ି । ଫାଇନାଲରେ ଦକ୍ଷିଣ କୋରିଆ ଯୋଡ଼ି ଚୋୟି ସୋଲଗାୟୁ ଓ କିମ୍ ଓନୋଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଭାରତୀୟ ଯୋଡ଼ି ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।
ଆକ୍ସନ୍ ଥ୍ରୀଲର 'ଲିଓ' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାକୁ ନେଇ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହିନ୍ଦୀ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇପାରେ।
ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି
ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି।
ଟ୍ରଲିରେ ବୁହା ହେଲା ଶବ। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।
ସିକ୍କିମ୍ ବନ୍ୟାରେ ସହିଦ ସରୋଜ ଦାସଙ୍କ ମରଶରୀର ପହଞ୍ଚିଲା
ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି।
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।
ବିଜୟଙ୍କ ବୟସକୁ ନେଇ କଟାକ୍ଷ କଲେ ପ୍ରେମିକା ସୋମାଲିକା...