ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା।
ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।
ଇଂଲଣ୍ଡ୍ର ଆଗାମୀ ପିଢ଼ି ଆଉ ସିଗାରେଟ୍ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ ।
ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି।
ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଥିବେ ସେମାନେ ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ BELର ଅଫିସିଆଲ୍ ୱେବସାଇଟ୍ bel-india.in ମାଧ୍ୟମରେ ଆବେଦନ କରିପାରିବେ ।
‘ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା । ପଦବୀ, ପାୱାର ପାଇଁ ହିଁ ବିଜୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି’ ।
ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
World cupରେ ସମସ୍ତ ଦଳଙ୍କୁ ସ୍ୱାଗତ କରିବାକୁ ଏପରି ଏକ ନୂତନ ପ୍ରୟାସ କରିଛନ୍ତି କେ. ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି ପ୍ରୟାସକୁ କ୍ରିକେଟ୍ ପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି ।
ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା ।
ସିକ୍କିମରେ ଭୟଙ୍କର ବନ୍ୟା। ଦୁଇ ଦିନ ପୂର୍ବେ ଭାସି ଯାଇଥିବା ସେନାର କିଛି ଟ୍ରକ୍ର ଦୃଶ୍ୟ। ବଡ଼ ବଡ଼ ଓ ବିଶାଳ ଟ୍ରକ୍ ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି।
ସୋମାଲିକାଙ୍କ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।
ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ ।
ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାସ୍ତୁତୃଟି ରହିଲେ ଗୃହବାସୀଙ୍କ ପାଇଁ ସମସ୍ୟା ଆସିଥାଏ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ କେତେକ ଗୃହରେ ବାସ୍ତୁତୃଟି ଥାଇ ମଧ୍ୟ ଗୃହର ଅଧିବାସୀ ସୁଖ ଓ ଶାନ୍ତିରେ ରୁହନ୍ତି। ଏହା ପଛର କାରଣ କ’ଣ ?
ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ ।
କଟକରେ ପହଞ୍ଚିବା ବେଳକୁ ପାରାଦୀପ ବସ ଚାଲିଯାଇଥିଲା । ପ୍ରାୟ ରାତି ୮ଟା ବେଳେ ବାଇକରେ ଦୁଇ ଜଣ ଯୁବକ ତାପସଙ୍କୁ ଲିଫ୍ଟ ଯାଚିଥିଲେ ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର ।
ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।
କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।
ସୁସ୍ମିତା ଓ ଅଲିଶାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଧୀରେ ଧୀରେ ସରଗରମ ହେବାରେ ଲାଗିଲାଣି । ବିରୋଧୀମାନେ ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଶହ ଶହ ଆଦିବାସୀମାନେ ମଧ୍ୟ ପୂର୍ବରୁ ରାଉରକେଲା ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ କରିସାରିଛନ୍ତି ।