• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ରବିବାର । ଚନ୍ଦ୍ର –କର୍କଟ ଅହୋରାତ୍ର ।ତିଥି- ୯ମୀ ଦିବା ୧୦.୧୩ ଗତେ ୧୦ମୀ । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ମେଷ । ପୁଷ୍କର ଦୋଷ-୧ ପାଦ-କୃଷିହାନି-ଭୂମିଦାନ ।

 

ଶୁଭ ସମୟ

ପ୍ରାତଃ- ୦୬.୨୯ ରୁ ୦୮.୫୦

ଦିବା- ୦୧.୦୨ ରୁ ୦୩.୦୫

ଦିବା- ୦୩.୫୨ ରୁ ୦୩.୫୭

ରାତ୍ରି- ୦୭.୫୩ ରୁ ୦୯.୩୧

ରାତ୍ରି- ୧୧.୫୮ ରୁ ୦୧.୦୬

ରାତ୍ରି-୦୨.୩୮ ରୁ ୦୫.୪୨

 

ଅଶୁଭ ସମୟ

ରାହୁକାଳ - ଦିବା ୦୩.୫୭ ରୁ ୦୫.୨୫

କାଳ ବେଳା - ଦିବା ୧୧.୩୪ ରୁ ୦୧.୦୨

ବାର ବେଳା- ଦିବା ୧୦.୦୬ ରୁ ୧୧.୩୪

କାଳରାତ୍ରି –ରାତ୍ରି ୦୧.୦୬ ରୁ ୦୨.୩୮