ଦିଆଯାଇଥିବା ସୂଚନା ଅନୁସାରେ ନିବେଶ ଅବଧି ମଧ୍ୟରେ NPS ଗ୍ରାହକମାନେ କେବଳ ତିନିଥର ପ୍ରତ୍ୟାହାର କରିପାରିବେ । ଯଦି ଆଂଶିକ ପ୍ରତ୍ୟାହାର କରୁଛନ୍ତି, NPSଧାରୀମାନେ ଏଥିରେ ଅତି କମରେ ତିନି ବର୍ଷ ପାଇଁ ବିନିଯୋଗ ହେବା ଉଚିତ୍ ।
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।
ବିଦ୍ୟୁତ୍ କାଟ୍ ସମୟରେ ବିଦ୍ୟୁତ୍ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ ।
ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ
ସରକାର ପ୍ରତ୍ୟେକ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି l ତେଣୁ ଏହି କାମ କରିବାକୁ ପଞ୍ଚାୟତର ୩ଟି ଜାଗାରେ ଫଳକ ମରାଯାଇଥିଲା l
ବ୍ୟାପକ ଅନିୟମିତତା ଅଭିଯୋଗ କଲେ ଅଶାୟୀ । କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ ।
ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର । ନଦୀର ଡଲଫିନ୍ ପୋଖରୀରେ ଛାଡ଼ିଲେ ।
ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି ।
ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।
ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍ଟି ବିସ୍ଫୋରଣ ହୋଇଥିଲା ।
ଜିମକୁ ଆସୁଥିବା ଲୋକଙ୍କ ନିକଟରୁ ଚୋରି । ଆଉ ସେହି ଚୋରି ପଇସାରେ ବଞ୍ଚୁଥିଲେ ଲକଜୁରିୟସ ଲାଇଫ୍ । ପ୍ରେମୀ ଯୁଗଳ, ଜିମ ଲକରରୁ ଚୋରି କରି ଲକଜୁରୀ ଲାଇଫ ବଞ୍ଚୁଥିଲେ ।
ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।
୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।
ସେ ଘର ହେଉ କିମ୍ବା ରାଷ୍ଟ୍ର .. ପ୍ରତ୍ୟେକ କ୍ଷେତ୍ରରେ ସୁନା ଏକ ଆସେଟ୍ ଭଳି କାର୍ଯ୍ୟ କରିଥାଏ । ରାଷ୍ଟ୍ରର ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବାରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି ।
ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।
ଦୁର୍ବୃତ୍ତମାନେ ଏମିତି ଆତଙ୍କରାଜ କରିଥିଲେ ଯେ, ପରିବାର ଲୋକେ ଘରୁ ବାହାରିବାକୁ ଭୟ କରିଥିଲେ।
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।
ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।
ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା ।
ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି।
ଇରାନ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଶୋଧ ନେଇଛି ପାକିସ୍ତାନ। ଇରାନରେ ଥିବା ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ସୂଚନା ମିଳିଛି।