/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705554906.jpg)
Bodies of twin babies found inside well
କୂଅରେ ପଡ଼ିଛି ଯାଆଁଳା ଶିଶୁଙ୍କ ମୃତଦେହ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ। ନିଜ ଘର ପଛପଟ କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ବନ୍ତଳା ଥାନା ବସଲା ଗାଁ ମୁଣ୍ଡାଢିପ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯାଆଁଳା ଶିଶୁଙ୍କ ବୟସ ୩/୪ ମାସ ହେବ। ତେବେ ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ବୋଲି ସୂଚନା ମିଳିଛି।
Advertisment
ତେବେ ଏହି ଦୁଇ ଶିଶୁଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ୨ ଶିଶୁଙ୍କୁ ଆଣି ଫିଙ୍ଗିଦିଆଯାଇଥିଲା ଏହି କୂଅରେ ? ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)