ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ସେମିତି ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।
ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।
ନିଷ୍ଠୁରତା ଓ ନିର୍ଦ୍ଦୟତାର ଶେଷସୀମା ଟପିଲା ମଣିଷ । ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହ ବୟାନ କରୁଛି କେତେ ନିଷ୍ଠୁର ହୋଇପାରେ ଜଣେ ମଣିଷ ।
ଆପଣ ସମସ୍ତେ ନିଶ୍ଚିତ ଭାବରେ ମା’ ସରସ୍ୱତୀଙ୍କ ହାତରେ ବୀଣା ଦେଖିଥିବେ। ଏପରି ପରିସ୍ଥିତିରେ, ସମସ୍ତଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ ଉଠିଥିବ ଯେ ମା’ ସରସ୍ୱତୀ କାହିଁକି ବୀଣାକୁ ତାଙ୍କ ହାତରେ ଧାରଣ କଲେ ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଏବେ ଆଇଆଇଟି(IIT)ରେ ପଢିବାର ସ୍ୱପ୍ନ ପୂରଣ ହେବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT Madras) ଏହି ସୁଯୋଗ ନେଇଆସିଛି। କେତେକ ପଦବୀରେ ନିଯୁକ୍ତି କରିବା ନେଇ IIT Madras ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।
ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ।
Online Trading Scam: ବର୍ତ୍ତମାନ ସମୟରେ ଚାରିଆଡ଼େ ଠକଙ୍କର ଆଡା ମେଲିଛି । ବିଭିନ୍ନ ଉପାୟରେ କରୁଛନ୍ତି ଠକେଇ । ତେବେ ଅନ୍ଲାଇନ୍ ଟ୍ରେଡିଂ ସ୍କାମ କଣ ? କେମିତି ରହିବେ ଦୂରେଇ ? ଜାଣନ୍ତୁ...
କପିଲ ଶର୍ମା ଶୋ’ ପୁଣି ଥରେ ଦର୍ଶକଙ୍କୁ ହସେଇବାକୁ ପ୍ରସ୍ତୁତ। ଏଥର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସହକର୍ମୀଙ୍କ ସହ ଟିଭିରେ ନୁହେଁ ବରଂ OTT ରେ ପାଦ ଦେବାକୁ ଯାଉଛନ୍ତି। କପିଲ ଶର୍ମା ଏବଂ କୃଷ୍ଣା ଅଭିଷେକଙ୍କ ସହ କପିଲଙ୍କ ପୁରୁଣା ସାଥୀ ସୁନୀଲ ଗ୍ରୋଭର ମଧ୍ୟ କପିଲ ଶର୍ମା ଶୋ’ର ଡିଜିଟାଲ ସଂସ୍କରଣରେ ଦେଖିବାକୁ ମିଳିବେ।
ଚଳିତ ମାସ ଶେଷରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ତାସହ ଆସନ୍ତାକାଲି ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ।
ଦିନରେ ସାମ୍ବାଦିକ ହୋଇ ଖବର ବାଣ୍ଟୁଥିଲେ, ରାତିରେ ଆତଙ୍କବାଦୀ ହୋଇ ଜୀବନ ନେଉଥିଲେ । ପେଶାରେ ଥିଲେ ସାମ୍ୱାଦିକ । ନିଶା କିନ୍ତୁ ଥିଲା ମଣିଷ ମାରିବା ।
ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍ବୁକ୍ ପରି ଆପ୍ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।
ମାଘ ମାସର ଶୁକ୍ଳ ପକ୍ଷର ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟି ପଛରେ ରହିଛି ଅନେକ କାହାଣୀ। ଆସନ୍ତୁ ଜାଣିବା।
ଫିଲ୍ମରେ ରଜନୀକାନ୍ତ ଥିବେ ଆଉ ସେ ଫିଲ୍ମ ଚାଲିବ ନାହିଁ, ଏହା ପ୍ରାୟ ଦେଖାଯାଏ ନାହିଁ। ଲୋକଙ୍କ ମନରେ ଥିବା ଏହି ଭାବନା ଏବେ କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଆଉ ବୋଧେ କାମ ଦେଉନି ତାଙ୍କ ଅଭିନୟର ଜାଦୁ। କାରଣ ଏହି ଫିଲ୍ମ ରିଲିଜ୍ ହେବାର ୩ ଦିନ ହୋଇଯାଇଥିଲେ ବି ଛୁଇଁଲା ନାହିଁ ୧୦ କୋଟି ଟଙ୍କା।
ବସ୍ର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।
ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ।
ଦେବୀ ସରସ୍ୱତୀଙ୍କୁ ନେଇ ଅନେକ ସମୟରେ ମନରେ ଅନେକ ପ୍ରଶ୍ନ ଆସେ। ଯେପରିକି ସେ କାହିଁକି ବିଦ୍ୟାର ଦେବୀ, ତାଙ୍କର ଅନ୍ୟ ନାମ କ’ଣ, ସେ କାହାକୁ ବିବାହ କରିଥିଲେ ଏମିତି ଅନେକ କିଛି। ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ଆସୁଥାଏ ତେବେ ଆସନ୍ତୁ ଏହାର ଉତ୍ତର ଜାଣିନେବା।
ଦୁର୍ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁଲୁ ଡେପୁଟି କମିଶନର ତରୁଲ ଏସ ରବିଶ ସୂଚନା ଦେଇଛନ୍ତି। କୁଲୁର ଏସଡିଏମ ଘଟଣାର ଅନୁସନ୍ଧାନ କରିବେ।
ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି ।
କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ସଂଧ୍ୟା ବେଳେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ ।
ଭାରତର ବଡ କୂଟନୈତିକ ବିଜୟ । ୧୮ ମାସ ଧରି କାତାର ଜେଲରେ ରହିଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି ।
ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ ।
ନାଗର ଶୈଳୀରେ ନିର୍ମାଣ ହୋଇଥିବା ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ବନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ମନ୍ଦିରକୁ ନିର୍ମାଣ କରାଯାଇଛି।
ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ କହି ୧୭ ଲକ୍ଷ ଟଙ୍କା ନେଇଥିଲେ।
ତାଙ୍କର ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଆଥଲେଟିକ୍ସ ଜଗତ। ମାରାଥନ୍ ବିଶ୍ୱ ରେକର୍ଡଧାରୀଙ୍କ ସମ୍ମାନଜନକ ସ୍ଥାନ ଅର୍ଜନ କରିଥିବା ୨୪ ବର୍ଷୀୟ କେଲଭିନଙ୍କ ଜୀବନରେ ଏଇଠି ପଡିଛି ପୂର୍ଣ୍ଣଚ୍ଛେଦ।