ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ । ଗତ ଦୁଇଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ । ଆଉ ଏବେ ଅଂଶୁମାନ ।
ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ୧୫ତାରିଖ ଷଷ୍ଠୀ ରାତ୍ରରେ ବିମାନବିଜେ କରାଯିବ ।
ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି।
୧୯୯୦ ଶତାବ୍ଦୀର ଶେଷ ଦଶନ୍ଧିର ଶେଷ ଭାଗରେ, ଜଣେ ମହିଳା ନେତା ଲୋକସଭାରେ ନିଜର ଶକ୍ତିଶାଳୀ ଭାଷଣ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖାଯାଇଥିଲା। ସେ ଆଉ କେହି ନୁହନ୍ତି, ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ। ଆଜି ଦିନଟି ଏହି ମହିୟଷୀଙ୍କୁ ସ୍ମରଣ କରିବାକୁ ବାଧ୍ୟ କରେ।
୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ । ବିଜେଡି ସରକାରକୁ ବିଦା କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଂଜିନ ସରକାର କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଶିବରାଜ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ।
ବାସ୍ତୁବିଦ୍ୟା ଆମର ପ୍ରାଚୀନ ଶାସ୍ତ୍ର ବିଦ୍ୟାମଧ୍ୟରୁ ଏକ ପ୍ରମୁଖ ବିଦ୍ୟା ଏହାର ମହାନତା ଉପରେ କାହାର ସଂନ୍ଧେହ ବି ନାହିଁ। ବାସ୍ତୁଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗୃହଟେ ନିର୍ମାଣ କରିବା ଏବଂ ସେଥିରେ ବସବାସ କରିବା। ଯଦି ଏହି ଗୃହର ପରିବେଶ ବାସ୍ତୁ ଅନୁକୂଳ ହୋଇଥାଏ।
ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ ବୁଧବାର ଚନ୍ଦ୍ର- ମୀନ ଦିବା ୧୦.୪୪ ଗତେ ମେଷ ତିଥି- ୫ମୀ ଦିବା ୧୨.୧୦ ଗତେ ୬ଷ୍ଠୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୦.୪୪ ଗତେ ମେଷ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍ ଖୋଲିବ।
ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।
ଅସୁରକ୍ଷିତ ଅଭୟାରଣ୍ୟ ! ସୀମା ଟପିଲା ଶିକାରୀଙ୍କ ବର୍ବରତା। ବଳି ପଡ଼ିଗଲେ ଗଜରାଜ। ବାରହା ହେଉ କି ହରିଣ ବା ହାତୀ, କାହାକୁ ଛାଡ଼ୁନାହାନ୍ତି ଶିକାରୀ ।
ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।
ଏହି ପିଲାମାନଙ୍କର ବୟସ ୫ରୁ ୧୨ ବର୍ଷ ବୟସ ମଧ୍ୟରେ ହେବ।
୨୪ ବର୍ଷ ଶାସନ ପରେ ବି କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ପିଡିଏସ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଭଳି ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲାଞ୍ଚ କହି ବର୍ଷିଲେ ବିରୋଧୀ...
ଅନ୍ଲାଇନ୍ ଗେମ୍ ଖେଳି ବିପୁଳ ଟଙ୍କା କ୍ଷତି ସହିଲେ, ଏହାର ଭରଣା ପାଇଁ ନିଜେ କାର୍ଯ୍ୟରତ ଏଟିଏମ୍ ଭ୍ୟାନ୍ ଲୁଟିବାକୁ ଚକ୍ରାନ୍ତ କଲେ ।
ଏସବୁ ଭିତରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏ ଦୁହିଁଙ୍କ ପରେ ତୃତୀୟ ପ୍ରାର୍ଥୀ କିଏ ହେବ ଏପର୍ଯ୍ୟନ୍ତ ବିଜେଡି ତା କାର୍ଡ ଖୋଲି ନଥିବାରୁ ସସ୍ପେନ୍ସ ଜାରି ରହିଛି।
ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି।
କେବେ ଦେଖିଛନ୍ତି କି ଗୋଟିଏ ଗଛରେ ଆଳୁ ଓ ଟମାଟୋ ଫଳିବା ? ନାହିଁ ନା ? ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଗଛରେ ଫଳିଛି ଆଳୁ ଓ ଟମାଟୋ ।
ନୂଆ ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ ।
ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।
ରାଜ୍ୟସଭା ନିର୍ବାଚନ ଭିତରେ ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା।
ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍ ଇଲେକ୍ଟ୍ରିକ୍ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।