ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ ମୋ ଫ୍ୟାନ୍ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’
ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ କହିଥିଲେ, ‘ଏଣିକି ପୁଅ ରବୀନ୍ଦ୍ରଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ। ତାକୁ କ୍ରିକେଟର କରି ନଥିଲେ ଭଲ ହୋଇଥାଆନ୍ତା’।
ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି ।
AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି।
ଆପଣ ଗୁଗୁଲ କ୍ରୋମ୍ ବ୍ୟବହାର କରୁଛନ୍ତି କି ? ତେବେ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ହାଇ ଆଲର୍ଟ ଆଲର୍ଟ ଜାରି କଲେ ସରକାର, ତୁରନ୍ତ କରନ୍ତୁ ଅପ୍ଡେଟ୍ !
ଫ୍ରିରେ ମଦ ମିଳିଯିବା ଲୋଭରେ ସେମାନ ଏପରି ଅଜବ ସର୍ତ୍ତରେ ରାଜି ହୋଇଗଲେ। ତେବେ ଘଟଣାସ୍ଥଳରୁ ମଦ ବୋତଲ ଜବତ କରିଛି ପୋଲିସ। ଦୋକାନରୁ ମଦର ନମୁନା ସଂଗ୍ରହ କରାଯାଇଛି।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲ ପରିସରରେ ଥିବା ଲିଫ୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ l
ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।
ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।
ରଜନୀକାନ୍ତଙ୍କ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ ଓ ଚୌଧୁରୀ ଚରଣ ସିଂହଙ୍କୁ ମିଳିବ ସମ୍ମାନଜନକ ଭାରତ ରତ୍ନ।
ପରିବାର ଲୋକ ଆଲେଖ୍ୟାଙ୍କ ବିବାହ ଅନ୍ୟତ୍ର ଠିକ କରିଦେଇଥିଲେ। ଏହାପରେ ଆଲେଖ୍ୟା ସେହି ଶ୍ରୀକାନ୍ତଙ୍କୁ ଅଣଦେଖା କରିଥିଲେ।
OSEFD ଓ OSSETA ସଂଘର ମିଳିତ ଆନ୍ଦୋଳନ ।
ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ୍ ଡିପାର୍ଟମେଣ୍ଟ ଏନେଇ ଖୁବଶୀଘ୍ର ଏକ ଟୁଲ୍ ଆଣିବ। ତେବେ ଏହା ଉପରେ ବର୍ତ୍ତମାନ କାମ ଚାଲୁଥିବା ଜଣାପଡିଛି।
୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍ ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା ।
ଅନେକ କହୁଛନ୍ତି ଏହି ପୂରା ଘଟଣା ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍ରେ ଥିବା ମହଳାଙ୍କୁ ଜୌନ ଶୋଷଣ ମାମଲା ସହ ଜଡ଼ିତ ।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।
କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି।
ଗଣ୍ଡଗୋଳରେ ୪ମୃତ, ୨୫୦ ଆହତ । ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ।
କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ।
ଆକ୍ରମଣକାରୀ ମୋରିସ୍ ନୋରହ୍ନା ବି ଆତ୍ମହତ୍ୟା କରିଥିବା ସୂଚନା । ଆକ୍ରମଣ କିଛି ସମୟ ପୂର୍ବରୁ ଉଭୟ ଏକାଠି ଫେସବୁକ ଲାଇଭ କରୁଥିଲେ ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।
ମୁଡି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ।
ବ୍ଲାକ୍ ପେପର ବନାମ ହ୍ୱାଇଟ୍ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର।