ମନ୍ଦିରରେ ସାତୋଟି ଶିଖର ନିର୍ମାଣ କରାଯାଇଛି ଯେଉଁଥିରେ ପ୍ରଭୁ ରାମ, ଭଗବାନ ଶିବ, ଜଗନ୍ନାଥ, କୃଷ୍ଣ, ସ୍ୱାମୀନାରାୟଣ, ତିରୁପତି ବାଲାଜୀ ଏବଂ ଭଗବାନ ଆୟାପ୍ପାଙ୍କ ମୂର୍ତ୍ତି ରହିଛି।
କଳାକାର ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । କଳାକାର ସହାୟତା ରାଶି ମାସିକ ୧୨ ଶହରୁ ୨ ହଜାରକୁ ବଢ଼ିଲା । ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ ।
ଆଗାମୀ ସାଧାରଣ ନିର୍ବାଚନ ପାଇଁ କମିଟି ଘୋଷଣା କରିଛି ବିଜେପି । ଯେଉଁଥିରେ ରହିଛି ଷ୍ଟେଟ୍ କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ।
ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଏହି ହସପିଟାଲରେ ନିଜସ୍ୱ ଡିଜି ସେଟ୍ ନାହିଁ।
ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ଯୁଗରେ, ନୂଆ ପିଢି ହୁଏତ ପ୍ରେମର ମହତ୍ତ୍ୱ ବୁଝିପାରିବେ ନାହିଁ, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମକୁ ଚିଠି ମାଧ୍ୟମରେ ପ୍ରକାଶ କରିବା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ତେବେ ବାକ୍ସରୁ ମିଳିଛି ସେମିତି ଏକ ୭୦ ବର୍ଷର ପୁରୁଣା ପ୍ରେମ ଚିଠି...
କୋର୍ଟଙ୍କ ବଡ଼ ରାୟ । ସ୍ୱାମୀ ତାଙ୍କ ମା’ଙ୍କୁ ଟଙ୍କା ଓ ସମୟ ଦେବା ଘରୋଇ ହିଂସା ନୁହେଁ । ଏକ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ଯାହାକୁ ନେଇ ସାରା ଭାରତରେ ଚର୍ଚ୍ଚା ।
ଯଦି ଆମେ ଗତ ୧୦ ଦିନର ପେଟିଏମ୍ ସ୍ଥିତିକୁ ଅନୁଶୀଳନ କରିବା ତେବେ ଏହା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ସେୟାର ମୂଲ୍ୟ ହ୍ରାସ ହେବା ପରେ ୧୦ ଦିନ ମଧ୍ୟରେ ନିବେଶକମାନେ ୨୬ ହଜାର କୋଟି ଟଙ୍କା ହରାଇଛନ୍ତି ।
ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ସିନିୟର ବର୍ଗର କିଛି ଡାକ୍ତରୀ ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିଲେ। ପ୍ରଥମେ ସେମାନେ ତାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ। ପରେ ଟ୍ରିମରରେ ତାଙ୍କ ନିଶ କାଟି ଦେଇଥିବା ଅଭିଯୋଗ ହୋଇଛି।
ଅନେକ ବଲିଉଡ କଳାକାର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ନିରିହ ପଶୁମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଠିକ୍ ନୁହେଁ ବୋଲି ସୋସିଆଲ ମିଡିଆରେ ଅନେକ ମତ ରଖିଛନ୍ତି ।
ଜଣେ ମହିଳା କଳା ଡ୍ରେସରେ ମାଉସଟ୍ରାପ ରାଟ କେଜ୍ ହିଲ ବା ରୈଟାଟୁଇ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ କୋଡିଏ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।
କଂଗ୍ରେସ ପକ୍ଷରୁ ଏହାକୁ ଅଧିକରୁ ଅଧିକ ଭାଇରାଲ କରାଯାଉଥିବା ଦେଖାଯାଇଛି । କଂଗ୍ରେସ ସମର୍ଥକମାନେ ଏଥିରେ ମୋଦିଙ୍କୁ ନାନା ଗାଳି ଗୁଲଜ କରିଥିବା ବେଳେ ମୋଦିଙ୍କ ପ୍ରତି ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି । ଚାଷୀଙ୍କୁ ମୋଦି ହତାଦର କରୁଛନ୍ତି ବୋଲି କଂଗ୍ରେସ ସମର୍ଥକ କହୁଛନ୍ତି ।
ଯୁବକ ଯୁବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା “ସ୍ୱୟଂ” ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ “କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ” ଯୋଜନାର କପି ପେଷ୍ଟ । ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ମାତ୍ର ୧୫% ଅର୍ଥ ଦେଇ ରାଜ୍ୟ ସରକାର ଏହାକୁ ନିଜର ନୂଆ ଯୋଜନା ବୋଲି କହୁଥିବା ସେ ଅଭିଯୋଗ ଆଣିଛନ୍ତି ।
ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତା’ର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ପୋଲିସ କହିଛି।
ଚଳିତବର୍ଷ କେବଳ ୭୦ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ କମ୍ପାନୀକୁ ମୋଟ ୭ବିଲିୟନ ୱେନ୍ ଖର୍ଚ୍ଚ କରିବାକୁ ପଡିବ।
ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ।
ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ପୋଲିସ ମଧ୍ୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରୋହିଦାସ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପାର୍କିଂକୁ ନେଇ ଅସନ୍ତଷ୍ଟ ଥିଲେ ।
ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିବା BJD ବିଧିବଦ୍ଧ ଭାବେ ଘୋଷଣା କରିଛି । ସମର୍ଥନକୁ ନେଇ BJD ପକ୍ଷରୁ ପ୍ରେସ୍ ରିଲିଜ ଜାରି କରାଯାଇଛି ।
ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।
ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।
ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉପସ୍ଥିତ ରହିବେ ବୈଜୟନ୍ତ ।
ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି ।
ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ ।