ରାଜନଗର ଥାନା ଯଦୁ ଚନ୍ଦ୍ରପୁର ଗାଁର ମାନସ ରାଉଳ ଏବଂ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ମଧ୍ୟରେ ଚାଲିଥିଲା ବିବାହ । ଏଥିପାଇଁ ବରଯାତ୍ରୀ ସହ କଇଥା ଗାଁରେ ପହଞ୍ଚି ପ୍ରୋସେସନବେଳେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ଉପୁଜିଥିଲା ଗଣ୍ଡଗୋଳ ।
ସରକାର ବଞ୍ଚାଇବାକୁ କଂଗ୍ରେସ ଦଳ ଦୁଇ ଜଣ ପର୍ଯ୍ୟବେକ୍ଷକ ଡି.କେ. ଶିବକୁମାର ଏବଂ ଭୂପିନ୍ଦର ସିଂ ହୁଡାଙ୍କୁ ସିମଲା ପଠାଇଛି ।
ଆଜିର ବୈଠକ ପରେ ଖୁବ୍ ଶୀଘ୍ର ବିଜେପି ପ୍ରଥମ ପର୍ଯ୍ୟାୟରେ ନିଜର ୧୦୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହ ଓ ରାଜନାଥଙ୍କ ଭଳି କିଛି ହେଭିୱେଟ୍ଙ୍କ ନାଁ ଘୋଷଣା ହୋଇପାରେ ।
ରତ୍ନଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବ ଏବଂ ମରାମତି ସମ୍ପର୍କରେ ଆଲୋଚନା ହେବ ।
ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତାକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ ।
ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି। ତେବେ ଆଜି ଆମେ ଜାଣିବା କେଉଁ ବାରରେ ଗୃହ ନିର୍ମାଣ କଲେ ଶୁଭ ଫଳ ମିଳେ।
କାହିଁକି ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କଲେ ? ନା ଏହା ହତ୍ୟା ? ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ ହୋଇଥାଇପାରେ ? ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-୫ ମୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା ଜରୁରୀ।
ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି ।
ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା ।
ତାମିଲନାଡୁ ସରକାରଙ୍କ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନା କରାଯାଇଛି । ବିଜ୍ଞାପନରେ ଇସ୍ରୋ ବଦଳରେ ଚୀନ୍ ରକେଟ୍ ଚିତ୍ର ପ୍ରଦର୍ଶିତ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।
ବାପାଙ୍କ ବାଟରେ ଝିଅ। ବାପାଙ୍କ ହାତ ଧରି ଝିଅ ଲଢ଼ିବେ ନିର୍ବାଚନ। ଶିଖିବେ ରାଜନୀତିର ଖଡ଼ିପାଠ। ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଚର୍ଚ୍ଚାରେ ଏ ତିନି ନେତା କନ୍ୟା।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
ଯଦି ମହିଳାଙ୍କ ପ୍ରତି ଏତେ ଦରଦ ତେବେ ଜଣିକିଆ ୧୫ ଲକ୍ଷ ଦିଅନ୍ତୁ ବୋଲି ଅପରାଜିତା କହିବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଖାଲି ଏତିକି ନୁହେଁ, ଅପରାଜିତା ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ଯଦି ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତି ତେବେ ମୁଁ କହିବି ତାଙ୍କୁ ଭୋଟ ଦିଅ ।
୪ ବିଜେପି କର୍ପୋରେଟରଙ୍କ ଦଳ ଡିଆଁ ଘଟଣା । ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହଟଚମଟ । ଘଟଣାକୁ ଶୁଭଙ୍କର ନୁହେଁ କହିଲେ ରାଜନୈତିକ ସମୀକ୍ଷକ ।
ସୁନୀଲ ମିତ୍ତଲଙ୍କୁ ମିଳିଲା ବ୍ରିଟିଶ୍ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ନାଇଟ୍ହୁଡ୍’ ଆୱାର୍ଡ । ଭାରତ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁନୀଲ ଭାରତୀ ମିତ୍ତଲଙ୍କୁ ବୁଧବାର ଦିନ ବ୍ରିଟିଶ୍ର ସର୍ବୋଚ୍ଚ ଆୱାର୍ଡ ପ୍ରଦାନ କରାଯାଇଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତିଯେ, ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଟ୍ ଲିଷ୍ଟ୍ ହୋଇଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା ହୋଇପାରେ ।
ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍ଲେଟ୍ । ଯାହା ଖୁବ୍ଶୀଘ୍ର ବଜାରକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ ।
ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ଜିଲ୍ଲାପାଳସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର । ବଦଳିଲେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳ ।
ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ସୁଯୋଗ। ଏନେଇ OMC ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ମ୍ୟାନେଜର ଓ ମେଡିକାଲ୍ ଅଫିସର୍ ପଦବୀ ପୂରଣ ହେବ।