ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା ।
ବାଥ୍ରୁମ୍ ନାହିଁ କି ରୋଷେଇ ଘର ନାହିଁ କିନ୍ତୁ ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ । ସବୁଠୁ ଛୋଟ ଘର କିନ୍ତୁ ଭଡ଼ା ମାସିକ ୧ ଲକ୍ଷ ଟଙ୍କା...
ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।
୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।
ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ
ସିଂହ ଯୋଡ଼ିଙ୍କ ନାମ ରଖିବା ପଡ଼ିଲା ମହଙ୍ଗା । ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ । ଶେଷରେ ଚାକିରିରୁ ହେଲେ ନିଲମ୍ୱିତ ଜଙ୍ଗଲ ଅଧିକାରୀ ।
ରାଉର୍କେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଅପରେଟର୍ ଏବଂ ଟେକ୍ନିସିଆନ୍ ପଦବୀ ପୂରଣ ହେବ।
ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।
ଯେଉଁଠି ପୁଲିସର ବର୍ବରତା ଲାଠିମାଡ ଖାଇ ପିଲାରୁ ବୁଢ଼ା ଶହ ଶହ ଲୋକ ଲହୁଲୁହାଣ ହୋଇଥିଲେ ଇଏ କ’ଣ ସେହି ଢିଙ୍କିଆ? ଜୀବନ ଜୀବୀକା ପାଇଁ ପ୍ରକୃତି ପ୍ରଦତ୍ତ ଜଳ, ଜମି, ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ଦୁଇ ଦଶନ୍ଧି ଧରି ଶିଳ୍ପ ବିରୋଧରେ ସଂଗ୍ରାମ ଚଳାଇଥିବା ଏ କ’ଣ ସେହି ଅଞ୍ଚଳ?
ଯେଉଁ ପିଲାମାନେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ଦେଉଥାନ୍ତି, ସେମାନେ ପରୀକ୍ଷାକୁ ନେଇ ବହୁତ ଚାପରେ ଥାଆନ୍ତି। ଏପରି କି ପରୀକ୍ଷା ଚିନ୍ତାରେ ଅନେକ ପିଲା ମଧ୍ୟ ଅସୁସ୍ଥ ହୋଇପଡନ୍ତି। ଏହାର ଗୋଟିଏ କାରଣ ହେଉଛି ଚାପ। ପରୀକ୍ଷା ଦେଉଥିବା ପିଲାମାନଙ୍କ ବାପାମାଆମାନେ ପ୍ରତିଦିନ ସକାଳେ ସେମାନଙ୍କୁ କେଉଁସବୁ ଯୋଗାସନ କରେଇବା ନିହାତି ଆବଶ୍ୟକ ଆସନ୍ତୁ ଜାଣିବା।
ଏଠାର ଲୋକ ଏହି ରେଳ ସେବାକୁ ସବୁଠାରୁ ଅଲଗା ବୋଲି କୁହନ୍ତି । ଚାଇନାର ଏହା ହେଉଛି ରେଳ ଟ୍ରାଞ୍ଜିଟ୍ ପବ୍ଲିକ୍ ମେଟ୍ରୋ ସିଷ୍ଟମ୍ । ଯାହାକୁ ଚୋଙ୍ଗକିଙ୍ଗ୍ ରେଳ ଟ୍ରାଞ୍ଜିଟ୍ ଲିମିଟେଡ୍ କର୍ପୋରେସନ୍ ଦ୍ୱାରା ପରିଚାଚନା କରାଯାଏ ।
ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।
ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।
ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ ଖୁବ ଶୀଘ୍ର ଆସୁଛି।
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଫେସ୍ବୁକ୍ ଠାରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ କୋଟି କୋଟି ଫଲୋର୍ସ ଅଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ କିଏ ଆସନ୍ତୁ ଜାଣିବା।
ଖୁବ୍ଶୀଘ୍ର ପିଲା ଦିନର ବନ୍ଧୁରୁ ଜୀବନସାଥୀ ହେବେ ଅନନ୍ତ ଅମ୍ୱାନି ଓ ରାଧିକା ମର୍ଚାଣ୍ଟ । ପ୍ରି ୱେଡିଂରେ ଯୋଗ ଦେବେ ଖାସ୍ ଅତିଥି...ଲିଷ୍ଟରେ ଅଛନ୍ତି ଜୁକରବର୍ଗ, ବିଲ୍ ଗେଟ୍ସ...
ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି।
ପିଲାମାନଙ୍କର ଲାଳନ ପାଳନ ଉପାୟ ହିଁ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରେ, ନଚେତ ସେମାନଙ୍କୁ ନଷ୍ଟ କରିପାରେ। ବାପାମାଆଙ୍କ ଅଭ୍ୟାସ ଏବଂ ପିଲାମାନଙ୍କୁ ପ୍ରତିପୋଷଣର ତରିକା ହିଁ ପିଲାମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ବାପାମାଆଙ୍କ କେଉଁ ବ୍ୟବହାର ପିଲାମାନଙ୍କୁ ନଷ୍ଟ କରିବାରେ ସହାୟ ହୁଏ ସେ ବିଷୟରେ ଜାଣିନେବା।
ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।
ଯଦିଓ WhatsApp ଏମିତି ଭାବେ ଡିଜାଇନ୍ ହୋଇନାହିଁ ଯାହା ଦ୍ୱାରା ଆପଣ ଏହା ସାହାଯ୍ୟରେ ଲୋକଙ୍କୁ ସ୍କାମ’ର ଶିକାର କରିପାରିବ, କିନ୍ତୁ ସାଇବର ଠକମାନେ ନିଶ୍ଚିତ ଭାବରେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ WhatsApp ସ୍କାମରୁ କିପରି ଦୂରେଇ ରହିବେ ସେ ବିଷୟରେ ଜାଣିବା।
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣକ ଏହାର ଲାଇଭଷ୍ଟ୍ରିମ କରିଥିଲେ। ପ୍ରଥମେ ନିଜ ଦେହରେ ପେଟ୍ରୋଲ ଢାଳିଥିଲେ। ଏହା ପରେ ସେ ନରସଂହାରରେ ସାମିଲ ହେବେନାହିଁ ବୋଲି କହିଥିଲେ।
ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।
ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।
ବିବାହ ପରଠାରୁ ଶାଶୂଘର ଲୋକ ଅଧିକ ଯୌତୁକ ଦାବି କରିଆସୁଥିଲେ। ଏଥିପାଇଁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ବି ଦେଉଥିଲେ।
୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ।