• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-୫ ମୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ
ପ୍ରାତଃ-୦୬.୧୦ ରୁ ୦୭.୪୩

ଦିବା-୧୦.୪୯ ରୁ ୦୧.୦୮
ରାତ୍ରି- ୦୨.୫୧ ରୁ ୦୩.୪୧

ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ଅଶୁଭ ସମୟ
ରାହୁକାଳ - ଦିବା ୦୧.୨୬ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୦
ବାରବେଳା- ଦିବା ୦୪.୨୦ ରୁ ୦୫.୪୭
କାଳରାତ୍ରି-  ରାତ୍ରି ୧୧.୫୮ ରୁ ୦୧.୩୧