• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bombing
ରାଜଧାନୀରେ ବୋମାମାଡ଼; ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ

ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି।

President
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ; ସମ୍ବଲପୁର ଯିବେ ମାଡାମ୍ ପ୍ରେସିଡେଣ୍ଟ

ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧ୍ବନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

can Jurel take Dhoni's place in the Indian Test team
Sports: ଭାରତୀୟ ଟେଷ୍ଟ୍‌ ଟିମ୍‌ରେ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍‌

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଯୁବ ଖେଳାଳି ଧ୍ରୁବ ଜୁରେଲ୍‌ଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ ଟେଷ୍ଟ ଟିମ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍‌?

World fourth largest aral sea shrinking ship not find way
ଏଠି ଶୁଖିଗଲାଣି ଚତୁର୍ଥ ବୃହତ୍ତମ ସମୁଦ୍ର; ଏଥିପାଇଁ ଦାୟୀ କିଏ…

ଆରାଲ ସାଗର ଏକଦା ବିଶ୍ୱର ଚତୁର୍ଥ ବୃହତ୍ତମ ସମୁଦ୍ର ଥିଲା, ଯାହା କଜାଖସ୍ତାନ ଏବଂ ଉତ୍ତର ଉଜ୍‌ବେକିସ୍ତାନ ମଧ୍ୟରେ ପ୍ରବାହୀତ ହେଉଥିଲା। କିନ୍ତୁ ଏହି ସମୁଦ୍ର ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଯାଇଛି ଯାହା ଦିନେ ୬୮,୦୦୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା।

Lakhs of youth are getting jobs in digital sector how your career will be success
Career Tips: ଡିଜିଟାଲ୍ ମାର୍କେଟିଂରେ କ୍ୟାରିୟର୍ କରିବାକୁ ଚାହାନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଆଜି ଦେଶର ହଜାର ହଜାର ୱେବ୍‌ସାଇଟ୍ ଡିଜିଟାଲ ମାର୍କେଟିଂ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର କରୁଛି। ଏହି କାରଣରୁ ଡିଜିଟାଲ୍‌ ମାର୍କେଟିଂ ଶିଳ୍ପ ଅନେକ ଲକ୍ଷ କୋଟିରେ ପରିଣତ ହୋଇପାରିଛି। ଯଦି ଆପଣ ଜଣେ ଗ୍ରାଜୁଏଟ୍ ଏବଂ ଏହି ଶିଳ୍ପରେ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ସଫଳତା ପାଇଁ ଡିଜିଟାଲ୍ ମାର୍କେଟିଂ ପାଠ୍ୟକ୍ରମର ସାହାଯ୍ୟ ନେଇପାରିବେ।

Cyber Loot
ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।

Leopard
ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ  ୧୯୨ ଲିଓପାର୍ଡ ?

BJP Politics
୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ? ରାତି ତମାମ୍ ମାନସ ମନ୍ଥନ

ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ? 

BJD
ଭୋଟ୍ ପୂର୍ବରୁ BJDରେ ମାଡ଼ିଲାଣି ବିଦ୍ରୋହ ରୋଗ, ନବୀନ ନିବାସ ପହଞ୍ଚିଲା ଟିକେଟ୍ କଳି

ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।

children's organs
ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ; ମରି ବି ପୁଣି ଅମର ଦୁଇ +୨ ଛାତ୍ର

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ମରି ବି ପୁଣି ଅମର ଦୁଇ +2 ଛାତ୍ର । ଓମ୍ ଶିବୁ ଓ ରାଜେନ୍ଦ୍ରଙ୍କ ମହତ ଦାନ । ପୁଅର ଅଙ୍ଗଦାନ କରି ପ୍ରେରଣା ସାଜିଲେ ପରିବାର  । 

Foreign tourists
ଓଡ଼ିଶାରେ ଏମିତି ଅତିଥି ସତ୍କାର ? ନେଦରଲାଣ୍ଡ ନାଗରିକଙ୍କ ସବୁ ଚୋରି କଲା ଟାକ୍ସି ଡ୍ରାଇଭର...

ଅତୁଲ୍ୟ ଭାରତର ଆତ୍ମା ଓଡ଼ିଶା ବୁଲିବାକୁ ଆସି ବିଦେଶୀ ଅତିଥିଙ୍କ ତିକ୍ତ ଅଭିଜ୍ଞତା ... ଟ୍ୟାକ୍ସି ଡ୍ରାଇଭର ଚୋରି ନେଲା ୫ ଲକ୍ଷ ଟଙ୍କା, ହୀରା ମୁଦି ସହିତ ଦାମୀ କ୍ୟାମେରା ...

Crime
ଦୁଇ ଭଉଣୀଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ, ଭିଡିଓ ସୁଟ୍ କରି ଭାଇରାଲ କଲେ

ଝିଅମାନେ ଚିନ୍ତା କଲେ ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ତେଣୁ ସେମାନେ ଆଜି ଗଛରେ ଝୁଲି ନିଜ ଜୀବନ ହାରିଛନ୍ତି ।

Nice Divorce
ଏମିତି ଛାଡ଼ପତ୍ର କାହାଣୀ କେବେ ଶୁଣିନଥିବେ... ଥରେ ପଢ଼ନ୍ତୁ

ସାଧାରଣତଃ ଛାଡ଼ପତ୍ରରେ ହେଲେ ସ୍ୱାମୀ ସ୍ତ୍ରୀ କେହି କାହାରି ମୁହଁ ଚାହିଁବାକୁ ବି ପସନ୍ଦ କରନ୍ତି ନାହିଁ । ଏମିତିକି ଜଣକ ପ୍ରତି ଜଣଙ୍କର ପ୍ରେମ ସରିଯାଇଥାଏ ଓ ସମ୍ମାନ ବି ନଥାଏ । ଜଣେ ଅନ୍ୟ ଜଣଙ୍କୁ ଘୃଣା ବି କରନ୍ତି । ତେବେ ଏହି କାହାଣୀ ଏହି ସବୁଠାରୁ ନିଆରା ନିଶ୍ଚୟ ।

Bride Detained By Cops
ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି; ‌ଅଧା ବାହାଘରରୁ ବରକୁ ଉଠାଇନେଲା ପୋଲିସ..

ଭୁବନେଶ୍ୱର ରାଜଭବନ ପଛ ରାଧାକୃଷ୍ଣ ମନ୍ଦିରରେ ବାହାଘର ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ବେଦୀରୁ ଥାନାକୁ ଉଠାଇ ନେଇଥିଲା।

Heat Wave
ସାବଧାନ!! ବଢ଼ିବ ତାତି, ଜଳିବ ଓଡ଼ିଶା; ଆଗାମୀ ୪ଦିନ ଯାଏ ପ୍ରବଳ ଗରମ

ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା। ୪ ତାରିଖ ପରେ ପଶ୍ଚିମା ଝଡ଼ର ସମ୍ଭାବନା ରହିଛି।

Odisha High Court Recruitment 2024 Apply Online For Translator Post
Odisha High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ କେଉଁ ପ୍ରାର୍ଥୀ ବା ନଚାହିଁବେ। ଓଡ଼ିଶା ହାଇକୋର୍ଟ ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁବାଦକ ପଦବୀ ପୂରଣ ହେବ।

Woman Paraded Naked
କର୍ଣ୍ଣାଟକରେ ଲଜ୍ଜା ! ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଲେ..ଭିଡିଓ ଭାଇରାଲ..

ଅଧ ଏକର ଜମି ପାଇଁ ମହିଳାଙ୍କୁ ରାସ୍ତାରେ ନଗ୍ନ ଅବସ୍ଥାରେ ଚଲାଇଲା ଅଭିଯୁକ୍ତ। ତା’ଛଡ଼ା ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ବି ମାରିଲା।

CAPF
ସାବଧାନ ! ନିର୍ବାଚନ ପୂର୍ବରୁ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ

ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀରରେ ଏହି ସପ୍ତାହ ଶେଷ ସୁଦ୍ଧା ଫୋର୍ସ ମୁତୟନ ହେବେ ।

Naveen Niwas
ବଢ଼ୁଛି ନବୀନ ନିବାସରେ ଭିଡ଼, ଭୁବନେଶ୍ୱର ମଧ୍ୟ ଟିକେଟ ଆଶାରେ ଅମରେଶ ଜେନା

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ସେପଟେ ଅମରେଶ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ।

Akshay kumar may join bjp can elect lok sabha polls 2024
ନେତା ହେବାକୁ ମନ ବଳେଇଲେଣି ଅକ୍ଷୟ କୁମାର; ଏହି ପାର୍ଟିରୁ ଲଢିବେ !

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍‌ ତାରକା ରାଜନୀତିରେ ସକ୍ରିୟ ଥିବାବେଳେ ଏବେ ଆଉଜଣେ ସୁପର୍‌ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି।

Mining Scam
ଓଡ଼ିଶାରେ ED ର ବଡ଼ ଧରଣର ରେଡ୍; ଖଣି ଲିଜ୍‌ଧାରୀଙ୍କ ଘରେ ଚାଲିଛି ଯାଞ୍ଚ

କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।

Bengaluru Rameshwaram Cafe Blast
ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ବିସ୍ଫୋରଣ; ୪ଜଣ ଆହତ

ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।

Choreographer bosco martis spoke about working with salman khan
କିଏ ଭଲ ଡ୍ୟାନ୍ସର, ଶାହରୁଖ ନା ସଲମାନ; ଏମିତି ଉତ୍ତର ଦେଲେ କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍

ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ସେ ଏହି ଦୁଇ ଷ୍ଟାର୍‌କୁ ନେଇ ଅନେକ କଥା କହିଛନ୍ତି।

Non-Cadre Law Officers
ଲ’ ଅଫିସରମାନଙ୍କ ବଢ଼ିଲା ୫୦ ପ୍ରତିଶତ ଫି’

ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।

Pre Wedding
ଅନନ୍ତ-ରାଧିକାଙ୍କ ପ୍ରି-ଓ୍ୱେଡିଂ; ପରଫର୍ମ କରିବେ ହଲିଉଡ୍ ପପ୍‌ ଷ୍ଟାର୍ ରିହାନା...ପାଉଣା କେତେ...

ଅନନ୍ତ ଅମ୍ବାନୀ ଓ ରାଧୀକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍‌ ରିହାନା। ଗତକାଲି ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା।