କାଳ ହେଲା ତ୍ରିକୋଣୀୟ ପ୍ରେମ(Love Triangle) । ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସମ୍ପର୍କ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। ସମ୍ପୃକ୍ତ ଯୁବକ ଦୁଇ ଜଣ ଗର୍ଲଫ୍ରେଣ୍ଡ୍ଙ୍କୁ ଏକାସଙ୍ଗେ ଭେଟ କରାଇବା ଲାଗି ଦକ୍ଷିଣ କନ୍ନଡ ଜିଲ୍ଲା ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ।
ଗଲ୍ୱାନ୍ ସଂଘର୍ଷରେ ମରିଥିଲେ ଚୀନ ସେନାର ଅନେକ ସୈନିକ। ଗୋଟି କି ଦୁଇ ଜଣ ନୁହେଁ ମରିଥିଲେ ଚୀନର ୩୮ ଜଣ PLA(People's Liberation Army) ସୈନିକ।
ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି- CBDC କୁ ନେଇ ଚର୍ଚ୍ଚା ଜୋର ଧରିଛି । କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାର ଉପଯୋଗିତା କଣ? କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ ।
କ୍ରିପ୍ଟୋକରେନ୍ସି ବିଶ୍ୱବ୍ୟାପୀ ନୂଆ କ୍ରେଜ୍ ତିଆରି କରିଚାଲିଥିବା ବେଳେ ଭାରତରେ ଏହା ଏଯାଏଁ ଆଇନ ସମ୍ମତ ହୋଇନାହିଁ। ଏଣେ ଆରବିଆଇ ଆଣିବାକୁ ଯାଉଛି ଡିଜିଟାଲ୍ କରେନ୍ସି
ତେଜୁଛି ମମତା ଓ ଧନକରଙ୍କ ମଧ୍ୟରେ ବିବାଦ । ମମତାଙ୍କ କହିବାନୁଯାୟୀ ସେ ରାଜ୍ୟପାଳଙ୍କ ଟ୍ୱିଟରେ ଅସନ୍ତୁଷ୍ଟ ହୋଇ ସେ ତାଙ୍କୁ ଟ୍ୱିଟରରେ ବ୍ଲକ୍ କରିଛନ୍ତି। ଜଗଦୀପ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଧମକ ମଧ୍ୟ ଦେଉଛନ୍ତି।’ ଏଥିପାଇଁ ମୁଁ ବିରକ୍ତ ହୋଇ ତାଙ୍କୁ ଟ୍ୱିଟରରେ ବ୍ଲକ କରିଦେଇଛି ।
ଆଞ୍ଚଳିକ ଭାଷାରେ ମଧ୍ୟ ଛାତଛାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ସରକାର । ଯେଉଁଥିରେ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ସାହାଯ୍ୟ କରିବେ ।
ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୫୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ସଂସଦରେ ଆସିଲା ବଜେଟ୍: ତେବେ ଚୁଟକିରେ ଜାଣିନିଅନ୍ତୁ ଚଳିତ ବଜେଟ୍ରେ କେଉଁ ୧୦ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।
କେନ୍ଦ୍ରୀୟ ବଜେଟ୍ ୨୦୨୨-୨୩ରେ ସବୁକ୍ଷେତ୍ରକୁ ଅର୍ଥନୈତିକ ବିକାଶର ଧାରା । ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ କୃଷି ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏ ବଜେଟ୍ରେ ବି ନିରାଶ ଟ୍ୟାକ୍ସ ପେୟର ଓ ସାଲାରିଡ୍ କ୍ଲାସ୍ । ସେମାନଙ୍କ ପାଇଁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ମିଳିଲାନି ଆୟକର ସୀମା ଛାଡ଼ରେ କୌଣସି ରିହାତି। ପୁଣି ଦେବେ ପୁରୁଣା ବର୍ଷ ହିସାବରେ ଇନକମ୍ ଟ୍ୟାକ୍ସ ।
ଚଳିତ ବଜେଟ୍ରେ ଭିତ୍ତିଭୂମି ବିକାଶ ଓ ଶିଳ୍ପ ଅଗ୍ରଗତି ଜରିଆରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମ୍ ଗତିଶକ୍ତି ମାଷ୍ଟର୍ପ୍ଲାନ୍ ଅନ୍ତର୍ଗତ ୭ଟି ଇଂଜିନ ରୋଡ୍, ରେଲ୍ୱେ, ଏୟାରପୋର୍ଟ, ପୋର୍ଟ, ଜଳମାର୍ଗ, ପରିବହନ ଓ ଲଜିଷ୍ଟିକ ଇନ୍ଫ୍ରା ବିକାଶ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହେବ।
ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।
୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତରେ ସୁବିଧା ପାଇଁ ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୩୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୪୦୦ ଟଙ୍କା କମି ୬୦,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ।
ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।
ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ RBI
ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।