Advertisment

Budget 2022: ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Budget 2022

Budget 2022

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। 

Advertisment

ଜାଣନ୍ତୁ କ’ଣ ହେବ ଶସ୍ତା...

  • ଚମଡ଼ା ସାମଗ୍ରୀ
  • କୃଷି ଉପରକରଣ
  • ମୋବାଇଲ ଚାର୍ଜର
  • କପଡ଼ା
  • ହୀରା ଗହଣା, ରତ୍ନ ପଥର
  • ଷ୍ଟିଲ୍
  • ଇମିଟେସନ ଗହଣା
  • ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସାମଗ୍ରୀ
  • ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
  • ପେଟ୍ରୋଲିୟମ ପ୍ରଡକ୍ଟ ପାଇଁ ଆବଶ୍ୟକୀୟ କେମିକାଲ୍‌ ଉପରେ କଷ୍ଟମ୍‌ ଡ୍ୟୁଟି
  • କ୍ୟାମେରା ମଡ୍ୟୁଲ୍‌

ଜାଣନ୍ତୁ କ’ଣ ହେବ ମହଙ୍ଗା: 

  • ଇମ୍ପୋର୍ଟେଡ୍‌(Imported) ସାମଗ୍ରୀ
  • ଛତା
Union Budget Budget 2022
Advertisment
Advertisment