ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି।
ଜାଣନ୍ତୁ କ’ଣ ହେବ ଶସ୍ତା...
- ଚମଡ଼ା ସାମଗ୍ରୀ
- କୃଷି ଉପରକରଣ
- ମୋବାଇଲ ଚାର୍ଜର
- କପଡ଼ା
- ହୀରା ଗହଣା, ରତ୍ନ ପଥର
- ଷ୍ଟିଲ୍
- ଇମିଟେସନ ଗହଣା
- ବିଦ୍ୟୁତ୍ ଟ୍ରାନ୍ସଫର୍ମର ସାମଗ୍ରୀ
- ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
- ପେଟ୍ରୋଲିୟମ ପ୍ରଡକ୍ଟ ପାଇଁ ଆବଶ୍ୟକୀୟ କେମିକାଲ୍ ଉପରେ କଷ୍ଟମ୍ ଡ୍ୟୁଟି
- କ୍ୟାମେରା ମଡ୍ୟୁଲ୍
ଜାଣନ୍ତୁ କ’ଣ ହେବ ମହଙ୍ଗା:
- ଇମ୍ପୋର୍ଟେଡ୍(Imported) ସାମଗ୍ରୀ
- ଛତା