• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

OTV Cameraman Felicitated
ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ୍‌ଙ୍କ ସମେତ ୬ ଜଣଙ୍କୁ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ

ଓଟିଭି ଦିଲ୍ଲୀରେ କାର୍ଯ୍ୟରତ କ୍ୟାମେରାମ୍ୟାନ୍‌ ଗୋପାଳ ପ୍ରସାଦ ବର୍ମାଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ କରାଯାଇଛି।

gang raped
ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ପୋଲିସ୍‌ରେ ଭର୍ତ୍ତି ହେବାକୁ ପରୀକ୍ଷା ଦେଇ ଫେରୁଥିଲେ...

ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ଦୁର୍ବୃତ୍ତମାନେ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

money in Drainage pipe
ଡ୍ରେନେଜ ପାଇପ୍ ଭିତରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା

ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ପାଇପରୁ ମିଳିଲା ଟଙ୍କା। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା। 

Centre Extends \'PM Garib Kalyan Anna Yojana\' Till March 2022
ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

Road like Katrina Kaif's cheeks
କାଟ୍ରିନାଙ୍କ ଗାଲ କଥା କହି ଚର୍ଚ୍ଚାରେ ମନ୍ତ୍ରୀ

ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ପୁଣି ଥରେ ତାଙ୍କ ବିବୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜେନ୍ଦ୍ର ଗୁଦ୍ଦା ଏକ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଛନ୍ତି ଯେ ମୋ ଅଞ୍ଚଳର ରାସ୍ତା କାଟ୍ରିନା କୈଫ୍ ଗାଲ ପରି ହେବା ଉଚିତ ।

  • Wednesday, 24 November 2021
Centre Completes Formalities To Repeal 3 Farm Laws, Says Anurag Thakur
୩ କୃଷି ଆଇନ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି

୩ କୃଷି ଆଇନ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି, ଶୁଣନ୍ତୁ ଏନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ?

free food until March
ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ

ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି ।

Cabinet to approve Farm Laws Repeal Bill today
କୃଷି ଆଇନ୍‌ ପ୍ରତ୍ୟାହାରକୁ କ୍ୟାବିନେଟ୍‌ ମଞ୍ଜୁରୀ

କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

sbi alert
ଏସବୁ ନକଲେ ବନ୍ଦ ହୋଇପାରେ ବ୍ୟାଙ୍କସେବା, କାରଣ ଜାଣନ୍ତୁ

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?

cryptocurrency
ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।

BJP MP Gautam Gambhir
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।

 MP Man Gifts Taj Mahal Replica House To Wife
ଆଗ୍ରା ପରେ ମଧ୍ୟପ୍ରଦେଶରେ ତିଆରି ହେଲା ତାଜମହଲ!

ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍‌...

Petrol Price Hike
 ଆହୁରି କମିବ ତେଲ ଦର !

ଏପରି ପଦକ୍ଷେପରେ ଆଗେଇ ଆସିଥିଲା ଆମେରିକା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।

Awarded Vir Chakra
ଓଡ଼ିଆ ସେନା ଅଧିକାରୀଙ୍କୁ ମରଣୋତ୍ତର 'ବୀର ଚକ୍ର'ରେ ସମ୍ମାନିତ

ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

Patient Die Of Aspergillus Lentulus
ଚିହ୍ନଟ ହେଲା ନୂଆ ପ୍ରାଣ ଘାତକ ଫଙ୍ଗସ୍, ନେଲା ୨ ରୋଗୀଙ୍କ ଜୀବନ

ମହାମାରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଫଙ୍ଗସ୍‌କୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀ ଏମ୍ସ ଡାକ୍ତରମାନେ ନୂଆ ପ୍ରାଣ ଘାତକ ଫଙ୍ଗସ୍ ‘Aspergillus Lentulus’ ଚିହ୍ନଟ କରିଛନ୍ତି।

A different Taj Mahal
ଭିନ୍ନ ଏକ ତାଜମହଲ

ମଧ୍ୟପ୍ରଦେଶରେ ସପ୍ତାଶ୍ଚର୍ଯ୍ୟ ତାଜମହଲ , ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛୁ । ହଁ ଅସଲି ନୁହେଁ ନକଲି, ଠିକ୍ ଅବିକଳ ତାଜ ମହଲ ସଦୃଶ୍ୟ । ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଉପହାର ଦେବାକୁ ତୋଳି ଦେଇଛନ୍ତି ଭିନ୍ନ ଏକ ତାଜମହଲ ।

Indian Railways Changes Saffron Uniform Of Ramayan Express Staff After Seers’ Protest
ରାମାୟଣ ଏକ୍ସପ୍ରେସରେ ବଦଳିଲା ଡ୍ରେସ୍ କୋଡ୍

ବଦଳିଲା ୱେଟର୍ସଙ୍କ ଡ୍ରେସକୋଡ୍ । ରାମାୟଣ ଏକ୍ସପ୍ରେସ ୱେଟର୍ସଙ୍କ ଡ୍ରେସକୋଡ୍ ବଦଳିଲା । ପୂର୍ବ ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ ସାଧୁସନ୍ଥ

Captain Abhinandan Vir Chakra
ବାୟୁବୀର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଲା ବୀର ଚକ୍ର

୨୦୧୯ ବାଲାକୋଟ୍ ଅପରେସନ ହିରୋ ଅଭିନନ୍ଦନ ବର୍ତ୍ତମାନ ମିଳିଲା ବୀର ଚକ୍ର I ଅଭିନନ୍ଦନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ I ଅତି ବିଶିଷ୍ଟ ସେବା ମେଡାଲ୍ ହାସଲ କଲେ ଓଡ଼ିଆ ପୁଅ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ର ମୁଖ୍ୟ ଏୟାର ମାର୍ଶଲ ଦିଲୀପ ପଟ୍ଟନାୟକ ସମ୍ମାନିତ

Youngest Asian To Reach Everest's Base Camp
ମା’ର ସ୍ୱପ୍ନକୁ ପୂରଣ କଲା ପୁଅ: ଏଭରେଷ୍ଟରେ ଚଢିଲା ୪ ବର୍ଷର ଶିଶୁ

ମା’ର ଇଚ୍ଛାକୁ ପୂରଣ କଲା ଚାରି ବର୍ଷର କୁନି ପୁଅ । ବିଶ୍ୱର ଉଚ୍ଚତମ ଶୃଙ୍ଘ ଏଭରେଷ୍ଟର ବେସ କ୍ୟାମ୍ପ ପର୍ଯ୍ୟନ୍ତ ପଦଯାତ୍ରା କରି ରେକର୍ଡ ସୃଷ୍ଟି କରିଛି ଏହି  ଶିଶୁ । ବର୍ତ୍ତମାନ ସେ ଏସିଆର ସବୁଠାରୁ କନିଷ୍ଠ ପର୍ବତାରୋହୀ ଭାବେ ରେକର୍ଡ ହାସଲ କରିଛି ।

India's Cleanest State, City, Town For 2021 Declared. Here Are The Winners
ଦେଶର ୧୦ଟି ସ୍ୱଚ୍ଛ ସହର

ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।

Abhinandan varthaman vir chakra
ସାହସିକତା ପୁରସ୍କାର, କ୍ୟାପ୍ଟେନ ଅଭିନନ୍ଦନଙ୍କୁ 'ବୀର ଚକ୍ର'

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଛି 'ବୀର ଚକ୍ର' ସମ୍ମାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ । ଶତ୍ରୁମାନଙ୍କ ପାଖରେ ବନ୍ଦୀ ଅବସ୍ଥାରେ ଥିବା ବେଳେ ବି ଅସୀମ ଧୈର୍ଯ୍ୟ ଧରିଥିଲେ ଭାରତର ଏହି ବୀରପୁତ୍ର ।

Varanasi Skies Brighten Up With Three-Day Hot Air Balloon Festival
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଟ୍ ଏୟାର୍ ବେଲୁନ୍ ସୋ

ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତରପ୍ରଦେଶ ବାରାଣସୀରେ ନିଆରା ପ୍ରୟାସ । ଦେବ ଦୀପାବଳି ପୂର୍ବରୁ ସେଠାରେ ଆୟୋଜିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେଖନ୍ତୁ ଏହି ରିପୋର୍ଟ ବେଲୁନ ସୋର ଦୃଶ୍ୟ କେମିତି ଥିଲା...।

Grenade Blast Near Punjab’s Pathankot Army Camp, CCTV Footage To Be Probed
ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ । ବିଳମ୍ବିତ ରାତିରେ ଆର୍ମିକ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ ଏନେଇ ପୋଲିସ ଛାନଭିନ୍ କରୁଛି ।

Grenade blast
ପଞ୍ଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରିକି ସବୁ ଚେକ୍‌ପୋଷ୍ଟରେ ପୁଲିସ୍‌ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି

Watch Special Episode On RAW Agent ‘Black Tiger’, India’s Greatest Spy
ଭାରତର ଏପିର ଜଣେ ଗୁପ୍ତଚର, ଯିଏ ପାକିସ୍ତାନ ଆର୍ମିରେ ମେଜର ଥିଲେ

ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ : ପାକିସ୍ତାନ ସେନାରେ ମେଜର୍ ବନିଥିଲେ, ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ କରିଥିଲେ ରବିନ୍ଦ୍ର କୌଶିକ