Advertisment

ପଂଜାବର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ହରାଇଲେ ମୋବାଇଲ ରିପ୍ୟାରିଂ ଦୋକାନୀ

ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍‌ କରି ଯାଦୁ ଦେଖାଇଲେ ଲାଭ୍‌... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍‌

author-image
Otv Khabar Bureau

ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍‌ କରି ଯାଦୁ ଦେଖାଇଲେ ଲାଭ୍‌... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍‌ 

Advertisment
CM Channi Defeated Owner Mobile Repair Shop Punjab Special Story
Advertisment
Advertisment