ଯୁଦ୍ଧ ମୈଦାନର ସାରଥି। ୟୁକ୍ରେନ ଉପରେ ଘନ ଘନ ବୋମାବର୍ଷଣ କରୁଥିଲା ଋଷିଆ। ଆଉ ସେଇ କଠିନ ସ୍ଥିତିରେ ମହିଳା ପାଇଲଟ୍ ମହାଶ୍ୱେତା ୮୦୦ ପିଲାଙ୍କୁ ଉଦ୍ଧାର କରିଥିଲେ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସମ୍ପର୍କରେ ନିଜ ମତ ଦେଇଛନ୍ତି । ହିଜାବ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିବା ତିନିଜଣ ବିଚାରପତିଙ୍କୁ 'Y' ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ଏବେ ଭାରତର ପ୍ରଗତୀରେ ସାମିଲ ହେବ ଜାପାନ
ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍ ଚାଲି ଥିବାବେଳେ ହଠାତ୍ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।
ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ।
ଭାରତରେ ଜାପାନ କମ୍ପାନୀଙ୍କୁ ଅବଶ୍ୟ ସହଯୋଗ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯିବ ।
ତୁମକୁର୍ ଜିଲ୍ଲାର ପାଗୱାଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।
ଅନ୍ତର୍ଜାତୀୟ ସ୍ତରରେ ପୁଣି ବେଜିତ୍ ହେଲା ପାକିସ୍ତାନ। ଏତେ ପାରିବାର ବୈଜ୍ଞାନିକ ଯେ, ପରୀକ୍ଷା କରିବା ପୂର୍ବରୁ ହିଁ ଫୁସୁକି ଗଲା ମିଜାଇଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୁଲଡୋଜର ବାବା ଭାବେ ପରିଚିତ ଯୋଗୀ ଆଦିତ୍ୟନାଥ ।
କୋଲକତାର ମୂଳବାସିନ୍ଦା ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀ । ଯିଏ କି ପେଶାରେ ଜଣେ ପାଇଲଟ ।
ଗତକାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ଏବଂ ଝଗଡ଼ା ହୋଇଥିଲା
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୨୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୫୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୯,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
କରୋନା ପ୍ରକୋପ କମିଛି। କିନ୍ତୁ ଏବେ ଏହାକୁ ନେଇ ଢିଲା ଦେବାନି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଥମୁନି ଚର୍ଚ୍ଚା। ପ୍ରତି ସଭାରେ, ସବୁ ଗସ୍ତରେ ବାମ ପାର୍ଶ୍ୱ ହାତରେ କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ମୋଦି? ଉପସ୍ଥାପକଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ...
IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍ର ଫଟୋ ଭାଇରାଲ୍ ହେଉଛି। ଏୟାରପୋର୍ଟରେ ଚେକିଂ ବେଳେ ତାଙ୍କ ବ୍ୟାଗ୍ରୁ ଏମିତି କିଛି ଜିନିଷ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
କଣ ହେବ ତାଙ୍କ ପାଇଁ ବଡ଼ ଚାଲେଞ୍ଜ
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ସନ୍ତାନ ବାପାଙ୍କୁ ମାଗିପାରିବେନି ପଇସା ।
ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ..
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୦୦ ଟଙ୍କା କମି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା କମି ୫୧,୬୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।
୪୦ କାଶ୍ମୀର ପଣ୍ଡିତଙ୍କୁ ହାଣିଥିଲା। ୧୬ ବର୍ଷ ଜେଲରେ ବି ରହିଲା...ପରେ ବେଲ୍ରେ ଆସି ଫୁଲମାଳ ପକାଇ କାଶ୍ମୀରରେ ବୁଲୁଛି। ମିଡ଼ିଆକୁ କହୁଛି କେତେ ଜଣଙ୍କୁ ହାଣିଥିଲି ମୋର ମନେ ପଡୁନି, ବୋଧହୁଏ ୩୦ ରୁ ୪୦ ଜଣଙ୍କୁ ହାଣିଥିଲି...ଦେଖନ୍ତୁ ବିଟ୍ଟା କରେଟାର କଳା କାହାଣୀ....
ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି(ଆପ୍) ଏକାକୀ ୯୨ ଆସନ ଜିତି ଥିଲା।