ସାମାନ୍ୟ କଥା ପାଇଁ ମୀନାଙ୍କ ପରିବାର ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ।
ଜେଲ୍ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍ ଖାଇ ଶୋଇ ପଡ଼ିଥିବାର ଜେଲ୍ର ଅଧିକାରୀ ସୂଚନା ଦେଇଛନ୍ତି ।
ଜ୍ଞାନବାପି ମସ୍ଜିଦ୍ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ରତନ ଲାଲ ଗିରଫ ହୋଇଛନ୍ତି ।
ଅନ୍ତିମ ସଂସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ। ଏପରିକି ଜଣେ ବଧୂ ଯେଉଁ ସବୁ ଜିନିଷ ବ୍ୟବହାର କରେ ଏସବୁକୁ ଅନ୍ତିମ ସଂସ୍କାର ବେଳେ ଦୂରେଇ ରଖିବେ’... ମୃତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ନବବଧୂ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀ । ଏନେଇ କଂଗ୍ରେସ ଦଳ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ରାଜୀବ ଗାନ୍ଧି ଥିଲେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ।
ବାରଣାସୀ ଜିଲ୍ଲା ଜଜ୍ଙ୍କ କୋର୍ଟରେ ହେବ ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପି ମସଜିଦ ବିବାଦ ମାମଲାର ଶୁଣାଣି ।
୨୦୧୯ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ତେଲେଙ୍ଗାନା ଏନ୍କାଉଣ୍ଟର ଫେକ୍ ସାବ୍ୟସ୍ତ ହୋଇଛି। ୪ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଠାରୁ ଅସ୍ତ୍ର ଛଡ଼ାଇ ଖସିବାକୁ ଚେଷ୍ଟା କରି ନ ଥିଲେ। ବରଂ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ଗୁଳି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ।
ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି ।
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ସତ ହେବାକୁ ଯାଉଛି ଫାଇଭ୍-ଜି ଟେକ୍ନୋଲଜି । ଗତକାଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ପ୍ରଥମ ଫାଇଭ୍-ଜି କଲ୍ର ଟ୍ରାଏଲ କରିଛନ୍ତି । ଆଇଆଇଟି ମାଡ୍ରାସ ସ୍ଥିତ ଫାଇଭ୍ ଜି ଟେଷ୍ଟ ବେଡ୍ରେ ଏହାର ସଫଳ ଟ୍ରାଏଲ ହୋଇଛି ।
ଦେଶରେ ଆରମ୍ଭ ହୋଇଥିବା ନୂଆ କରି ଭିଷ୍ଟାଡୋମ୍ ଟ୍ରେନ୍ ବଗିକୁ ପରଖିଲେ ରେଳମନ୍ତ୍ରୀ । ଟ୍ରେନ୍ରେ ବୁଲି ନିଜେ ସ୍ଥିତି ପରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଗତକାଲି ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଥିବାବେଳେ ଆଜି ଜେଲ୍ ସେ ଜେଲ୍ ଯାଇଛନ୍ତି ।
ଗହମ ରପ୍ତାନୀ କଟକଣାକୁ ନେଇ ଭାରତର ବଡ଼ ବୟାନ
ଜ୍ଞାନବାପି ମସଜିଦ ମାମଲାକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣୀ ।
ପେଗାସସ୍ ମାମଲାରେ ଆଗାମୀ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ ।
ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ କିଡ୍ନୀରୁ ୨୦୬ଟି ପଥର ବାହାର କରାଯାଇଛି। କିଡ୍ନୀରୁ ଏତେ ସଂଖ୍ୟକ ପଥର ମିଳିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।
ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ CBI ନୂଆ ମାମଲା ରୁଜୁ କରିଛି।
ଗ୍ରାହକମାନେ ଯେକୌଣସି ପୁରୁଣା ୪ଜି ଫିଚର ଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍କୁ ବଦଳାଇ ମାତ୍ର ୪,୪୯୯ ଟଙ୍କା ମୂଲ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଜିଓଫୋନ୍ ନେକ୍ସଟ୍ ପାଇପାରିବେ।
ଭିଡିଓରେ ରତନ ଟାଟା ଏକ ଧଳା ରଙ୍ଗର ଟାଟା ନାନୋରେ ବସି ଆସୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ସହ କେବଳ ଶାନ୍ତନୁ ନାୟୁଡ ନଜର ଆସିଛନ୍ତି ।
୧୬ ମାମଲାରୁ ଏଯାବତ ପ୍ରାୟ ୧୧ଟି ମାମଲାର ବିଚାର ସରିଥିବା ସୂଚନା ରହିଛି । ଦୁଇ ଅଭିଯୁକ୍ତ ଡାସନା ଜେଲରେ ପୂର୍ବରୁ ଅନେକ ମାମଲାରେ ସଜା କାଟୁଛନ୍ତି ।
ନିଜ ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଆଣି ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।
ଅନ୍ୟ ବିଚ୍ଛିନ୍ନତାବାଦୀ ସବିର ଶାହା, ମସରତ ଆଲାମ, ମହମ୍ମଦ ୟୁସୁଫ ଶାହା ଭଳି ଅନ୍ୟ ନେତାଙ୍କ ନାଁରେ ମଧ୍ୟ ଏନେଇ ଚାର୍ଜଫ୍ରେମ ହୋଇଛି ।