ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍। ଏହା କଳା ରଙ୍ଗର ମର୍ସିଡିଜ୍ ବେଞ୍ଜ S400 କାର୍। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର୍ ଭଳି ଏଥିରେ ରହିଛି ଏକ ସେ ବଢ଼କର ଏକ ଫିଚର୍।
Published: Rajalaxmi Sahoo
Last updated: 25 July 2022, 02:36 PM IST
ପୂର୍ବରୁ କନୌଜ ସିଟ୍ ପାଇଁ ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରାଯାଇଥିଲା । ଏବେ କିନ୍ତୁ ନିଜେ ସପା ମୁଖ୍ୟ ଅଖିଳେଶ ଯାଦବ ଏହି ସିଟରୁ ନିର୍ବାଚନ ଲଢିବେ ।