ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର ପଞ୍ଚଦଶତମ ରାଷ୍ଟ୍ରପତିଙ୍କୁ। ଭାରତ ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ, ଜଣେ ଆଦିବାସୀ ମହିଳା ହେଲେ ମହାମହିମ ପଦର ଅଧିକାରୀ।
Published: Chandan Shishu
Last updated: 25 July 2022, 02:40 PM IST
ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ। ଏକାଠି ହେଲେ ହଜାର ହଜାର ହିନ୍ଦୁ ମୁସଲିମ କଏଦୀ। ଶରୀରରେ ପବିତ୍ର ପାଣି ଢାଳିଲେ, ସବୁ ପାପକୁ ଧୋଇଦେଲେ ।