Advertisment

ଶପଥ ନେଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର

author-image
Otv Khabar Bureau
ଅଦ୍ୟତନ ହୋଇଛି
New Update
Draupadi Murmu swearing in ceremony as 15th President of India

Draupadi Murmu swearing in ceremony as 15th President of India

ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର ପଞ୍ଚଦଶତମ ରାଷ୍ଟ୍ରପତିଙ୍କୁ। ଭାରତ ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ, ଜଣେ ଆଦିବାସୀ ମହିଳା ହେଲେ ମହାମହିମ ପଦର ଅଧିକାରୀ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ଟିକିନିଖି ଖବର ଜାଣନ୍ତୁ..

Advertisment
  • Jul 25, 2022 15:42 IST

    ଶପଥ ନେଲେ ଦ୍ରୌପଦୀ, ରାଜ୍ୟ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ



  • Jul 25, 2022 15:21 IST

    ମୋ ଭଉଣୀ ଶପଥ ଉତ୍ସବରେ ମୁଁ ଯୋଗଦେଇ ବହୁତ ଖୁସି: ନବୀନ



  • Jul 25, 2022 15:20 IST

    ଏ ପେଣ୍ଟିଂ ଯିବ ରାଷ୍ଟ୍ରପତି ଭବନ



  • Jul 25, 2022 15:16 IST

    ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଖୁସି ମହିମା ସାଧୁସନ୍ଥ, ଦ୍ରୌପଦୀ ମାଆଙ୍କୁ ଦେଲେ ଧନ୍ୟବାଦ



  • Jul 25, 2022 15:16 IST

    ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଖୁସି ମହିମା ସାଧୁସନ୍ଥ, ଦ୍ରୌପଦୀ ମାଆଙ୍କୁ ଦେଲେ ଧନ୍ୟବାଦ



  • Jul 25, 2022 15:15 IST

    ଟିଭିରେ ଶପଥ ଗ୍ରହଣ ଉତ୍ସବ ଦେଖିଲେ ପରିବାର ସଦସ୍ୟ



  • Jul 25, 2022 15:15 IST

    ଦ୍ରୌପଦୀଙ୍କ ପାଇଁ ପାଦ ପୂଜା



  • Jul 25, 2022 14:53 IST

    ନୂଆ ଘରକୁ ଗଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ



  • Jul 25, 2022 14:53 IST

    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତୁଳସୀ କ୍ଷେତ୍ରରୁ ଶୁଭେଚ୍ଛା



  • Jul 25, 2022 14:20 IST

    ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ମୋ ଜୀବନ ପଛେ ନର୍କେ ପଡିଥାଉ



  • Jul 25, 2022 14:20 IST

    ଏ ଲଡୁର ଓଜନ ୧ କ୍ୱିଣ୍ଟାଲ୍



  • Jul 25, 2022 14:19 IST

    କ୍ଲାସ୍ ମନିଟରରୁ ଦେଶର ସୁପ୍ରିମ କମାଣ୍ଡର



  • Jul 25, 2022 14:19 IST

    ଦ୍ରୌପଦୀ ହେଲେ ରାଷ୍ଟ୍ରପତି, ମିଠା ବାଣ୍ଟି ଖୁସି ମନାଇଲେ ଲୋକେ...



  • Jul 25, 2022 14:18 IST

    ରାଷ୍ଟପତିଙ୍କ କାର୍ ବାଲେଷ୍ଟିକ୍ ପ୍ରୋଟେକସନ୍ କାର୍



  • Jul 25, 2022 14:18 IST

    ଜାଣନ୍ତୁ ରାଷ୍ଟ୍ରପତିଙ୍କ କାରରେ ସବୁ କଣ ଅଛି?



  • Jul 25, 2022 14:18 IST

    ବିଦାୟ ନେଉଛନ୍ତି ରାମନାଥ କୋବିନ୍ଦ



  • Jul 25, 2022 14:17 IST

    ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ ଅନର



  • Jul 25, 2022 14:17 IST

    ଦ୍ରୌପଦୀଙ୍କୁ ଶପଥ ପାଠ କରାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି



  • Jul 25, 2022 14:16 IST

    🔴ଏକ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ: ଦ୍ରୌପଦୀ



  • Jul 25, 2022 13:12 IST

    ଶପଥ ନେଲେ ଦ୍ରୌପଦୀ ଜାହିରାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା



  • Jul 25, 2022 13:11 IST

    ଶପଥ ନେଲେ ଦ୍ରୌପଦୀ ଜାହିରାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା



  • Jul 25, 2022 13:10 IST

    ‘ଏକ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ’



  • Jul 25, 2022 13:03 IST

    ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗାର୍ଡ୍ ଅଫ୍‌ ଅନର



  • Jul 25, 2022 12:56 IST

    ଦ୍ରୌପଦୀଙ୍କୁ ଶପଥ ପାଠ କରାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି



  • Jul 25, 2022 12:56 IST

    ସାରା ଭାରତ ପାଇଁ ଅନନ୍ୟ ଓ ଐତିହାସିକ ମୁହୂର୍ତ୍ତ



  • Jul 25, 2022 12:56 IST

    ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ



  • Jul 25, 2022 12:55 IST

    ରାଷ୍ଟ୍ରପତି ଭବନକୁ ବିଦାୟ ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ



  • Jul 25, 2022 12:40 IST

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମିତି ନେଲେ ଶପଥ, ଉତ୍ସବରେ ପ୍ରବଳ କରତାଳି



  • Jul 25, 2022 12:29 IST

    ମହାମହିମଙ୍କୁ ଗାର୍ଡ ଅଫ୍ ଅନର୍



  • Jul 25, 2022 12:04 IST

    ଏମିତି ଶେଷ ହେଲା ଶପଥ ଗ୍ରହଣ ସମାରୋହ



  • Jul 25, 2022 12:03 IST

    ମାଦଲ, ଘଣ୍ଟଘଣ୍ଟା ଶବ୍ଦରେ କମ୍ପୁଛି ପରିବେଶ



  • Jul 25, 2022 12:02 IST

    ସନ୍ଥକବି ଭୀମଭୋଇଙ୍କ କବିତା ପାଠ କଲେ ଉପରାଷ୍ଟ୍ରପତି, ମୋ ଜୀବନ ପଥେ...



  • Jul 25, 2022 11:52 IST

    ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଆସନରେ ବସିଲେ ମ୍ୟାଡମ୍‌ ପ୍ରେସିଡେଣ୍ଟ୍‌ ଦ୍ରୌପଦୀ ମୁର୍ମୁ



  • Jul 25, 2022 11:42 IST

    ଅଭିଭାଷଣରେ ଏଇମାନଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କହିଲେ ପ୍ରଗତିର କଥା



  • Jul 25, 2022 11:42 IST

    ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଅଭିଭାଷଣ ଦେଉଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ



  • Jul 25, 2022 11:41 IST

    ‘ମୋତେ ଏଯାଏଁ ଆଣିଛି ଗଣତନ୍ତ୍ରର ଶକ୍ତି’



  • Jul 25, 2022 11:41 IST

    ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ



  • Jul 25, 2022 11:35 IST

    ଶପଥ ଗ୍ରହଣ କଲେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ



  • Jul 25, 2022 11:29 IST

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଅବସରରେ ଖୁସିରେ ନାଚିଲେ ବିଜେପି କର୍ମୀ



  • Jul 25, 2022 11:14 IST

    ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’

    ‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।

    ଆହୁରି ପଢ଼ନ୍ତୁ...



  • Jul 25, 2022 11:03 IST

    ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ



  • Jul 25, 2022 11:02 IST

    ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ, ପାର୍ଲାମେଣ୍ଟ ସେଣ୍ଟ୍ରାଲ ହଲର ଦୃଶ୍ୟ



  • Jul 25, 2022 11:02 IST

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ



  • Jul 25, 2022 11:02 IST

    ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏଁ ଉତ୍ସବମୁଖର ପରିବେଶ



  • Jul 25, 2022 10:50 IST

    କ୍ଲାସ ମନିଟରରୁ ଦେଶର ସୁପ୍ରିମ କମାଣ୍ଡର



  • Jul 25, 2022 10:50 IST

    ସଂସଦ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...



  • Jul 25, 2022 10:49 IST

    ଶପଥ ନେବାକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ



  • Jul 25, 2022 10:49 IST

    ଶପଥ ନେଲେ ଦ୍ରୌପଦୀ ମୁର୍ମୁ



  • Jul 25, 2022 10:49 IST

    ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାରୋହ ସ୍ଥଳକୁ ଯିବାର ଦୃଶ୍ୟ



  • Jul 25, 2022 10:48 IST

    ଏମିତି ସଜ୍ଜିତ ହୋଇ ରହିଛନ୍ତି ଅଶ୍ୱବାହିନୀ, ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ



Draupadi Murmu 15th President Of India
Advertisment
Advertisment