ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର ପଞ୍ଚଦଶତମ ରାଷ୍ଟ୍ରପତିଙ୍କୁ। ଭାରତ ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ, ଜଣେ ଆଦିବାସୀ ମହିଳା ହେଲେ ମହାମହିମ ପଦର ଅଧିକାରୀ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ଟିକିନିଖି ଖବର ଜାଣନ୍ତୁ..
15:42 PM(2 years ago )
15:21 PM(2 years ago )
15:20 PM(2 years ago )
15:16 PM(2 years ago )
15:16 PM(2 years ago )
15:15 PM(2 years ago )
15:15 PM(2 years ago )
14:53 PM(2 years ago )
14:52 PM(2 years ago )
#ଫଟୋରେ_ଖବର:
— ଓଟିଭି (@otvkhabar) July 25, 2022
ତୁଳସୀ କ୍ଷେତ୍ରରୁ ଶୁଭେଚ୍ଛା...ଏହି ପେଣ୍ଟିଙ୍ଗ୍ ରାଷ୍ଟ୍ରପତି ଭବନରେ ଶୋଭା ପାଇବ... #Kendrapada #DraupadiMurmu #PhotoNews #PresidentOfIndia #Odisha #OTV pic.twitter.com/ePel1jDF0x
14:20 PM(2 years ago )
14:20 PM(2 years ago )
14:19 PM(2 years ago )
14:19 PM(2 years ago )
14:18 PM(2 years ago )
14:18 PM(2 years ago )
14:18 PM(2 years ago )
14:17 PM(2 years ago )
14:17 PM(2 years ago )
14:16 PM(2 years ago )
13:12 PM(2 years ago )
13:11 PM(2 years ago )
13:10 PM(2 years ago )
13:03 PM(2 years ago )
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗାର୍ଡ୍ ଅଫ୍ ଅନର #Delhi #GuardofHonour #formerPresidentRamNathKovind #RamNathKovind #OTV pic.twitter.com/tMMozQsaOv
— ଓଟିଭି (@otvkhabar) July 25, 2022
12:56 PM(2 years ago )
12:56 PM(2 years ago )
12:56 PM(2 years ago )
12:55 PM(2 years ago )
ରାଷ୍ଟ୍ରପତି ଭବନକୁ ବିଦାୟ ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜନପଥ ରୋଡ଼ର ନୂଆ ଭବନରେ ପହଞ୍ଚିଲେ #RamNathKovind #RashtrapatiBhawan #JanpathRoad #OTV pic.twitter.com/Nz1FoI2wj8
— ଓଟିଭି (@otvkhabar) July 25, 2022
12:40 PM(2 years ago )
12:29 PM(2 years ago )
12:04 PM(2 years ago )
12:03 PM(2 years ago )
12:02 PM(2 years ago )
11:52 AM(2 years ago )
11:42 AM(2 years ago )
11:42 AM(2 years ago )
11:41 AM(2 years ago )
11:41 AM(2 years ago )
11:35 AM(2 years ago )
11:29 AM(2 years ago )
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଅବସରରେ ଖୁସିରେ ନାଚିଲେ ବିଜେପି କର୍ମୀ#DraupadiMurmu #PresidentofIndia #BJP #Bhubaneswar #OTV pic.twitter.com/HWyYn6hEIC
— ଓଟିଭି (@otvkhabar) July 25, 2022
11:14 AM(2 years ago )
‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।
11:03 AM(2 years ago )
11:02 AM(2 years ago )
11:02 AM(2 years ago )
11:02 AM(2 years ago )
10:50 AM(2 years ago )
10:50 AM(2 years ago )
10:49 AM(2 years ago )
10:49 AM(2 years ago )
10:49 AM(2 years ago )
10:48 AM(2 years ago )
10:41 AM(2 years ago )
10:40 AM(2 years ago )
10:28 AM(2 years ago )
ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
— ଓଟିଭି (@otvkhabar) July 25, 2022
। ସମସ୍ତ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ, କହିଲେ- ‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି ’ ।#DraupadiMurmu #PresidentOfIndia #OathTakingCeremony #OTV pic.twitter.com/1vgaYWw0ur
10:28 AM(2 years ago )
10:28 AM(2 years ago )
•ଶପଥ ଉତ୍ସବରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ
— ଓଟିଭି (@otvkhabar) July 25, 2022
•ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଉପସ୍ଥିତ
•ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ#DraupadiMurmu #PresidentOfIndia #OathTakingCeremony #OTV pic.twitter.com/6fqzp4TlCI
10:27 AM(2 years ago )
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
10:27 AM(2 years ago )
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
10:16 AM(2 years ago )
ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ#DraupadiMurmu #DraupadiMurmuNewPresidentOfIndia #PresidentDraupadiMurmu #PresidentOfIndia #PresidentialOath pic.twitter.com/moPthFYGBr
— ଓଟିଭି (@otvkhabar) July 25, 2022
10:13 AM(2 years ago )
•ସଂସଦ ଭବନରେ ପହଞ୍ଚିଲେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
— ଓଟିଭି (@otvkhabar) July 25, 2022
•ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସଂସଦ ଭବନରେ ପହଞ୍ଚିଲେ
•ସ୍ୱାଗତ କଲେ ଉପରାଷ୍ଟ୍ରପତି ଭେଙ୍କେୟା ନାୟିଡୁ ଓ ବାଚସ୍ପତି ଓମ୍ ବିର୍ଲା
•କିଛି ସମୟ ପରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ#DraupadiMurmu #PresidentOfIndia pic.twitter.com/I8Yv8YCn3A
10:13 AM(2 years ago )
ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଶୁଭେଚ୍ଛା ଜଣାଇଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ... #RamNathKovind #DraupadiMurmu #PresidentOfIndia #OathTakingCeremony #OTV pic.twitter.com/uOTa1HEmbf
— ଓଟିଭି (@otvkhabar) July 25, 2022
10:12 AM(2 years ago )
•ରାଷ୍ଟ୍ରପତି ଭବନରୁ ବାହାରିଲେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
— ଓଟିଭି (@otvkhabar) July 25, 2022
•ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଏକାଠି ବାହାରିଲେ#RamNathKovind #DraupadiMurmu #PresidentOfIndia #OathTakingCeremony #OTV pic.twitter.com/f9eycFtpUr
10:12 AM(2 years ago )
ରାଷ୍ଟ୍ରପତି ଭବନ ସମ୍ମୁଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ#PresidentOfIndia #DraupadiMurmu #OathTakingCeremony #Odisha pic.twitter.com/bIcytPNGsX
— ଓଟିଭି (@otvkhabar) July 25, 2022
10:12 AM(2 years ago )
#ରାଜଘାଟରେ_ମଥା_ନୁଆଁଇଲେ_ଦ୍ରୌପଦୀ_ମୁର୍ମୁ
— ଓଟିଭି (@otvkhabar) July 25, 2022
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ#RamNathKovind #DraupadiMurmu #PresidentOfIndia #OathTakingCeremony pic.twitter.com/OBLbjxRyR8
09:49 AM(2 years ago )
ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ: ଜାଣନ୍ତୁ କେତେବେଳେ କେଉଁ କାର୍ଯ୍ୟକ୍ରମ ରହିଛି#PresidentOfIndia #DraupadiMurmu #OathTakingCeremony #Odisha pic.twitter.com/d4i57D1mJT
— ଓଟିଭି (@otvkhabar) July 25, 2022
09:40 AM(2 years ago )
#NewDelhi
— ଓଟିଭି (@otvkhabar) July 25, 2022
ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ, ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଶୁଭେଚ୍ଛା ଜଣାଉଛନ୍ତି...#RamNathKovind #DraupadiMurmu #PresidentOfIndia #PresidentialOath
(Source: Rashtrapati Bhavan) pic.twitter.com/6NcDIsBzek
09:39 AM(2 years ago )
ରାଜଘାଟରେ ଦ୍ରୌପଦୀ ମୁର୍ମୁ । ମହାତ୍ମା ଗାନ୍ଧିଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । #DraupadiMurmu #PresidentOfIndia #OTV pic.twitter.com/uekJkwnZjl
— ଓଟିଭି (@otvkhabar) July 25, 2022
09:39 AM(2 years ago )
•ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
— ଓଟିଭି (@otvkhabar) July 25, 2022
•ବିଧି ଅନୁସାରେ ଦ୍ରୌପଦୀଙ୍କୁ ସ୍ୱାଗତ କଲେ ବିଦାୟୀ ରାଷ୍ଟ୍ରପତି କୋବିନ୍ଦ#DraupadiMurmu #PresidentOfIndia #OTV pic.twitter.com/fFB2Ut2m4a
09:26 AM(2 years ago )
•ଦ୍ରୌପଦୀଙ୍କ ଶପଥ ପାଇଁ ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ ସ୍ବତନ୍ତ୍ର ଆୟୋଜନ
— ଓଟିଭି (@otvkhabar) July 25, 2022
•ପଦ ଓ ଗୋପନୀୟତାର ଶପଥ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
•ଶପଥ ଉତ୍ସବରେ ଦେଶର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ
•ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ଓଡ଼ିଶାର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ#DraupadiMurmu #PresidentOfIndia #OTV pic.twitter.com/EUE8ZueZ9A
09:25 AM(2 years ago )
•ଓଡ଼ିଆ ଝିଅ ଦ୍ରୌପଦୀ ଶୀର୍ଷ ଆସନରେ ବସିବାକୁ ନେଇ ଉତ୍ସବର ପରିବେଶ
— ଓଟିଭି (@otvkhabar) July 25, 2022
•ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
•ଭୁବନେଶ୍ୱର, ରାଇରଙ୍ଗପୁର ଓ ଉପରବେଡ଼ାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
•କିଛି ସମୟ ପରେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନେବେ ଶପଥ#DraupadiMurmu #PresidentOfIndia pic.twitter.com/yvoxfAiVj9
08:47 AM(2 years ago )
ଆଉ କିଛି ସମୟ ପରେ ଦେଶ ପାଇବ ପଞ୍ଚଦଶ ରାଷ୍ଟ୍ରପତି । ଓଡ଼ିଆ ଝିଅ ସମ୍ଭାଳିବେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରିକ ରାଷ୍ଟ୍ରର ସବୋର୍ଚ୍ଚ ସାମ୍ବିଧାନିକ ପଦ। ଏହି ଅବସରରେ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏ ଉତ୍ସବମୁଖର ପରିବେଶ । ତେବେ ଜାଣନ୍ତୁ ଜାଣନ୍ତୁ କେତେବେଳେ କେଉଁ କାର୍ଯ୍ୟକ୍ରମ ରହିଛି...
07:55 AM(2 years ago )
07:52 AM(2 years ago )
ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନକ ପରେ ଶପଥ ନେଉ ନେଉ ହେବେ ଦେଶର ନୂଆ ମୁଖିଆ, ବହୁ କ୍ଷମତାର ଅଧିକାରୀ । ରାଷ୍ଟ୍ରପତି ଭାବେ ସେ ହେବେ ଭାରତୀୟ ସୁରକ୍ଷା ବାହିନୀର କମାଣ୍ଡର-ଇନ୍-ଚିଫ୍ । ତାଙ୍କ ପାଖରେ ରହିବ କୌଣସି ଦୋଷୀ ସାବ୍ୟସ୍ତ ବ୍ୟକ୍ତିର ଦଣ୍ଡକୁ କ୍ଷମା କରିବା, କମାଇ ଦେବା ବା ବାତିଲ କରିବା, ଏମିତିକି ମୃତ୍ୟୁଦଣ୍ଡ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିବ ।
07:50 AM(2 years ago )
ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ#DraupadiMurmu #PresidentOfIndia #OathTakingCeremony pic.twitter.com/hm0WpuFSGc
— ଓଟିଭି (@otvkhabar) July 25, 2022
07:45 AM(2 years ago )
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା। ସକାଳ ୧୦ଟା ୧୪ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।ଏହାସହ ଆଜିଠୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ।
07:42 AM(2 years ago )
ଏ ହେଉଛି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଯେଉଁଠି ପ୍ରତିଦିନ ଦ୍ରୌପଦୀ ମୁର୍ମୁ ଯାଇ ଯୋଗ ଓ ଧ୍ୟାନ କରନ୍ତି#PresidentOfIndia #DraupadiMurmu #Rairangpur #Odisha pic.twitter.com/YKzgqy7HkL
— ଓଟିଭି (@otvkhabar) July 25, 2022
07:34 AM(2 years ago )
ରତକୁ ମିଳିଯାଇଛି ଏହାର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସ୍ନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧୀ ଯଶୱନ୍ତ ସିହ୍ନା ଥିଲେ। ଦ୍ରୌପଦୀ ମୁର୍ମୁ ଭରପୂର ଭୋଟ୍ରେ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଯାଇଛନ୍ତି। କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା।