ଖାଇବା ତେଲ ଉପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି।
କର୍କଟ ରୋଗୀଙ୍କୁ ନୂଆ ଜୀବନ ଦେଇପାରେ ଏକ ଭୂତାଣୁ। କୌଣସି ଔଷଧ ନୁହେଁ, ବରଂ ଗୋଟିଏ ଭୂତାଣୁ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ ବୋଲି ଆଶା କରାଯାଉଛି।
କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି। MyGov କହିଛି ଯେ ବର୍ତ୍ତମାନଠାରୁ ଆପଣ ହ୍ୱାଟସ୍ ଆପ୍ ମାଧ୍ୟମରେ MyGov ହେଲ୍ପଡେସ୍କରେ ଡିଜିଲକର୍ ସେବା ବ୍ୟବହାର କରିପାରିବେ।
ଗୁଳିମାଡ଼ ପରେ ସୈଫୁଲ ଓ ତାଙ୍କ ଝିଅଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ୭ ବର୍ଷୀୟ ଝିଅର ଡାହାଣ ହାତରେ ଗୁଳି ବାଜିଛି ।
ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।
ଯେଉଁ ଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠୁ କାର୍ଯ୍ୟକାଳ ଆରମ୍ଭ ।
ମଣିଷର ପରିସ୍ଥିତି କିଭଳି ରହିଛି ତାହା ପ୍ରେମ ପାଇଁ କିଛି ଫରକ ପକାଏ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଏହି ଭିକ୍ଷୁକ ।
ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ବୋଲି ଖବର ମିଳିଛି ।
ଅଟୋଗ୍ରାଫ୍ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି ରିତ୍ସୁକିଙ୍କୁ ପ୍ରଶଂସା କରି କହିଥିଲେ, Waah! ହିନ୍ଦୀ ତୁମେ କେଉଁଠୁ ଶିଖିଲ ? ଏତେ ଭଲ ଭାବରେ ତୁମେ ହିନ୍ଦୀ ଜାଣିଛ ?
ଗତ ୨-୩ ଦିନ ଧରି ସନ୍ଧ୍ୟାରେ ଝଡ଼ତୋଫାନ ଓ ବଜ୍ରପାତ ହେଉଥିଲା। ହେଲେ ଆଜି ସକାଳେ ହଠାତ୍ ଆକାଶରେ କଳା ବାଦଲ ଘୋଟି ଆସିବା ସହ ବର୍ଷା ଆରମ୍ଭ ହୋଇଥିଲା।
ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ...
ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।
କୁତବ ମିନାର ଖନନ ପାଇଁ ସଂସ୍କୃତି ମନ୍ତ୍ରାଳୟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିବା ନେଇ ଯେଉଁ ଖବର ପ୍ରସାରଣ ହେଉଛି, ତାହା ମିଛ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶାନ ରେଡ୍ଡି ।
ଅଝଟ କରୁଥିଲା କୁନି ପୁଅ, ପୁରୁଣା ସାଇକେଲ ଆଣି ପୁଅ ପାଇଁ ଖୁସି କିଣିଛି ଜଣେ ଗରିବ ବାପା
ଟ୍ରକ୍କୁ ପଛ ପଟୁ କାର୍ ପିଟିବା ଯୋଗୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଫ୍ଲାଟ୍ରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘରର ମୁଖିଆ ଚାଲି ଯିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ଧୀରେ ଧୀରେ ପୁରା ପରିବାର ଡିପ୍ରେସନକୁ ଚାଲି ଯାଇଥିଲେ।
ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି।
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା। ଭୁବନେଶ୍ୱର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ଚିନ୍ତା ବଢ଼ିଛି। ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି।
ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା
ପିଟି ପିଟି ବୃଦ୍ଧ ବ୍ୟକ୍ତିଙ୍କୁ ମାରିଦେଲେ କି ?
ଆଈ ମା’ କରୁଛନ୍ତି ୱେଟଲିପ୍ଟିଂ । ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ୩୩ ଜୀବନ। ବଜ୍ରପାତରେ ବିହାରରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରୁ ଏହି ଅଘଟଣ ଖବର ଆସିଛି।
ସାମାନ୍ୟ କଥା ପାଇଁ ମୀନାଙ୍କ ପରିବାର ୧୭ ବର୍ଷ ହେଲା ବାସନ୍ଦ ଜୀବନ କାଟୁଛନ୍ତି ।
ଜେଲ୍ର ପ୍ରଥମ ଦିନରେ ହିଁ ସେ ରାତ୍ର ଭୋଜନ କରିନଥିବାର ଶୁଣିବାକୁ ମିଳିଛି । ସେ ଭୋଜନ କରିସାରିଛନ୍ତି ବୋଲି କହି କିଛି ମେଡିସିନ୍ ଖାଇ ଶୋଇ ପଡ଼ିଥିବାର ଜେଲ୍ର ଅଧିକାରୀ ସୂଚନା ଦେଇଛନ୍ତି ।