• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

India's first state-of-the-art 3D post office set-up in Bengaluru
ଦେଶର ପ୍ରଥମ 3D ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ

ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟେଡ ପୋଷ୍ଟ ଅଫିସ ଉଦ୍‌ଘାଟିତ। ୧୧ ଶହ ସ୍କୋୟାର ଫୁଟର ଜାଗାରେ ଏହା ତିଆରି ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Journalist Killed
କବାଟ ଖୋଲୁ ଖୋଲୁ ସାମ୍ବାଦିକଙ୍କ ଉପରେ ଗୁଳି ବର୍ଷା...

ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Spring Loaded Fans To Prevent Suicides
ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ !

ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ ! ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି।

  • Friday, 18 August 2023
Maharashtra Politics
ଜଣେ କହିଲେ ‘ମୋତେ ମନ୍ତ୍ରୀ ନକଲେ ମୁଁ ଇସ୍ତଫା ଦେବି, ଆଉ ଜଣେ କହିଲେ ‘ମୋତେ ମନ୍ତ୍ରୀ ପଦ ନିହାତି ଦରକାର’..!

ତା’ପରେ ଆଉ ଜଣେ ବିଧାୟକ କହିଲେ ଯେ,‘ମୋତେ ମନ୍ତ୍ରୀ ନକଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’ ।

RBI issues new guidelines for loans
ଆପଣ ଲୋନ୍‌ ନେଇଛନ୍ତି କି ? ଜାଣି ରଖନ୍ତୁ ଏହି ନୂଆ ଗାଇଡ୍‌ଲାଇନ୍‌...

ଆପଣ ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌, ପର୍ସନାଲ୍‌ ଲୋନ୍‌ କରିଛନ୍ତି କି ? ତା’ହେଲେ ହୁଏତ ଏମିତି ହୋଇଥିବ ପାଖରେ ଟଙ୍କା ନଥିବାରୁ କିମ୍ବା ଅନ୍ୟ କାରଣ ଯୋଗୁ ଠିକ୍‌ ସମୟରେ ଆପଣ ଇଏମ୍‌ଆଇ(EMI) ଦେବାରେ ବିଳମ୍ବ ହୋଇଯାଇଥିବ।

Viral Photo
ଫୋନ୍‌ରେ ଗପିବା ମହଙ୍ଗା ପଡ଼ିଲା ! ଫଟୋ ଭାଇରାଲ ପରେ ASPଙ୍କ ବଦଳି

ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।

Crime against Minor Girl
ଦୁଷ୍କର୍ମ କରି ଜେଲ୍‌ ଯାଇଥିଲେ; ଫେରିବା ପରେ ପୁଣି ଥରେ...

ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।

Army Jawan yet to return from Pakistan
୫୦ ବର୍ଷ ବିତିଗଲାଣି...ପାକିସ୍ତାନ ସହ ଯୁଦ୍ଧ କରୁ କରୁ ନିଖୋଜ ହୋଇଗଲେ ଯେ ଏଯାଏଁ ଫେରିଲେନି

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

Shimla Land Slide
ସ୍ଥିତି ଭାରି ଭୟଙ୍କର ! କୁନି ଝିଅ ମନରେ ମୃତ୍ୟୁର ପ୍ରଶ୍ନ, ବାପା ନିରୁତ୍ତର...

ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।

Chandrayaan-3
ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ପ୍ରୋପଲସନ୍ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍

Narendra Modi
‘ପୁଣି ଆଉ ଥରେ ମୋଦି ସରକାର’ : ଟାଇମସ ନାଓ ସର୍ଭେ

ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Rain fury
ଉତ୍ତର ଭାରତରେ ପ୍ରକୃତିର କୋପ, ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।

Chandrayaan-3
ଇସ୍ରୋ ପାଇଁ ଅଗ୍ନି ପରୀକ୍ଷା, ପ୍ରପଲ୍ସନ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।

Union Minister Nirmala Sitharaman
ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Nirmala Sitharaman
ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨ ଦିନିଆ ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Spay Camera in Bank Ladies Bathroom
ବ୍ୟାଙ୍କର ଲେଡିଜ୍‌ ବାଥ୍‌ରୁମ୍‌ରେ ଲାଗିଥିଲା ସ୍ପାଏ କ୍ୟାମେରା ! ଧରା ହେଲେ ମ୍ୟାନେଜର...

ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । 

Uttarakhand Landslide
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ! ୪ ଦିନ ଧରି ଭୂସ୍ଖଳନ ରଚୁଛି ପ୍ରଳୟ

ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।

Nirmala Sitharaman
ନ୍ୟାସନାଲ୍ ଚାର୍ଟାଡ୍ କନଫରେନସ୍‌ ପାଇଁ ଓଡ଼ିଶା ଆସୁଛନ୍ତି ସୀତାରମଣ

ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।

Biswakarma Scheme
ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ; କମାର-ବାରିକ-ବଣିଆଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।

Delhi woman kills boyfriends son
ବିବାହିତ ପୁରୁଷଙ୍କୁ ପ୍ରେମ କରୁଥିଲେ ଯୁବତୀ, କଣ୍ଟା ସାଜିଥିଲା ନାବାଳକ ପୁଅ, ତଣ୍ଟିକାଟି କଲା ହତ୍ୟା

ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍‌ରେ ମଧ୍ୟ ରହିଥିଲେ । ରିଲେସନସିପ୍‌ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।

  • Wednesday, 16 August 2023
16kg deer meat seized
ପାଖରେ ଥିଲା ୧୬ କିଲୋ ହରିଣ ମାଂସ, ବିକ୍ରି ହେଉଥିଲା କେଜି ୩ହଜାର ଟଙ୍କା

୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।

India remembers former PM Atal Bihari Vajpayee on his death anniversary
ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

Landslides In Himachal Pradesh
ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ: ଥମୁନି ଭୂସ୍ଖଳନ ବିପର୍ଯ୍ୟୟ, ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ଘର...

ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।

Narendra Modi
୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି

୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି, ନାଁ ନେଇ ବିରୋଧୀଙ୍କୁ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍‌…