ପରଲୋକରେ ଏମ୍ଡିଏମ୍କେ ସାଂସଦ । ଟିକେଟ ନ ମିଳିବାକୁ ତିନି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୭,୩୧୦ ଟଙ୍କା ହୋଇଛି।
ପ୍ରତିବର୍ଷ ଭିଲୁପୁରାମର ଥିରୁଭାନ୍ନାଲୁର ଗାଁର ଦୁଇଟି ପାହାଡର ମିଳନସ୍ଥଳରେ ଥିବା ଏକ ଛୋଟ ମନ୍ଦିରରେ ପ୍ରଭୁ ମୁରୁଗାଙ୍କର ପାଙ୍ଗୁନି ଉଥିରାମ ମହୋତ୍ସବ ପାଳନ କରାଯାଏ। ଏଥିରେ ଶତାଧିକ ସନ୍ତାନହୀନ ଦମ୍ପତି ପ୍ରଭୁ ମୁରୁଗାଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା କରନ୍ତି।
୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୯୩୦ ଟଙ୍କା ହୋଇଛି।
ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।
ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ମଦ ପାଇଁ ହଟହଟା ହୋଇଛନ୍ତି ଜଣେ ଶିକ୍ଷକ । ସ୍କୁଲକୁ ମଦ ପିଇ ଆସିବାରୁ ଘଉଡ଼ାଇ ଦେଇଛନ୍ତି ପିଲା । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରେଖା ପାତ୍ରଙ୍କ ସହ କଥା ହେଲେ ମୋଦି । ପଶ୍ଚିମବଙ୍ଗ ବଶିରହାଟର ବିଜେପି ଲୋକସଭା ପ୍ରାର୍ଥୀ ରେଖା । ସନ୍ଦେଶଖାଲି ଘଟଣାର ପୀଡିତ ରେଖା ପାତ୍ର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।
୩୦୮୦ କୋଟିରେ ଗୋପାଳପୁର ପୋର୍ଟ ଲିମିଟେଡ୍ (GPL) ସହ ଚୁକ୍ତି ।
୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା ।
ସମ୍ପତ୍ତି ତାଲିକାରେ ଚୀନ୍ର ରାଜଧାନୀ ବେଜିଂକୁ ଟପିଲା ମୁମ୍ବାଇ । ଏସିଆର ନୂଆ ବିଲିୟନେୟାର ରାଜଧାନୀ ଭାବରେ ଉଭା ହୋଇଛି ମୁମ୍ବାଇ । ଭାରତର ଅର୍ଥନୈତିକ ମେରୁଦଣ୍ତ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଛନ୍ତି ।
କଂଗନାଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ କଂଗନାଙ୍କୁ ଉମେନ ଅଫ ଷ୍ଟିଲ୍ କହିବା ସହ ବିଜୟୀ ଭବ ବୋଲି ଲେଖିଛନ୍ତି ।
୨୦୧୨ରେ କେନ୍ଦ୍ରରେ ଉପା ସରାକାର ଥିବା ବେଳେ ଆଦିବାସୀ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ରାଷ୍ଟ୍ରୀୟ ବେତନ ସ୍ତର ସବୁ ରାଜ୍ୟରେ ଲାଗୁ କରିବା ବାଧ୍ୟତାମୂଳକ ହୋଇନାହିଁ, ତେଣୁ କିଛି ରାଜ୍ୟରେ ଦିନକୁ ୧୭୬ ଟଙ୍କାରୁ ବି କମ୍ ମଜୁରୀ ଦିଆଯାଉଛି ।
ଜେଲ୍ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍ ଗଲେ।
ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା ।
LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଡା କଞ୍ଚନ ୱାନେରେ କହିଛନ୍ତି ଯେ ଚିକିତ୍ସା ସେବା ସହକାରୀ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ ଗାଭାଇଙ୍କ ଅଧୀନରେ ତଦନ୍ତ ଆରମ୍ଭ ହୋଇଛି।
ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।
ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଥିଲେ।