• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sand
ଅମ୍ପନକୁ ରୋକିବା ପାଇଁ ବାଲି ବସ୍ତାରେ ବନ୍ଧ ତିଆରି ଚାଲିଛି

ବାଲେଶ୍ୱର: ଅମ୍ପନ ଆସୁଥିବା ଖବର ପରେ ସମୁଦ୍ରକୂଳିଆ ଲୋକେ ଛାନିଆ ହୋଇଗଲେଣି। ଆସନ୍ତାକାଲି ଏହା ସୁନ୍ଦରବନରେ ହିଟ୍ କରିବ। ଏଥିରେ ଅଧିକ ପ୍ରଭାବିତ ହେବ ପଶ୍ଚିମବଙ୍ଗ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ସମ୍ଭାବନା ଥିବାରୁ ଏଥିରୁ ରକ୍ଷା ପାଇବାକୁ ଲୋକେ ନିଜ ଉଦ୍ୟମରେ ସମୁଦ୍ର ପାଣିକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ପଶ୍ଚିମ ମେଦିନୀପୁରର ସମୁଦ୍ର କୂଳିଆ ଲୋକେ ବାଡ଼ ତିଆରି କରି ବାଲିବସ୍ତା ପକାଇଛନ୍ତି। ସମୁଦ୍ର କୂଳର ଗାଁର ଲୋକେ ନିଜ ଉଦ୍ୟମରେ ଏସବୁ କରୁଛନ୍ତି। […]

  • Monday, 26 July 2021
mamata
ମମତାଙ୍କୁ ଶାହ କହିଲେ କେନ୍ଦ୍ର ଆପଣଙ୍କ ସହିତ ଅଛି

ନୂଆଦିଲ୍ଲୀ: ଦୁର୍ବଳ ହେଉଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଅମ୍ପନ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଓଡ଼ିଶା ସରକାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହି ବାତ୍ୟାରେ ଓଡ଼ିଶା ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହେବାରୁ ଦୁଇ ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ […]

  • Monday, 26 July 2021
odddddds
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ପଞ୍ଚମ ପାଳି ଅର୍ଥ ଘୋଷଣା

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଆଜି ପଞ୍ଚମ ତଥା ଶେଷ ପାଳି ଅର୍ଥ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିସାରିଛନ୍ତି। ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ ପାଇଁ ୩୦ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିବା ସହିତ କୃଷି ଭିତ୍ତିଭୂମି ସଜାଡ଼ିବାକୁ ଘୋଷଣା କରିଥିଲେ।  ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର […]

  • Monday, 26 July 2021
nirmala
ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍: ହୋଇପାରେ ପଞ୍ଚମପାଳି ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆଜି ପଞ୍ଚମ ଥର ପାଇଁ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ ସଂପର୍କରେ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଦିନ ୧୧ଟାରେ ନିର୍ମଳାଙ୍କ ପ୍ରେସ୍‌ମିଟ୍ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ନର୍ମଳା ପ୍ୟାକେଜ୍‌ ସମ୍ପର୍କିତ ଘୋଷଣା କରିବେ। ପୂର୍ବରୁ ଅପରାହ୍ନ ୪ଟା ବେଳେ ପ୍ୟାକେଜ୍‌ ଘୋଷଣା କରୁଥିବା ବେଳେ ଆଜି ଦିନ ୧୧ଟାରେ ପ୍ୟାକେଜ୍ ଘୋଷଣା ହେବ। ଗତକାଲିର ଘୋଷଣା- ଗତକାଲି କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ […]

  • Monday, 26 July 2021
coal
କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା

ନୂଆଦିଲ୍ଲୀ: କରୋନା ମାଡ଼ରେ ଘାଇଲା ଅର୍ଥନୀତିକୁ ସଜାଡ଼ିବାକୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଥିବା ବେଳେ ଫୋକସରେ ରହିଛି ଆର୍ଥିକ ସଂସ୍କାର। କୋଇଲା ଓ ଖଣିଜ ସମ୍ପଦ ସହ ପ୍ରତିରକ୍ଷା ଉତ୍ପାଦନ ଭଳି ୮ଟି କ୍ଷେତ୍ରରେ ସଂସ୍କାର ଲାଗି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ବିକାଶ ଲାଗି ସେ ୫୦ ହଜାର କୋଟିର ସହାୟତା ଘୋଷଣା କରିଛନ୍ତି ନିର୍ମଳା। […]

  • Monday, 26 July 2021
dharm
ଉଜ୍ଜଳା ଯୋଜନାକୁ ୪ ବର୍ଷ ପୂରିଲା: ଭିଡିଓ କନଫରେନ୍ସିଂରେ ଲାଭାର୍ଥୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟ ଦେଶର ଗରିବ ମାଆ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଲକଡାଉନ ଭଳି ସମୟରେ ଘରେ ଗ୍ୟାସ ପହଞ୍ଚାଯାଇ ମହିଳାଙ୍କ ଦୁଃଖ ଦୂର କରାଯାଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ଭାଗରୁ ହଜାରେରୁ ଅଧିକ ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସେ ଏହା କହିଛନ୍ତି। ସେହିପରି ଉଜ୍ଜଳା ଯୋଜନା ସେମାନଙ୍କ ଆଖିର ଲୁହ […]

  • Monday, 26 July 2021
kisd
'କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରୁଛନ୍ତି ମମତା ବାନାର୍ଜୀ'

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ‌ ସହିତ ତୁଳନା କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ନିଜର ମତ ରଖୁଥିବା ବେଳେ ମମତାଙ୍କୁ କିମ୍‌ଙ୍କ ସହିତ ତୁଳନା କରିଛନ୍ତି ଗିରିରାଜ। ସେ କହିଛନ୍ତି, ମମତା ବାନାର୍ଜୀ ସମସ୍ତ ମର୍ଯ୍ୟାଦା ବାଙ୍ଗି ଦେଇଛନ୍ତି। ସେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍ ଉନ୍‌ଙ୍କ ଭଳି ବ୍ୟବହାର କରିଛନ୍ତି। ଯିଏ ତାଙ୍କ […]

  • Monday, 26 July 2021
trumpo
ଭେଣ୍ଟିଲେଟର୍‌ ସହାୟତା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଭାରତକୁ କରୋନା ଯୁଦ୍ଧରେ ସହାୟତା ପାଇଁ ଆମେରିକା ହାତ ବଢ଼ାଇବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହୋବ ବୋଲି କହିଛନ୍ତି ମୋଦି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ମହାମାରି ବିରୋଧରେ ସମସ୍ତେ ଏକାଠି ଲଢୁଛେ। ଏହି ସମୟରେ ସମସ୍ତ ଦେଶ ଏକାଠି ମିଶି ପୃଥିବୀକୁ ସ୍ୱାସ୍ଥ୍ୟକର କରିବା ଦିଗରେ କାର୍ଯ୍ୟ କରିବା ଓ କୋଭିଡ୍ ୧୯ରୁ ମୁକ୍ତ […]

  • Monday, 26 July 2021
artha
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଆଜି ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଘୋଷଣା କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର, ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଅର୍ଥ ଘୋଷଣା ହୋଇଛି। ବିଭିନ୍ନ ସେକ୍ଟର ଏବେ ବିଭିନ୍ନ ଚାଲେଂଜର ସାମ୍ନା କରୁଛି। ଉକ୍ତ ସେକ୍ଟରଗୁଡ଼ିକୁ ସମୃଦ୍ଧ କରିବା ଜରୁରୀ ହୋଇପଡ଼ିଛି। ଏଥିସହିତ ଅନେକ ସେକ୍ଟର ପିଲିସି ସରଳୀକରଣ ଆବଶ୍ୟକ କରୁଛନ୍ତି ବୋଲି […]

  • Monday, 26 July 2021
bjp
ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ୍‌

ଦିସପୁର: ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ୍‌ କଲା ପୁଲିସ୍। ଶୁକ୍ରବାର ଆସାମର ହୋଜାଇ ଜିଲ୍ଲାରେ କମ୍ରୁଲ୍‌ ହକ୍‌ ଚୌଧୁରୀ ନାମକ ଜଣେ ବିଜେପି ନେତାଙ୍କୁ ଗିରଫ୍ କରିଛି ଆସାମ ପୁଲିସ। ସେ ଜିଲ୍ଲାର ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ। ହୋଜାଇ ଜିଲ୍ଲାର ଲଙ୍କା ପୁଲିସ୍‌ ଷ୍ଟେସନ୍‌ର ତାଙ୍କ ବିରୋଧରେ ଆପିସି ଧାରା ୩୭୬ (ଦୁଷ୍କର୍ମ),୫୧୧(ଦଣ୍ଡନୀୟ ଅପରାଧ କରିବାକୁ ପ୍ରୟାସ) ଏବଂ ୫୦୬(ଅପରାଧିକ ଧମକ) ଆଧାରରେ ମାମଲା ରୁଜ୍ଜୁ ହୋଇଛି। ହୋଜାଇ ଦିଲ୍ଲା ଅତିରିକ୍ତ ଏସ୍‌ପି […]

  • Monday, 26 July 2021
zoomato
୧୩ ପ୍ରତିଶତ କର୍ମଚାରୀ ଛଟେଇ କରିବ ଜମାଟୋ

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍‌ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ କର୍ମଚାରୀ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଲକ୍‌ଡାଉନ୍‌ରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଶୁକ୍ରବାର ଏଭଳି ଘୋଷଣା କରିଛି କମ୍ପାନୀ। ଏହି କମ୍ପାନୀରେ ବିଭିନ୍ନ ବର୍ଗରେ ପ୍ରାୟ […]

  • Monday, 26 July 2021
moigranbt
ସୁପ୍ରିମକୋର୍ଟ କହିଲେ ରାସ୍ତାରେ ଚାଲି ଚାଲି ଯିବା ବେଳେ ପ୍ରବାସୀଙ୍କୁ ରୋକିହେବନି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକଙ୍କୁ ଅଟକା ଯାଇପାରିବନି। ଏଥିସହ କିଏ ଚାଲି ଚାଲି ଯାଉଛନ୍ତି, ତାହା ଯାଞ୍ଚ କରିବା ମଧ୍ୟ ଅସମ୍ଭବ ବ୍ୟାପାର। ଶୁକ୍ରବାର ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ।  ଏଥି ସହିତ ଏ ସମ୍ପର୍କିତ ଏକ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି। ଯେଉଁ ପ୍ରବାସୀମାନେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି, ସେମାନଙ୍କୁ ଖାଦ୍ୟ ଓ ବାସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ […]

  • Monday, 26 July 2021
famnre
କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା: ବଦଳିବ ଏହି ଆଇନ୍‌

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ୍‌ର ତୃତୀୟ ପର୍ୟ୍ୟାୟରେ ଆଜି ଫୋକସରେ ଥିଲା କୃଷି, ଗୋପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର। ଚାଷୀଙ୍କ ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷି ଭିତ୍ତିଭୂମି ନିର୍ମାଣ ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେହିପରି ଅସଂଗଠିତ କ୍ଷେତ୍ରରେ ଲଘୁ ଖାଦ୍ୟ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଏବଂ ମାର୍କେଟିଂ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ମାଛ ଚାଷକୁ ପ୍ରୋତ୍ସାହନ […]

  • Monday, 26 July 2021
sc
ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ତାମିଲନାଡୁ ଖୋଲିପାରିବ ମଦ ଦୋକାନ

ଚେନ୍ନାଇ: ତାମିଲ୍‌ନାଡୁରେ ମଦ ବିକ୍ରି ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରି ଯବାବ ମଧ୍ୟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟରେ ମୋଦ ଦୋକାନ ବନ୍ଦ ନେଇ ରାୟ ଶୁଣାଇଥିଲେ ହାଇକୋର୍ଟ। ଯାହାକୁ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର। ମଦ ଦୋକାନ ବାହାରେ ଲକୋମାନଙ୍କର ଅସମ୍ଭବ ଭିଡ଼ ଓ ସୋସିଆଲ୍‌ ଡିଷ୍ଟାସିଂର ଅବମାନନା ହେତୁ ରାଜ୍ୟରେ ମଦ ଦୋକନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ […]

  • Monday, 26 July 2021
nirmala sitharaman
ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା: ଆଜି କୃଷି, ଗୋପାଳନ ଓ ମତ୍ସ୍ୟ ଚାଷକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆଜି ୧୧ଟି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ […]

  • Monday, 26 July 2021
andhra
ବିଦ୍ୟୁତ୍‌ ଖୁଣ୍ଟରେ ଟ୍ରାକ୍ଟର୍‌ ପିଟି ହୋଇଯିବାରୁ ଚାଲିଗଲା ୯ ଜୀବନ

ବିଜୟୱାଡା:  ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍‌ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍‌ ନାଗୁଲୁପାଲାପାଡ୍ଡୁ ଗାଁରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ସମସ୍ତ ମୃତକଙ୍କ ପରିଚୟ ମିଳିଛି। ନାଗୁଲୁପାଲାପାଡ୍ଡୁ ପୁଲିସ୍‌ ସୂଚନା […]

  • Monday, 26 July 2021
udhhba
ବିଧାନପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ୮ ଜଣ ପ୍ରାର୍ଥୀ ଗୁରୁବାର ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍‌ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍‌, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍‌କେ ଏବଂ ରମେଶ କରଦ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିଚ ହୋଇଛନ୍ତି। ତାଙ୍କ ସହିତ ଏନ୍‌ସିପିର ଶଶିକାନ୍ତ ସିନ୍ଦେ ଏବଂ ଅମୋଲ୍ ମିତକାରୀ ଏବଂ କଂଗ୍ରେସର ରାଜେଶ ରାଠୋଡ୍ ମଧ୍ୟ […]

  • Monday, 26 July 2021
dalma
ପ୍ରବାସୀ ଶ୍ରମିକଙ୍କୁ ଦୁଇମାସ ମାଗଣା ଖାଦ୍ୟଶସ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ: ଗୁରବାର ୨୦ ଲକ୍ଷ କୋଟି ଆତ୍ମ ନିର୍ଭର ଭାରତ ଯୋଜନାର ଦ୍ୱିତୀୟ ପର୍ଯ୍ୟା ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଅର୍ଥ ଘୋଷଣା ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି, ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜିର ଏହି ପ୍ୟାକେଜ୍‌ରେ ପ୍ରାବାଶୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ଅସୁବିଧା ଭୋଗ କରୁଥିବା […]

  • Monday, 26 July 2021
nir,ala
ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଆଜିର ପ୍ୟାକେଜ୍‌

ନୂଆଦିଲ୍ଲୀ: ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା। Today’s initiatives include a total of 9 measures: ✅3 […]

  • Monday, 26 July 2021
dfsd
ଆଜି ପୁଣି ୪ ଟା ବେଳେ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୁଣି ୪ ବେଳେ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି  ଓ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆଜିର ପ୍ୟାକେଜ୍‌ର ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଏହି ଅର୍ଥ ରାଶି ଘୋଷଣା କରାଯିବ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି […]

  • Monday, 26 July 2021