ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ?
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୦୦୦ ଟଙ୍କା ଓ ୪୯,୧୮୦ ଟଙ୍କା ଛୁଇଁଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ୪୬,୮୬୦ ଟଙ୍କା ଓ ୫୧,୧୧୦ ଟଙ୍କା ରହିଛି ।
କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ଘଟିଛି ବଡ଼ ଅଘଟଣ। ୧୦ ଜଣ କୋଭିଡ୍ ଆକ୍ରାନ୍ତ ମୃତ୍ୟୁ । ଦେଖନ୍ତୁ ଏହି ଘଟଣାର ପୁରା ଖବର ।
କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି।
UIDAI ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ। ଯିଏ କି ଜୋରିମାନ ଟଙ୍କା କାହାକୁ କେତେ କରାଯିବ ସେନେଇ ନିଷ୍ପତ୍ତି ନେବେ
ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ। ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ। ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳି ଦୁଇ ଦିନ ହେବ ସରିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ।
ସରକାର କହିଲେ ବାଣ ଫୁଟାଇବ ନାହିଁ, ନିୟମ ମାନିଲେ ନାହିଁ ଲୋକେ.....ବାଣ ଫୁଟାଇଲେ ଏବଂ ପରିବେଶକୁ ପ୍ରଦୂଷଣ କଲେ
ଓ୍ୱାଙ୍ଖଡେଙ୍କୁ ହଟାଇବା ପରେ ଏହି ମାମଲାର ତଦନ୍ତ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ୍ ଦିଲ୍ଲୀ ଏନ୍ସିବିର ଟିମ କରିବ ଏନ୍ସିବି ଅଧିକାରୀ ସଂଜୟ ସିଂହଙ୍କ ନେତୃତ୍ୱରେ ଏସ୍ଆଇଟିକୁ ଏହି ମାମଲା ପ୍ରଦାନ କରାଯାଇଛି
କେଦାରନାଥ ପୀଠରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ। ଶଙ୍କରାଚାର୍ଯ୍ୟଙ୍କ ପୁନଃର୍ନିମିତ ସମାଧି ଏବଂ ମନ୍ଦିର ପରିସରରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମେଡ଼ିକାଲ କଲେଜ୍ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ସୁରକ୍ଷାକର୍ମୀ
ତେଲ ଉପରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର। ଖୁବଶୀଘ୍ର ତେଲର କମିବ ଦାମ୍
ବର୍ତ୍ତମାନ ସମୟରେ ଗାଡ଼ିର ପ୍ରତ୍ୟେକ ପାର୍ଟ୍ସର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେଣୁ ପମ୍ପଚରର ଦାମ ମଧ୍ୟ ବଢାଯିବା ପାଇଁ ସ୍ଥିର ହୋଇଛି
ସ୍ୱତନ୍ତ୍ର ରଣନୀତି ଅନୁସାରେ ଚୀନ ଗତବର୍ଷ LACର ପୂର୍ବ ସେକ୍ଟର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ସ୍ୱଂୟଶାସିତ ଅଞ୍ଚଳ ମଧ୍ୟରେ ଥିବା ବିବାଦୀୟ ସ୍ଥାନରେ ୧୦୦ ଘର ବିଶିଷ୍ଟ ଏକ ବୃହତ ଗାଁ ନିର୍ମାଣ କରିଥିଲା ସୀମାରେ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ଭାରତୀୟ ଗଣମାଧ୍ୟମ ଏବଂ ଏଠାକାର ସରକାର ଉଦ୍ବେଗ ପ୍ରକାଶ କରିଥିଲେ। ହେଲେ ଚୀନ୍ ଓଲଟା ଭାରତ ଉପରେ ଅଭିଯୋଗ ଆଣି ନୂଆଦିଲ୍ଲୀ ପକ୍ଷରୁ ସୀମାରେ ନିର୍ମାଣ କାର୍ଯ୍ୟ କରାଯାଉଥିବା କହିଥିଲା।
ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ କମ୍ପାନୀ ବିଷୟରେ କହିବୁ, ଯିଏ ବୋନସ୍ ଆକାରରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ଉପହାର ସ୍ୱରୂପ ପ୍ରଦାନ କରିଛି।
କୋଲକାତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଏହାପରେ ଜାମିନରେ ସେ ଜେଲ୍ରୁ ମୁକୁଳି ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ଅକ୍ଟୋବରରେ ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏଇଠି ତିଆରି ହେଉଛି ସଙ୍ଗୀତର ବିଭିନ୍ନ ବାଦ୍ୟଯନ୍ତ୍ର। ନିଜ ହାତରେ ବେଶ୍ ଆକର୍ଷଣୀୟ ଢଙ୍ଗରେ ତିଆରି କରୁଛନ୍ତି କାରୀଗର। ଅଳନ୍ଧୁ ଘରେ ତିଆରି ଚାଲିଛି ସାତସ୍ୱରର ଯନ୍ତ୍ର
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ଲକ୍ଷପତି ହେଲେ। ଭାଗ୍ୟ ବଦଳାଇଦେଇଥିଲା ୧୯୮୬ ମସିହା। କୃଷି ବିଭାଗର ପରାମର୍ଶ ନେବା ପରେ ୨୫ ଜଣଙ୍କୁ ଚାକିରି ବି ଦେଲେ
ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା। ଜାଣିରଖନ୍ତୁ କେଉଁ କେଉଁ କ୍ଷେତ୍ରରେ କେମିତି ଆବେଦନ କଲେ ଆପଣ ପାଇବେ ଏତିକି ଟଙ୍କାର ସୁବିଧା
ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ଭାଗ୍ୟ ବଦଳାଇ ଦେଲା ୧୯୮୬ ମସିହା। ରିକ୍ସା ଚଳାଉଥିବା ବେଳେ ଚାଷ ସମ୍ପର୍କରେ ଖବର ପାଇଲେ ଆଉ ଚାଷ କଲେ.....ଆଉ ଏବେ ସେହି ଚାଷରୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
ଗୋଟିଏ ପଟେ ସାରା ଦେଶରେ ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଥିବା ବେଳେ ଅନ୍ୟପଟେ ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିହାରର ପଶ୍ଚିମ ଚମ୍ପାରଣରେ ୮ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।