ଦିନେ ଦିଲ୍ଲୀରେ ରିକ୍ସା ଟାଣୁଥିଲେ, ଏବେ ଲକ୍ଷପତି ହେଲେ। ଭାଗ୍ୟ ବଦଳାଇଦେଇଥିଲା ୧୯୮୬ ମସିହା। କୃଷି ବିଭାଗର ପରାମର୍ଶ ନେବା ପରେ ୨୫ ଜଣଙ୍କୁ ଚାକିରି ବି ଦେଲେ
Published: Otv Khabar Bureau
Last updated: 05 November 2021, 09:37 AM IST
ଛୋଟ ଗୋଟେ ଚାଳି ଦୋକାନରେ ବରା ଆଳୁଚପ ବିକ୍ରି କଲେ ଜଣେ ଲୋକ କେତେ ଟଙ୍କା ରୋଜଗାର କରିବ? ସେଇଥିରୁ ନିଜ ଘର ଚଳେଇ ମାସକୁ ଶହଶହ ପାରାଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହଜ କଥା ନୁହେଁ। ତଥାପି ସେମିତି କରିଛନ୍ତି ଆଉ ସଫଳ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ତିନିଭାଇ।