କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ଘଟିଛି ବଡ଼ ଅଘଟଣ। ୧୦ ଜଣ କୋଭିଡ୍ ଆକ୍ରାନ୍ତ ମୃତ୍ୟୁ । ଦେଖନ୍ତୁ ଏହି ଘଟଣାର ପୁରା ଖବର ।
Published: Otv Khabar Bureau
Last updated: 06 November 2021, 03:13 PM IST
ମାୟା ନଗରୀ ମୁମ୍ୱାଇରେ ରହିଛି ଅନେକ ଫ୍ଲାଟ। ମହାରାଷ୍ଟ୍ରରେ ରହିଛି ଜମି। ଘର ଭଡ଼ା ବି ଲାଗିଛି। ଏମିତି ଏନେକ ସଂପତ୍ତିର ମାଲିକ ହେଉଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। କେଉଁଠୁ ଆସିଲା ଏତେ ସଂପତ୍ତି ଜାଣନ୍ତୁ ଏବେ..