ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ। ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ। ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳି ଦୁଇ ଦିନ ହେବ ସରିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ।
Published: Otv Khabar Bureau
Last updated: 06 November 2021, 10:09 AM IST
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।