ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଯାଇଥିଲା ଯାତ୍ରୀବାହୀ ବସ । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି
ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଏପର୍ଯ୍ୟନ୍ତ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିସାରିଲେଣି। ଯାହାକି କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ସଫଳତା ବୋଲି କୁହାଯାଉଛି।
୨୦୦୭ରୁ ୨୦୧୨ ଅର୍ଥାତ୍ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳେ ରାଫେଲ୍ ଡିଲ୍ରେ ୬୫ କୋଟି ଟଙ୍କା କିକ୍ବ୍ୟାକ୍ ହୋଇଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି ।
କାଲି ମହାରାଷ୍ଟ୍ରରେ ଦେଖାଯିବ ହାଇଡ୍ରାମା। ଗୋଟିଏ ପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନର କ୍ୟାବିନେଟ୍ ମନ୍ତ୍ରୀଙ୍କ ନାଁରେ ଅନେକ ଗୁମର ଖୋଲିଥିବା ବେଳେ କାଲି ନୱାବ ଦେବେନ୍ଦ୍ରଙ୍କ ପୋଲ୍ ଖୋଲିବେ ବୋଲି ସୂଚନା ଦେଇଛନ୍ତି
ଫୁଟବଲ ଗ୍ରାଉଣ୍ଡଠାରୁ ପ୍ରାୟ ୩ ଗୁଣ ବଡ। ଫ୍ରାନ୍ସର ଏଫିଲ ଟାଓ୍ବାରଠାରୁ ଆହୁରି ବିଶାଳ। ଏମିତି ଏକ ବିଶାଳ ଓ ଭୟଙ୍କର ଧୂମକେତୁ ପୃଥିବୀ ଆଡେ ମୁହାଁଇଛି। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ପୃଥିବୀର ନିକଟ ଦେଇ ଗତି କରି ପାରେ ବୋଲି ନାସା ପକ୍ଷରୁ କୁହାଯାଇଛି।
ହୋଟେଲକୁ ନୂଆ ନୂଆ ଯୁବତୀଙ୍କୁ ଆଣି ଶାରୀରିକ ସଂପର୍କ ରଖୁଥିଲା ରଙ୍ଗିଲା ପୋଲିସ ଅଫିସର । ଦିନେ ଅଚାନକ ହୋଟେଲ ରୁମର କବାଟ ଖୋଲି ପଶିଆସିଲେ ସ୍ତ୍ରୀ। ଅସଂଜତ ଅବସ୍ଥାରେ ଥିବା ସ୍ୱାମୀକୁ ଧରିପକାଇଲେ ସ୍ତ୍ରୀ। ପଦାକୁ ଆସିଗଲା ପୋଲିସ୍ ବାବୁଙ୍କ ପରକୀୟା ପ୍ରୀତି ।
ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।
ଅଚାନକ ବଢ଼ିଲା ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆର ସୁରକ୍ଷା। ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ସନ୍ଦିଗ୍ଧ ପଚାରିଥିଲେ ଆଣ୍ଟିଲିଆ ଠିକଣା । ଘଟଣା ଜାଣିବା ପରେ ହଠାତ୍ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ୍
ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ସର୍ଟ ସର୍କିର୍ଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଅଚାନକ ବଢ଼ିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା । ଜଣେ ଟ୍ୟାକ୍ସି ଚାଳକଙ୍କୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଆଣ୍ଟିଲିଆକୁ ଯିବା ବାଟ ପଚାରିବା ପରେ ମୁମ୍ବାଇ ପୋଲିସ୍ ପକ୍ଷରୁ ହଠାତ୍ ଏଭଳି ନିଷ୍ପତ୍ତି ନିଆଯାଇଛି । ଏମିତିକି ସଂପୃକ୍ତ ଟ୍ୟାକ୍ସି ଡ୍ରାଇଭରର ବୟାନ ବି ରେକର୍ଡ କରାଯାଇଛି ।
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ରବିବାରଠୁ ଛାଡୁନି ବର୍ଷା, ଯୁଆଡ଼େ ଦେଖିବେ ସିଆଡ଼େ ବନ୍ୟା
ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ଆଫଗାନିସ୍ତାନ ସମ୍ମିଳନୀ । ଇଣ୍ଡିଆନ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ଦ୍ୱାରା ଏହି ସମମ୍ମିଳନୀର ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ଚୀନ୍ ଓ ପାକିସ୍ତାନ । ତେବେ ସମ୍ମିଳନୀକୁ ଆସୁନଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭାରତକୁ ତାଲିବାନ ବିରେଧୀ ଦର୍ଶାଇବା ଲାଗି ଭରପୁର ଉଦ୍ୟମ କରୁଛନ୍ତି ।
ପୁଣି ବଢିଲା ସୁନାର ଦର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି । ସେହପରି ରୂପାର ଦାମ୍ ଆଜି କମ୍ ରହିଛି । ଆଜି କିଲୋଗ୍ରାମ ପ୍ରତି ରୂପା ୬୪,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।
ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫୯ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।
ସମସ୍ତେ ଏକାଠି ହୋଇ ଆଜି କେକ୍ କାଟିଥିଲେ। ଆଡଭାନୀଙ୍କୁ କେକ୍ ଖୁଆଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବେଶ କିଛି ସମୟ ଏକାଠି ହୋଇ ସମସ୍ତେ ଆଲୋଚନା କରିଥିଲେ।
ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଇପାରୁ ନଥିବା ଦିଲ୍ଲୀରେ ବର୍ତ୍ତମାନ ଜଳ ମଧ୍ୟ ଦୂଷିତ ହେବାରେ ଲାଗିଛି ।
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅମିତ ଶାହ..
ଭାରତର ସୁନାମଧନ୍ୟ ବିଶିଷ୍ଟ ବ୍ୟ.କ୍ତି ବିଶେଷଙ୍କୁ ମିଳିଛି ପଦ୍ମ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ପଦ୍ମ ବିଭୂଷଣରେ ୭ ଜଣ, ପଦ୍ମ ଭୂଷଣରେ ୧୦ ଜଣ ଏବଂ ବାକି ବ୍ୟକ୍ତିଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।
ଉବୁଟୁବୁ ଚେନ୍ନାଇ ମହାନଗରୀ। ପ୍ରବଳ ବର୍ଷା ଯୋଗୁ ବେହାଲ ହୋଇଛି ଚେନ୍ନାଇ । ତଳିଆ ଅଞ୍ଚଳରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଆଣ୍ଠୁ ଉପରକୁ ପାଣି ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁକୀନ ହେଉଛନ୍ତି ।
ପୋଲିସ-ପୋଲିସ୍ ଛକାପଞ୍ଚା । ଧାଉଁଥିବା ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା
ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।
୨୫ ବର୍ଷ ହେଲା ଋଣ ନେଇଥିଲେ, ହେଲେ ସୁଝିପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅଶୋକ ସୋକିୟା । ଆଉ ଏବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ।