Advertisment

ଟିକେ ସୁଧୁରିଛି ଦିଲ୍ଲୀ ପ୍ରଦୂଷଣ

ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।

author-image
Otv Khabar Bureau

ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।

Advertisment
Delhi Pollution Air Quality Improve
Advertisment
Advertisment