• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

special report
ଗାଁ ଲୋକେ ତିଆରି କରିଛନ୍ତି ନବୀନ ସରକାରଙ୍କ ବିକାଶର ବାଉଁଶ ପୋଲ

ସରକାରକୁ ଅପେକ୍ଷା କରି ଲାଭ କଣ, ସେଇଥି ପାଇଁ ଲୋକେ ନିଜ ଉଦ୍ୟମରେ ଗଢ଼ିଛନ୍ତି ବାଉଁଶ ପୋଲ । ଉଦଘାଟନ କରି ନିଜେ କଦଳୀ ଗଛ ମଧ୍ୟ ବାନ୍ଧିଛନ୍ତି ।

Missing Cow Case
ଗାଈ ପାଇଁ ଏମିତି ପ୍ରେମ କେବେ ଦେଖି ନଥିବେ; କଲେକ୍ଟର ଗାଡି ଆଗରେ ଶୋଇପଡିଲେ

‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ ଆଉ ପ୍ରତିବାଦ । ଆଉ ବୁକୁ ଫଟା କାନ୍ଦ ।

love, sex, dhoka
ଦଗାଦିଆ ଡାକ୍ତର ବାବୁ ! ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ଅମଙ୍ଗ

ପ୍ରେମିକ ଜଣେ ସରକାରୀ ଡାକ୍ତର । ଅଭିଯୋଗକାରିଣୀ ବି ଏକ ପ୍ରତିଷ୍ଠିତ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନର କର୍ମଚାରୀ । ଡାକ୍ତର ଜଣକ ଏବେ ନୂଆପଡ଼ା ଡାକ୍ତରଖାନାରେ କାର୍ଯ୍ୟରତ ।

Pradhan Mantri Awas Yojana
ରାଜ୍ୟସଭାରେ ପିଏମ୍ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି: ପୋର୍ଟାଲ ଖୋଲୁନଥିବାରୁ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଭିଯାଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି

Special Story | Post Office Savings Schemes - Invest In These Schemes To Get Better Benefits
ପୋଷ୍ଟ ଅଫିସର ଏ ସ୍କିମରେ ଟଙ୍କା ରଖିଲେ, ଡବଲ ହୋଇଥାଏ ଆପଣଙ୍କ ଟଙ୍କା

ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ। ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା। ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ...

The Great Odisha Political Circus । Devrani – Jethani Against Each Other In Panchayat Poll
କକେଇ ମୋର ମୂଳା ଚିହ୍ନ, ଭୁଲିବନି... ଯେମିତି ହେଲେ ହେବ ପିଟି

ରାଜନୀତିକୁ ଓହ୍ଲାଇଲେ ଦୁଇ ଯାଆ। ରାସ୍ତା ମଝିରେ ହେଲେ ଟଣାଓଟରା। ଶେଷରେ ଶଶ୍ୱର ଆସି କହିଲେ...

News Fuse:Drunkard Man Sleeps Outside Puri SP Office In Inebriate Condition
ଆମେ ଲୋକାଲ୍ ଟୋକା, ଚଟକଣି ଖାଇଲେ କିଛି ନାହିଁ

ସତରେ ପବିତ୍ର ପୁରୀ, ଗର୍ବ ଆମରି। ହେଉ ଦେଖୁନ କେମିତି ଏ ପବିତ୍ର ଜାଗାକୁ ଏ ଅପବିତ୍ର କରି ପକାଇଲାରେ ନାରଣ...

Special Story | Know How To Earn Good Profit From YouTube
ଘରେ ବସି ୟୁଟ୍ୟୁବରୁ କରନ୍ତୁ ଇନକମ୍... ଜାଣନ୍ତୁ ଏମିତି ହେବ ମୋନିଟାଇଜେସନ୍

ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍‌ ଆଇକନ୍‌ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହେଲେ ଜାଣନ୍ତୁ ଏସବୁ କଥା...

Making News – Shopkeeper Accuses Man Of Diverting Customers To Other Shops
ନଟ ଦୋକାନୀର ବାଜା ବଜାଇ ଦେଲେ ବାଜ ମଉସା

ଆଛା ଲୋକ... ଖାଇବେ ମୋର, ଗାଇବେ ଆଉ କାହାର। ସକାଳଠୁ ସଂଜ ଯାଏ ମୋଠାରୁ ପାନ ଖାଇବେ। ଆଉ ଗରାକି ଆସିଲେ ବତାଇ ଦେବେ ଆଉ ଗୋଟେ ଦୋକାନର ଠିକଣା...

Woman-Cow Relation
ଗାଈକୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କ ଆଗରେ କାନ୍ଦିଲେ ବୃଦ୍ଧା

ମଣିଷ ଓ ଓ ଜୀବ ଜନ୍ତୁଙ୍କୁ ନେଇ ଥିବା ଅନାବିଳ ସଂପର୍କର ଚିତ୍ର ଅନେକ ସମୟରେ ନଜରକୁ ଆସିଛି।

  Naxals Threaten To Withdraw Panchayat Poll Nomination In Swabhiman Anchal
ନିର୍ବାଚନକୁ ପ୍ରବଳ ବିରୋଧ, ପୋଷ୍ଟର ମାରିଲେ ମାଓବାଦୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ ପୋଷ୍ଟର । ନିର୍ବାଚନକୁ ବିରୋଧ କରି ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।ନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି ।

beggar earns 40 thousand rupees monthly with notebook to keep track of her income
ଭିକ ମାଗି ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି ମହିଳା, ହେଲେ କେମିତି ?

ଏପରି ଏକ ଭିକାରୀ ମଧ୍ୟ ଅଛି, ଯାହାର ମାସିକ ରୋଜଗାର ପ୍ରାୟ ୪୦ ହଜାର । ମହିଳାଙ୍କର ଏକ ଡାଏରୀ ଅଛି, ଯେଉଁଥିରେ ସେ ନିଜର ଦୈନନ୍ଦିନ ରୋଜଗାରର ହିସାବ ରଖନ୍ତି । ଧନୀ ଲୋକଙ୍କ ଅପେକ୍ଷା ଏହି ଭିକାରୀ ଅଧିକ ରୋଜଗାରକ୍ଷମ ।

NO work No Vote
ରଙ୍ଗାମାଟି ଗାଁରେ ନେତାଙ୍କୁ ପଶିବା ମନା !

ନେତା ଓ ଅଧିକାରୀଙ୍କୁ ସେମାନେ କେତେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ଦେଇ ନାହାନ୍ତି। ତେଣୁ ଏଥର ଲୋକେ ତାତିଛନ୍ତି। 

Mangrove Cover Increased In Odisha:Survey
ଓଡିଶାରେ ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି: ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବୃଦ୍ଧି ପାଉଛି ଲୁଣା ଜଙ୍ଗଲ । ସର୍ଭେ ଅଫ ଇଣ୍ଡିଆ ୨୦୨୧ର ମ୍ୟାନଗ୍ରୋଭ କଭର ରିପୋର୍ଟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ୨ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି ।

10 foot long Dosa: Rs 71,000 prize for finishing in 40 minutes
ଦୋସା ଚ୍ୟାଲେଞ୍ଜ୍‌: ଯିଏ ଖାଇଦେବ ମିଳିବ ୭୧ ହଜାର ଟଙ୍କା

ଆପଣ ତ ନିଶ୍ଚିତ ଦୋସା ଖାଇଥିବେ। ତେବେ ଦୋସା ଖାଇ କେବେ କ’ଣ ପୁରସ୍କାର ପାଇଛନ୍ତି! ତେବେ ଏହି ସୁଯୋଗ ନିଅନ୍ତୁ। ଯଦି ଆପଣ ଏହି ଦୋସା ଖାଇଦେବେ ମିଳିବ ୭୧ ହଜାର ଟଙ୍କା ପୁରସ୍କାର।

Old man performed stunt on bike
ଜେଜେବାପାଙ୍କ ଷ୍ଟଣ୍ଟ୍ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ

ସାଧାରଣତଃ ଯୁବକମାନେ ଷ୍ଟଣ୍ଟ୍ ଦେଉଥିବା ଆପଣ ଦେଖିଥିବେ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଜଣେ ଜେଜେବାପାଙ୍କ ଷ୍ଟଣ୍ଟ୍ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଦେଖିଲେ ଆପଣ ବି ସାଲ୍ୟୁଟ୍ ମାରିବେ।

Missing Son Came home After 20 years
ଆଶା ଥିଲା ପୁଅ ଆଉ ଫେରିବନି, କିନ୍ତୁ ହେଲା ଏମିତି..

୨୦ ବର୍ଷ ପରେ ମା କୋଳକୁ ଫେରିଲା ପୁଅ । ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲା ପୁଅ । ଆଉ ସମସ୍ତେ ଆଶା ବି ଛାଡି ଦେଇଥିଲେ, ହେଲେ ବିଧି ର ବିଧାନ ଥିଲା କିନ୍ତୁ ଅଲଗା ୨୦ବର୍ଷ ପରେ ନିଜ ସାଙ୍ଗ ସାଥି ଓ ପରିଜନକୁ facebook ରେ ଦେଖିଲେ, ଆଉ ମା’କୁ ଭେଟିବାକୁ ବିକଳ ହୋଇ ଘରକୁ ଫେରିଲେ ।

Stakes Of Odisha
କେନ୍ଦ୍ର ବଜେଟ୍‌ରୁ ଓଡିଶାକୁ କେତେ ଫାଇଦା ?

କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍‌ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।

Odisha will get benefits from the new budget
ନୂଆ ବଜେଟ୍‌ରୁ ଓଡ଼ିଶାକୁ ମିଳିବ ଅନେକ ଫାଇଦା

କେଉଁ କେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେତେ ଅର୍ଥ ଆସିବ ତାକୁ ନେଇ ଚାଲିଛି ହିସାବ ନିକାଶ। ଏଥର ବଜେଟ୍‌ରେ ଓଡ଼ିଶାକୁ ଯଥେଷ୍ଟ ଫାଇଦା ମିଳିବ ବୋଲି ଆଶା କରାଯାଉଛି।

Summit-Tapaswini Marital Dispute
ତପସ୍ୱିନୀ ଆଶ୍ୱସ୍ତ; ମାସକୁ ୧୭ ହଜାର ଗଣିବେ ସ୍ୱାମୀ ସୁମିତ

ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

dutee chand
ପୂରଣ ହେଲା ସ୍ୱପ୍ନ ! ନୂଆ ଘର ତୋଳି ଗୃହପ୍ରବେଶ କଲେ ଦୂତୀ ଆଣ୍ଡ ଫ୍ୟାମିଲି

ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ

ପୌର ନିର୍ବାଚନ ପ୍ରସ୍ତୁତି
ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ରେ ପ୍ରକାଶ ପାଇବ ଭୋଟର ତାଲିକା

ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି।

Youth Kidnapped For Ramson Rescued From Laxmi Sagar Area In Bhubaneswar
ଫେଲ୍‌ ମାରିଲା କିଡ୍‌ନାପିଂ ପ୍ଲାନ୍‌: ଉଦ୍ଧାର ହେଲେ ଅପହୃତ ଯୁବକ

ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହୃତ ଯୁବକକୁ ଉଦ୍ଧାର କରାଯାଇଛି । କମିଶନରେଟ୍ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହ ୫ ଜଣ ଅପହରଣକାରୀଙ୍କୁ ଅଟକ ରଖିଛି । ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

ias
ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ : ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର ଚାକିରିରୁ ବରଖାସ୍ତ

ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

Garbage Management Failure
ପୁରୀରେ ଫେଲ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା ! ସହର ମଝିରେ ମଇଳା ଆର୍ବଜନାର ପାହାଡ଼

ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳୀ କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ ହେଉଥିବା ଅଭିଯୋଗ ହୋଇଛି