/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643786793.jpg)
Youth Kidnapped For Ramson Rescued From Laxmi Sagar Area In Bhubaneswar
ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହୃତ ଯୁବକକୁ ଉଦ୍ଧାର କରାଯାଇଛି । କମିଶନରେଟ୍ ପୋଲିସ ଅପହୃତଙ୍କୁ ଉଦ୍ଧାର କରିବା ସହ ୫ ଜଣ ଅପହରଣକାରୀଙ୍କୁ ଅଟକ ରଖିଛି । ଏନେଇ ପୋଲିସ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।
Advertisment
ସୂଚନା ଅନୁସାରେ, ଗତକାଲି ଚା ପିଇବାକୁ ଯାଇଥିବାବେଳେ ଇଶାନ ଅଗ୍ରଓ୍ୱାଲଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ । ଏହାସହ ଅପହରଣକାରୀ ଇଶାନଙ୍କ ମୁଣ୍ଡରେ ବନ୍ଧୁକ ରଖି ବାପାଙ୍କ ପାଖକୁ ଫଟୋ ପଠାଇବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଇଶାନଙ୍କ ବାପା ରାମରୂପ ଅଗ୍ରଓ୍ୱାଲ ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଚଢ଼ଉ କରି ୫ ଜଣ ଅପହରଣକାରୀଙ୍କୁ ଥାନାକୁ ଆଣି ଅଟକ ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)