ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।
ଆଛା ଲୋକ... ଖାଇବେ ମୋର, ଗାଇବେ ଆଉ କାହାର। ସକାଳଠୁ ସଂଜ ଯାଏ ମୋଠାରୁ ପାନ ଖାଇବେ। ଆଉ ଗରାକି ଆସିଲେ ବତାଇ ଦେବେ ଆଉ ଗୋଟେ ଦୋକାନର ଠିକଣା...