ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍ ଆଇକନ୍ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହେଲେ ଜାଣନ୍ତୁ ଏସବୁ କଥା...
Published: Otv Khabar Bureau
Last updated: 03 February 2022, 01:32 PM IST
ଆଛା ଲୋକ... ଖାଇବେ ମୋର, ଗାଇବେ ଆଉ କାହାର। ସକାଳଠୁ ସଂଜ ଯାଏ ମୋଠାରୁ ପାନ ଖାଇବେ। ଆଉ ଗରାକି ଆସିଲେ ବତାଇ ଦେବେ ଆଉ ଗୋଟେ ଦୋକାନର ଠିକଣା...