Advertisment

୧୦ ଦିନ ପରେ ଘରୁ ଶିବାନନ୍ଦଙ୍କ ପାଲିଙ୍କି ଉଠିଥାଆନ୍ତା, କିନ୍ତୁ କୋକୋଇ ଉଠିଲା...ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ...

ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା....

author-image
Otv Khabar Bureau

ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା.... 

Advertisment
Youth Before Days Bolangir Dies Marriage Tragic
Advertisment
Advertisment